ସ୍ତ୍ରୀକୁ ସନ୍ତୁଷ୍ଟ ନ କରିପାରିବାରୁ ସ୍ତ୍ରୀ କାଟିଦେଲା ସ୍ବାମୀଙ୍କ ଗୁପ୍ତାଙ୍ଗ ! ତା ପରେ ଏମିତି ଅଘଟଣ ଘଟିଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ….

0

ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ପାରିବାରିକ ତଥା ନିଜସ୍ଵ ସମସ୍ୟା କୁ ନେଇ ବହୁତ ସ୍ତ୍ରୀ ଓ ପୁରୁଷ ମନେ ଦୀର୍ଘଦିନ ଧରି ପରସ୍ପରଠୁ ଦୁରେଇ ଯାଆନ୍ତି ଏବଂ ଶାରୀରିକ ସମ୍ପର୍କରେ (ସେକ୍ସ) ରୁହନ୍ତି ନାହିଁ .। ଏହି କାରଣ ରୁ ବହୁତ ଅସୁବିଧା ମଧ୍ୟ ଉପୁଜିଥାଏ ।


କିନ୍ତୁ କେବେକେବେ ଶାରୀରିକ ସୁଖ ଅଭାବରୁ କେହି କେହି ଆତ୍ମହତ୍ୟା କରିଥାନ୍ତି ତ ପୁଣି କେହି କେହି ନିଜର ପତି କୁ ହତ୍ୟା କରିବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ତେବେ ଆମେ ଆଜି ଅପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜାଣେଇବୁ ଯାହା ଜାଣିବା ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ।ତେବେ ଘଟଣା ଟି ବିହାର ର ଏକ ଗ୍ରାମାଞ୍ଚଳ ର ଅଟେ । ଘଟଣା ଟି କିଛି ଏମିତି କି ଜଣେ ସ୍ତ୍ରୀ ବିବାହାର ୧୪ ବର୍ଷ ପରେ ନିଜ ସ୍ୱାମୀ ଙ୍କର ଗୁପ୍ତାଙ୍ଗ କୁ କାଟି ହତ୍ୟା କରିଛନ୍ତି । ଯଦିଓ ଘଟଣା ଟି ବିଚିତ୍ର ଲାଗୁଥାଏ ।ତଥାପି ଏହା ସତ୍ୟ ଘଟଣା ଅଟେ ।

ଉଲେଖଯୋଗ୍ୟ ଯେ , ବିହାର ର ଏକ ଗ୍ରାମରେ ବଲବିନ୍ଦ କୁମାର ନାମକ ଜଣେ ବ୍ୟକ୍ତି ୧୪ ବର୍ଷ ତଳେ ଜଣେ ମହିଳା ଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ସମସ୍ତ ପତି- ପତ୍ନୀ ଙ୍କ ପରି ସେମାନେ ମଧ୍ୟ ଖୁସି ରେ ରହୁଥିଲେ । ମାତ୍ର ପରେ ବଲବିନ୍ଦ କୁମାର ଙ୍କର ସ୍ତ୍ରୀ ଏକ ଗହଣା ଦୋକାନ ରେ କାମ କରିବାକୁ ଚାହିଁଲେ। ଯଦିଓ ଏହାକୁ ନେଇ ବଲବିନ୍ଦ ପ୍ରଥମେ ମନା କରିଥିଲେ ମାତ୍ର ସ୍ତ୍ରୀ ଙ୍କର ଜିଦି ଯୋଗୁଁ ସେ ଚୁପ ରହିଥିଲେ । ତେବେ ଗତ ଶନିବାର ଦିନ ରାତିରେ ବଲବିନ୍ଦ ଙ୍କର ପତ୍ନୀ ହାଟାଥ ଏକ ଛୁରୀ ଆଣି ବଲବିନ୍ଦ ଙ୍କ ଶୋଇବା ଅବସ୍ଥା ରେ ତାଙ୍କର ଗୁପ୍ତାଙ୍ଗ କୁ କାଟି ଦେଇଥିଲେ ।ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।


ତେବେ ଏ ନେଇ ବଲବିନ୍ଦ ଙ୍କର ପରିବାର ଲୋକେ ପୋଲିସ ରେ ଅଭିଯୋଗ କରିବା ପରେ ସମ୍ପୁର୍ଣ୍ଣ ତଥ୍ୟ ଟି ସମସ୍ତ ଙ୍କ ସାମ୍ନା କୁ ଆସିଥିଲା ।ତେବେ ବଲବିନ୍ଦ ଙ୍କର ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କର ସ୍ତ୍ରୀ ଯେଉଁ ଗହଣା ଦୋକାନରେ କାମ କରୁଥିଲେ ସେ ତାଙ୍କୁ ଭଲ ପାଉଥିଲେ ।ଆଉ ସେମାନ ଙ୍କ ମଧ୍ୟରେ ଅବୈଧ ଶାରୀରିକ ସମ୍ପର୍କ ମଧ୍ୟ ଥିଲା । ତେଣୁ ନିଜର ପ୍ରେମ କୁ ପାଇବା ପାଇଁ ସେ ନିଜର ସ୍ୱାମୀ ଙ୍କର ଗୁପ୍ତାଙ୍ଗ କୁ କଟିଦେଇ ତାଙ୍କର ହତ୍ୟା କରିଥିଲେ ।ପରେ ସେ ଗହଣା ଦୋକାନୀ ସହ ଫେରାର ହୋଇଯାଇଥିଲେ ।ତେବେ ବର୍ତ୍ତମାନ ସେ ପୋଲିସ କବଜା ରେ ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।