ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଓଡ଼ିଆ ହିରୋ ରାଜେଶ ଓ ହିରୋଇନ ଶ୍ରଦ୍ଧା ସୋସିଆଲ ମିଡ଼ିଆରେ ଚର୍ଚ୍ଚା….

0

ଆମ ଓଡ଼ିଆ ସିନେମା ତଥା ଟିଭି ସୋ ର ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ ନିଜର ରୂପ ଓ ବେଶ ପୋଷାକ କୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ଖାଲି ଏତିକି ନୁହେଁ ବରଂ ସେମାନେ ନିଜର ବୈବାହିକ ଜୀବନ ପାଇଁ ମଧ୍ୟ ବହୁତ ଚର୍ଚ୍ଚା ରେ ରହିଥାନ୍ତି ।ତେବେ ଭାବନ୍ତୁ ଯଦି ଜଣେ ଅଭିନେତ୍ରୀ ସେହି ଟିଭି ର ରିଆଲିଟି ସୋ ମାଧ୍ୟମ ରୁ ହିଁ ନିଜର ଜୀବନ ସାଥି କୁ ଚୟନ କରି ବିବାହ କରନ୍ତି ତ ସେ କେତେ ଚର୍ଚ୍ଚା ରେ ରାହୁଥିବେ । ତେବେ ଆମେ ଆଜି ଏମିତି ଜଣେ ଅଲିଉଡ଼ ର ଜଣେ ଆଗ ଧାଡ଼ିର ଟିଭି ସିରିଏଲ ର ଅଭିନେତ୍ରୀ ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏକି ବର୍ତ୍ତମାନ ନିଜର ବିବାହ କୁ ନେଇ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛନ୍ତି ।


ଉଲେଖଯୋଗ୍ୟ ଯେ , ଚଳିତ ବର୍ଷ ର ଲୋକଡାଉନ ଯୋଗୁଁ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ଙ୍କୁ ନିଜର ବ୍ୟସ୍ତବହୁଳ ସୁଟିଂ ଜୀବନରୁ ଟିକେ ରିଲାକ୍ସ ମିଳିଛି ।ଏବଂ ଆହୁରି ମଧ୍ୟ ସୋସିଆଲ ମିଡ଼ିଆରେ ଜଣାପଡିଛି ଯେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ତେବେ ସୂଚନା ଅନୁସାରେ ଆମ ଓଡ଼ିଶା ଟିଭି ସିରିଏଲ ର ଆଗ ଧାଡ଼ିର ଅଭିନେତ୍ରୀ ଶ୍ରଦ୍ଧା ଏବଂ ନିଜର ବୈବାହିକ ସମ୍ପୂର୍ଣ୍ଣ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ।


ସୂଚନାଯୋଗ୍ୟ ଯେ , ଓଡ଼ିଆ ଟିଭି ସିରିଏଲ ର ମୁଖ୍ୟ ଅଭିନେତ୍ରୀ ଭାବରେ କାର୍ଯ୍ୟ କରୁଥିବା ଶ୍ରଦ୍ଧା କେତେକ ଓଡ଼ିଆ ଫିଲ୍ମ ରେ ମୁଖ୍ୟ ଅଭିନେତା ଭାବରେ କାର୍ଯ୍ୟ କରୁଥିବା ରାଜେଶ ଙ୍କୁ ବିବାହ କରିଥିବାର ସୂଚନା ରହିଛି ।ବର୍ତ୍ତମାନ ସେମାନ ଙ୍କର ଅନେକ ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ଯେଉଥିରେ ଉଭୟ ଏକାଠି ମିଳିମିଶି ରାହୁଥିବାର ସମସ୍ତ ଙ୍କର ନଜର କୁ ଆସିଛନ୍ତି ।


ଉଲେଖଯୋଗ୍ୟ ଯେ , ଏହି ୨୦୨୦ ବର୍ଷ ର ପ୍ରାରମ୍ଭ ରେ ହିଁ ଉଭୟ ଶ୍ରଦ୍ଧା ଏବଂ ରାଜେଶ ଙ୍କ ର ନିର୍ବନ୍ଧ ଶେଷ ହୋଇଥିଲା ଏବଂ ସେମାନ ଙ୍କ ର ବିବାହ ୨୦୨୦ ଏପ୍ରିଲ ମାସରେ ହେବାର ଯୋଜନା ରହିଥିଲା । ମାତ୍ର ସାରା ଦେଶରେ ଲକଡାଉନ ଯୋଗୁଁ ଏବଂ କରନା ଭୂତାଣୁ ( COVID-19) ର ଭୟାବହ ପାଇଁ ସେମାନେ ନିଜର ବିବାହ କୁ ପଛେଇ ଦେଇଥିଲେ ।କିନ୍ତୁ ଏହି ଅକ୍ଟୋବର ମାସ ରେ ଏକାଠି ରାହୁଥିବାର କିଛି ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିଲା ଯେଉଥିରେ ଜଣାପଡିଛି ଯେ ଉଭୟ ବିବାହ କରିନେଇଛନ୍ତି ବୋଲି । ମାତ୍ର ପ୍ରକୃତ ଘଟଣା ଟି କିଛି ଅଲଗା ରହିଛି । ବାସ୍ତବ ରେ ଶ୍ରଦ୍ଧା ଏବଂ ରାଜେଶ ବିବାହ କରି ନାହାନ୍ତି ।ବରଂ ଦୁହେଁ ବିବାହ ପୂର୍ବ ରୁ ଲିଭ ଇନ ରିଲେଶନ ରହୁଛନ୍ତି ।ତେଣୁ ସେମାନେ ସୋସିଆଲ ମିଡ଼ିଆ ରେ ଏକାଠି ରାହୁଥିବାର ନଜର ରେ ଆସିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।