ନୂଆ ସିରିଏଲରେ ଅଭିନୟ କରିବେ ସିଦ୍ଧାନ୍ତଙ୍କ ଝିଅ ସାଇସିଦ୍ଧି ତେବେ ଆସନ୍ତୁ ଜାଣିବା ସେମାନେ କେଉଁ ଥିରେ ନଜର ଆସିବାକୁ ଯାଉଛନ୍ତି।

0

ଏହି ବ୍ୟସ୍ତବହୁଳ ଜୀବନ ରେ ମଣିଷ ମାନେ ଟିକେ ଖୁସି ପାଇ ପାରୁ ନାହାନ୍ତି। ଲୋକ ମାନେ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି।ପ୍ରତେକ ଲୋକ ଏହାକୁ ଅଧିକ ମାତ୍ରା ରେ ପସନ୍ଦ କରନ୍ତି।ତେବେ ଲୋକ ଙ୍କ ଲୋକପ୍ରିୟତା ପାଇଁ ଆଜି ଚଲଚିତ୍ର ଜଗତ କୁ ଏକ ନୂତନ ପରିବର୍ତନ ଆଣିଛି। ଚଳଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି, ତେବେ ଏହି ଫିଲ୍ମ ବା ଚଳଚିତ୍ର ଟି ଅନେକ ଭାଷା ରେ ଦେଖିବାକୁ ମିଳେ ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି,ତେଣୁ ଏହା ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି। ଛୋଟ ଠୁ ବଡ଼ ଯାଏ ସମସ୍ତେ ଏହା କୁ ଦେଖନ୍ତି।


ଏହି ଚଳଚିତ୍ର ଜଗତ ରେ ଓଡ଼ିଆ ଚଳଚିତ୍ର ର ମଧ୍ୟ କିଛି ଟା ଲୋକପ୍ରିୟତା ରହିଛି। ତେବେ ଅନେକ ଲୋକ ମଧ୍ୟ ଓଡ଼ିଆ ଫିଲ୍ମ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି,ଆଗରୁ ଲୋକ ମାନେ ଓଡ଼ିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ଅନେକ ଲୋକଙ୍କର ପ୍ରିୟ କଳାକାର ଭାବେ ରହି ଥାନ୍ତି,ତେବେ ତାଙ୍କ ଭିତରୁ ଅନେକ କଳାକାର ଙ୍କୁ ଆମେ ସିରିଏଲ କରୁ ଥିବାରେ ଦେଖି ଥିବା। ତେବେ ଅନେକ ନୂଆ ନୂଆ କଳାକାର ମାନେ ମଧ୍ୟ ଏହି ସିରିଏଲ ମାନଂକର ଦେଖିବାକୁ ପାଉ ଥିବେ। ଆଜି ଆମେ ଏମିତି ଜଣେ ନୂତନ କଳାକାର ଙ୍କ ସମ୍ପର୍କ ରେ ଜାଣିବା ଯିଏ କି ଫିଲ୍ମ ଜାଗତ୍ ରେ ପୁରା ନୂଆ।


ତେବେ ଆପଣା ମାନେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଜାଣି ଥିବେ। ତେବେ ଦେଖିବାକୁ ଗଲେ ସିଦ୍ଧାନ୍ତ ହେଉଛନ୍ତି ୯୦ ଦଶକ ର ଜଣେ ବିଶିଷ୍ଟ କଳାକାର ,ତେବେ ସେତେବେଳେ ହିରୋ କହିବାକୁ ଗଲେ ସିଦ୍ଧାନ୍ତ ହିଁ ଏକ ମାତ୍ର ସଫଳ ନାୟକ ଥିଲେ। ତେବେ ଆମେ ଜାଣିଚୁ କି ସିଦ୍ଧାନ୍ତ ଗତ କିଛି ବର୍ଷ ଆଗରୁ ମାମା ମିଶ୍ର ଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ବିବାହ ୨୦୦୪ ମସିହା ରେ ହୋଇ ଥିଲା। ଆଉ ପରେ ତାଙ୍କର ଗୋଟେ ପୁଅ ଓ ଝିଅ ମଧ୍ୟ ହୋଇ ଥିଲା।


ତେବେ ତାଙ୍କ ପୁଅ ଙ୍କ ନାମ ସାଇସମର୍ଥ୍ , ଆଉ ଝିଅ ର୍ ନାମ ସାଇସିଧି ରହି ଥିଲା। ତେବେ ତାଙ୍କ ପୁଅ ଙ୍କୁ ୧୫ ବର୍ଷ ଓ ତାଙ୍କ ଝିଅ ଙ୍କୁ ୧୩ ବର୍ଷ ହୋଇ ଯାଇଛି। ତେବେ ତାଙ୍କ ଝିଅ ଏବେ ଏକ ନୂତନ ସିରିଏଲ ରେ ନଜର ଆସିବେ। ତେବେ କପିଳ ଶର୍ମା ସୋ ଭଳି ସିଦ୍ଧାନ୍ତ ଙ୍କ ପରିବାର ମଧ୍ୟ ଖାଡେଙ୍ଗା ସୋ ରେ ନଜର ଆସିବେ, ଆଉ ଅନେକ ଅଭିନେତା ମାନଂକୁ ମଜାଳିଆ ପ୍ରଶ୍ନ ପଚାରିବେ।ତେବେ ତାଙ୍କ ପରିବାର ଏହି ସୋ ରେ ଆସିବା ପାଇଁ ପୁରା ପ୍ରସ୍ତୁତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।