୭ ଦିନ ଘରୋଇ ଉପଚାର ରେ ପାଆନ୍ତୁ ନିଜ ମୁହଁର ବ୍ରଣ ରୁ ମୁକ୍ତି ୧୦୦% ଗ୍ୟାରେଣ୍ଟି

0

ପ୍ରତେକ ଲୋକ ନିଜ ମୁଁହ କୁ ନିଜ ଶରୀର କୁ ସୁନ୍ଦର୍ ରଖିବା ପାଇଁ ଅନେକ ପ୍ରକାର ଚେଷ୍ଟା କରନ୍ତି। ତେବେ ଦେଖିବାକୁ ଗଲେ ସବୁ ନିଜ୍ କୁ ଫିଟ ରଖିବା କୁ ଚାଁହାନ୍ତି, ଆଉ ଏହା ସମସ୍ତ ପ୍ରକାର ଉପାୟ୍ କୁ ପ୍ରୋୟଗ କରି ଥାନ୍ତି। ତେବେ ଦେଖିବାକୁ ଗଲେ ଝିଅ ମାନେ ହିଁ ନିଜ କୁ ସୁନ୍ଦର ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରନ୍ତି। ହେଲେ ଅନେକ ଏହାର ସମାଧାନ ପାଇ ପାରିନ୍ତି ନାହିଁ।ଯାହା ପାଇଁ ସେମାନେ ବହୁତ ଚିନ୍ତିତ ଥାନ୍ତି। ତେବେ ଏହାର ସମାଧାନ ପାଇଁ ଅନେକ ଡାକ୍ତର ଙ୍କୁ ଦେଖାଇ ଏହା ପାଇଁ ଔଷଧ ଖାଇ ଥାନ୍ତି,

ହେଲେ ଏହି ଔଷଧ ରେ ଅନେକ କେମିକଲ୍ ମିଶି ଥିବାରୁ ଏହା ଆମ ଶରୀର ପାଇଁ କ୍ଷତି କାରକ ହୋଇ ପରେ। ହେଲେ ଏହାର ଘୋରୋଇ ଉପଚାର ରହିଛି ଯାହା ଦ୍ୱାରା ସମସ୍ତ ସମସ୍ଯା ଦୂର ହୋଇ ଥାଏ,ଆଉ ଏହା ବହୁତ କମ ସମୟ ମଧ୍ୟରେ ଭଲ ହୋଇ ଥାଏ। ଆଉ ଏହା ପ୍ରାକୃତିକ ହୋଇ ଥିବାରୁ ଏହା ଆମ ଶରୀର ପାଇଁ କ୍ଷତିଜନକ ହୋଇ ନ୍ ଥାଏ।

ତେବେ ଅନେକ ଲୋକ ଙ୍କ ମୁଁହ ରେ କଳା ଦାଗ , ବ୍ରଣ , ହାତ ବା କହୁଣୀ ରେ କଳା ଦାଗ ପଡିବା , ତେବେ ଏହାର ସମାଧାନ ପାଇଁ ଅନେକ ଔଷଧ ଖାଇ ଥାନ୍ତି ହେଲେ ଏହା ଆମ ମୁଁହ ପାଇଁ ବହୁତ କ୍ଷତିଜନକ ହୋଇ ଥାଏ। ଏହା ପାଇଁ ଲୋକ ମାନେ ଘରୋଇ ଉପଚାର ରହିଛି। ତେବେ ଏହି ଉପଚାର ବହୁତ ଲାଭ ଜନକ ହୋଇ ଥାଏ। ତେବେ ଆସନ୍ତୁ ଜାଣିବା ଏହାର କିଛି ଟିପ୍ସ । ଯାହା ଦ୍ୱାରା ଆପଣ ମାନେ ନିଜର ସମସ୍ଯା ଦୂର କରି ପଚାରିବେ। ତେବେ ଆପଣ ମୁଁହ ରେ ଏହି ସମସ୍ୟା କୁ ଦୂର କରିବା ପାଇଁ ଆପଣ ଅନେକ୍ ଜିନିଷ ବ୍ୟବହାର କରି ପାରିବେ। ତେବେ ଆପଣ ମୁଁହ ରେ ଏକ ପ୍ରକାର ମାସ୍କ ପ୍ରସ୍ତୁତ କରି ଏହି ସମସ୍ୟା ଗୁଡିକ ଦୂର କରି ପାରିବେ।

ପ୍ରସ୍ତୁତି ପ୍ରଣାଳୀ:-
ତେବେ ପ୍ରଥମେ ଆପଣ ଆଳୁ କୁ ଛଡାଇ ଏହାକୁ ପେସି ଏହାର ରସ ବାହାର କରି ଦିଅନ୍ତୁ,ଏହା ମୁଁହ ର କଳା ଦାଗ ଦୂର କରି ଥାଏ। ତେବେ ଏହା ପରେ ଆପଣ ଏଥିରେ ଅଳ୍ପ ବେସନ ମିସନ୍ତୁ। ତା ପରେ ଏଥିରେ ଅଳ୍ପ ହଳଦୀ ପକାନ୍ତୁ,ତେବେ ହଳଦୀ ମୁଁହ କୁ ସୁନ୍ଦର ରଖି ଥାଏ। ତେବେ ଏହା ପରେ ଆମେ ମୁଲେଥି ମିସନ୍ତୁ। ଏହା ମୁଁହ ର କଲା ଅଂଶ କୁ ଦୂର କରେ।ତେବେ ଏହା ପରେ ଏଲୋବେରା ଜେଲ ମିସନ୍ତୁ ଓ ଶେଷ ରେ ମହୁ ମିସନ୍ତୁ।ଆଉ ଏହାର ଗୋଟେ ପେଷ୍ଟ ପ୍ରସ୍ତୁତ କରନ୍ତୁ,

ଯାହା ଆପଣ ଙ୍କ ମୁଁହ କୁ ଗ୍ଲୋ କରିବ। ତେବେ ପ୍ରଥମେ ଆପଣ ମୁଁହ କୁ ପ୍ରଥମେ ଧୋଇ ଦିଅନ୍ତୁ ଏବଂ ତା ପରେ ଏହି ପେଷ୍ଟ କୁ ମୁଁହ ର ସବୁ ସ୍ଥାନ ରେ ଲଗାନ୍ତୁ। ତେବେ ବେକ ତଳେ ଅନେକ ଲୋକ ଙ୍କର କଳା ଦାଗ ରହି ଥାଏ। ତେବେ ସେହି ଠାରେ ମଧ୍ୟ ଆପଣ ଏହି ପେଷ୍ଟ କୁ ବ୍ୟବହାର କରି ପାରିବେ ଏବଂ କିଛି ସମୟ ପରେ ଏହି ପେଷ୍ଟ ଟି ଶୁଖି ଗଲା ପରେ ଆପଣ ମୁଁହ କୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବଂ ତା ପରେ ଏହାର ଲାଭ ଜାଣି ପାରିବେ। ତେବେ ଏହାକୁ କିଛି ଦିନ ଛାଡି କିଛି ଦିନ ବ୍ୟବହାର କରନ୍ତୁ,ଦେଲେ ଏହାର ଅଧିକ ଲାଭ ମିଳିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।