ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । ହାତୀ ପେଟରୁ ବହୁ କଷ୍ଟରୁ ବାହାରିଲେ ମହିଳା, ଦେଖନ୍ତୁ କେମିତି ହେଲା ଏତେ ବଡ ଅଘଟଣ…..

0

ଆଜି ର ଏହି ମନୁଷ୍ୟ ସମାଜ କୁ କଣ ହୋଇଯାଇଛି କେଜାଣି ଏମାନେ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଯୁଗରେ ରହି ମଧ୍ୟ ଆମେ ସେହି କୁସଂସ୍କାର ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରହିଛୁ । ଆମେ ଯେତିକି ଆଗକୁ ବଢ଼ିବାକୁ ଚେଷ୍ଟା କରିଚୁ ଅନ୍ୟ ପଟରେ ପୁଣି ସେଚିକି ପଛଘୁଞ୍ଚା ମଧ୍ୟ ଦେଉଚୁ ।ଆମର ଜ୍ଞାନବିଜ୍ଞାନ ଦ୍ୱାରା ଆମେ ମଣିଷ ଜାତି ଆଜି ଚନ୍ଦ୍ର ପହଞ୍ଚୀଲାଣି ମାତ୍ର ଏବେବି ଆମେ ସେହି କୁ କୁସଂସ୍କୃତି ଓ ଅନ୍ଧବିଶ୍ୱାସ ର ଅନ୍ଧାର ମଧ୍ୟରେ ରହିଛୁ । ସରକାର ଙ୍କ ର ଏତେ ଚେଷ୍ଟା ପରେ ମଧ୍ୟ ଏହି ମନୁଷ୍ୟ ଜାତି ଆଜି ବି ସେହି କୁପ୍ରଥା ରେ ବାନ୍ଧି ରହିଛି ।


ତେତେ ଆଜି ଆମେ ଆପଣଙ୍କୁ ଏହି ଆଧୁନିକ ଯୁଗର ଲୋକମାନ ଙ୍କର ଏମିତି ଏକ ଘଟଣା ଉପରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ହସି ହସି ବେଦମ ହୋଇଯିବେ। ତେବେ ଘଟଣା ଟି ବର୍ତ୍ତମାନ ପ୍ରାୟ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରଲ ହେବାରେ ଲାଗିଛି ।ତେବେ ଘଟଣା ଟି ହେଉଛି ଏକ ମନ୍ଦିର ର । ତେବେ ଆସାନ୍ତୁ ଜାଣିବା ଏହି ମଜାଦାର ଘଟଣା ବିଷୟରେ ।  ସୂଚନା ଅନୁସାରେ , ଜଣେ ମହିଳା ଗୋଟିଏ ମନ୍ଦିର ରେ ଥିବା ଏକ ହାତୀ ର ପେଟ ମଧ୍ୟ ଦେଇ ଗୋଟିଏ ପାର୍ଶ୍ୱ ଦେଇ ପଶି ହାତୀର ଅନ୍ୟ ଏକ ପାର୍ଶ୍ୱ ଦେଇ ବାହାର କରିବାକୁ ଚେଷ୍ଟା କରୁଥିବା ସମୟରେ ମଝିରେ ଅଟକି ଯାଇ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି ।

ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ ହାତୀ ଟି ହେଉଛି ପଥରରେ ପ୍ରସ୍ତୁତ ଏକ ଛୋଟ ହାତୀ ।ତେବେ ସେହି ମନ୍ଦିର ରେ ପୂଜା କରିଥିବା ସେବକ ଙ୍କ କହିବା ଅନୁସାରେ ସେଠାରେ ଏକ ପ୍ରଥା ରହିଛି କି ଯେଉଁ ମହିଳା ଏହି ହାତୀ ର ପେଟ ମଧ୍ୟ ଦେଇ ଗତି କରିବ ତାହାର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଯଦିଓ ଏହି ପ୍ରଥା ରେ କୌଣସି କାରଣ ନାହିଁ ତଥାପି ଲୋକମାନେ ଏହାକୁ ମାନି ଆସିଛନ୍ତି ।ତେବେ ଏହି ପ୍ରଥା କୁ ଅନୁସରଣ କରି ତାଙ୍କର ମୋନସ୍କାମ କୁ ପୂର୍ଣ୍ଣ କରିବା ପାଇଁ ସେହି ଛୋଟ ହାତୀର ପେଟ ର ଗୋଟିଏ ପାର୍ଶ୍ୱ ରେ ପ୍ରବେଶ କରି ଅନ୍ୟ ପାର୍ଶ୍ୱ ରେ ବାହାରିବାକୁ ଚେଷ୍ଟା କରୁଥିଲେ । ମାତ୍ର କାହାଣୀ ରେ ମଜା ସେତେବେଳେ ଆସିଥିଲା ଯେତେବେଳେ ମହିଳା ଜଣଙ୍କ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ସମୟରେ ସେ ମଝିରେ ଅଟକି ଯାଇଥିଲେ ।ପ୍ରକୃତରେ ମହିଳା ଜଣଙ୍କ ସୁସ୍ଥ ସବଳ ଏବଂ ମୋଟା ହୋଇଥିବାରୁ ସେ ସେହି ହାତୀକୁ ଅତିକ୍ରମ କରିପାରିନାହିଁ ।


ତେବେ ଏହି ସମୟରେ ଜଣେ ଅଜଣା ଯୁବକ ଏହାର ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ ।ତେବେ ମହିଳା ଜଣଙ୍କ ବହୁତ ଚେଷ୍ଟା କରିବା ପରେ ବିଫଳ ହେବା ପରେ ସେଠାରେ ଉପସ୍ଥିତ କେତେକ ମହିଳା ତାଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ । ଫଳରେ ସେ ବହୁତ କଷ୍ଟ ରେ ବାହାରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।