ମୃତ୍ୟୁ ର 4 ମାସ ପରେ ସୋସିଆଲ୍ ମିଡିଆ ରେ ନିଆଁ ଭଳି ଭାଇରାଲ୍ ହେଉଛି ଏହି ସବୁ ଭିଡିଓ କଣ ସତରେ ସୁଶାନ୍ତ……

0

ବଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ନିଜର ଅଭିନୟ ଏବଂ ନାଚ, ଗୀତ ଏହିପରି ଅନେକ ଜିନିଷ ଦ୍ୱାରା ଲୋକ ମାନଙ୍କର ମନ ଜିତିଛନ୍ତି। ବଲିଉଡ୍ ରେ ଦେଖିବାକୁ ଗଲେ ଯେତେ ବି ସବୁ ବଡ ବଡ ସୁପରଷ୍ଟାର ଅଛନ୍ତି ସେମାନଙ୍କ ର ନିଜ ନିଜ ର ଷ୍ଟାଟସ୍ ପାଇଁ ଇଗୋ ଥିବା ଆଉ କାହାର ନିଜର ବିୟୁଟି ପାଇଁ ଇଗୋ ରହିଛି। କିନ୍ତୁ ଏପରି ଜଣେ ସୁପରଷ୍ଟାର ଥିଲେ ସୁଶାନ୍ତ ସିଂହ ରାଜପୁତ ଯାହା ଙ୍କ ମୃତ୍ୟୁ ପରେ ବି ତାଙ୍କୁ ଲୋକ ମାନେ ତାଙ୍କୁ ଝୂରୁଛନ୍ତି ତାଙ୍କୁ ମନେ ପକାଉ ଛନ୍ତି।

ସୁଶାନ୍ତ ମଣିଷ ହିସାବରେ ଜଣେ ବହୁତ ଭଲ ବ୍ୟକ୍ତି ଥିଲେ। ଗର୍ବ ବୋଲି ଜିନିଷ ତାଙ୍କ ପାଖରେ ନଥିଲା। ସେ ବହୁତ ଭଲ ଥିଲେ। ସେ ଜଣେ ବହୁତ ଭଲ ଷ୍ଟୁଡେଣ୍ଟ ଥିଲେ, ସେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିଲେ। ତାଙ୍କ ର ଅଭିନୟ ପ୍ରତି ବହୁତ ଭଲ ପାଇବା ଥିଲା ସେଥିପାଇଁ ସେ ନିଜର ପାଠ କୁ ଛାଡି ଅଭିନୟ ରେ ତାଙ୍କ କ୍ୟାରିୟର ବନେଇବା ପାଇଁ ନିଷ୍ପତ୍ତି ନେଇଥିଲେ।ଏବଂ ପ୍ରଥମେ ସେ ସିରିଏଲ୍ ମାଧ୍ୟମରେ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି ମାରିଥିଲେ। ଏହାପରେ ସେ ନିଜର ଜବରଦସ୍ତ ଏକ୍ଟିଙ୍ଗ୍ ଦ୍ୱାରା ଲୋକ ମାନଙ୍କର ମନ ଜିଣି ଗୋଟେ ପରେ ଗୋଟେ ପାହାଚ ଅତିକ୍ରମ କରି ଚାଲିଥିଲେ। ଏକା ପରେ ସେ ଫିଲ୍ମ ଦୁନିଆରେ ସେ ପାଦ ଦେଇଥିଲେ। ସେ କିଛି ଅଳ୍ପ ଫିଲ୍ମ ହିଁ କରିଥିଲେ। ସେହି ଫିଲ୍ମ ଗୁଡିକ ତାଙ୍କ ର ସୁପରହିଟ୍ ହେଉଥିଲା।

ଏହି କିଛି ଦିନ ତଳେ ସୁଶାନ୍ତ ସିଂହ ଙ୍କ ର ମୃତ୍ୟୁ ହୋଇଥିଲା। ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ମୁମ୍ବାଇ ପୋଲିସ ତାଙ୍କ ମୃତ ଶରୀର କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିଥିଲା। ଏହାପରେ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଥିଲେ।  ଏହି କଥା କୁ ସହଜ ରେ ତାଙ୍କର ଘର ଲୋକ ଓ ଫ୍ୟାନ୍ ମାନେ ଗ୍ରହଣ କରି ପାରିନଥିଲେ। ଏହାପରେ ସେମାନେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ପରେ ସିବିଆଇ ତଦନ୍ତ ମଧ୍ୟ ହୋଇଥିଲା। ଏବେ କିନ୍ତୁ ତାଙ୍କର ମୃତ୍ୟୁ ର 5/6 ମାସ ପରେ ସୋସିଆଲ୍ ମିଡିଆ ରେ ଏମିତି କିଛି ଭିଡିଓ ସବୁ ଭାଇରାଲ୍ ହେବାରେ ଲାଗୁଛି। ଯାହାକୁ ଦେଖି ସୁଶାନ୍ତ ଙ୍କ ଫ୍ୟାନ୍ ମାନଙ୍କ ମନରେ ଥିବା ସୁଶାନ୍ତ ଙ୍କ ସ୍ମୃତି ସବୁ ତାଜା ହୋଇଯାଉଛି।

ସୁଶାନ୍ତ ନିଜର ଅଭିନୟ ପାଇଁ ଯେତିକି ପରିଚିତ ଥିଲେ, ସେ ତାଙ୍କ ର ନାଚ ପାଇଁ ମଧ୍ୟ ସେତିକି ପରିଚିତ ଥିଲେ। ତେବେ ଏବେ ସୋସିଆଲ୍ ମିଡିଆରେ ତାଙ୍କର ଏବଂ ସାରା ଅଲି ଙ୍କ ର ଏକ ନାଚ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଏହି ଗୀତ ରେ ସୁଶାନ୍ତ ଙ୍କ ର ଡ୍ୟାନ୍ସ ଦେଖିବା ଭଳି ଥିଲା। ସାରା ଏବଂ ସୁଶାନ୍ତ ଙ୍କ ର କେମେଷ୍ଟ୍ରି ପୁରା ଜବରଦସ୍ତ ଥିଲା। ଏହି ଭିଡିଓ ଟି ଏବେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଦୁଇଜଣ ସୁଇଟ୍ ହାର୍ଟ ସଙ୍ଗ୍ ରେ ରିହାର୍ସାଲ୍ କରୁଥିଲେ। ଏଠାରେ ସୁଶାନ୍ତ ଙ୍କ ର ଶକ୍ତି ସ୍ତର କୁ ମଧ୍ୟ ମାଳିବାକୁ ପଡିବ। ସେ ପୁରା ଆବେଗ ର ସହ ରିହାର୍ସାଲ୍ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।