ଜର୍ମାନୀର ର ଥିବା ଭିକାରୀ ର ମାସିକ ଦରମା ଶୁଣିଲେ ଆପଣଙ୍କ ହସ ଉଡିଯିବ ଜାଣନ୍ତୁ କେତେ ଟଙ୍କା ସେମାନେ ପାଇଥାନ୍ତି।

0

ଜର୍ମାନୀ ହେଉଛି ପୃଥିବୀର ଅନ୍ୟତମ ସୁନ୍ଦର ଦେଶ। ଏଠେରେ ଆପଣ ଥରେ ଭ୍ରମଣ କରି ଆସିଲେ ଆପଣଙ୍କ ଏହାର ସ୍ମୃତି କେବେ ମନରୁ ଲିଭିବ ନାହିଁ। ତେବେ ଏହି ଦେଶ ରେ ପ୍ରାୟ ଲୋକ ନିଜ ଜର୍ମାନୀ ଭାଷା ରେ କଥା ହୋଇଥାନ୍ତି। ଇଂରାଜୀ ର ବ୍ୟବହାର ପ୍ରାୟତଃ ବାହ୍ୟ ପରିବେଶ ର ବ୍ୟବହାର ପାଇଁ ବ୍ୟବହୃତ ହୋଇଥାଏ। ତେବେ ଏହି ଦେଶ ର ଭ୍ରମଣ କଲେ ଆପଣଂକୁ ଅନେକ କିଛି ସୁନ୍ଦର ଜାଗା ଏବଂ ଅନେକ ଏମିତି କିଛି କାରୁକାର୍ଯ୍ୟ ଦେଖିବାକୁ ମିଳିବ ଯାହା ଦେଖିବାକୁ ଅନେକ ଦେଶ ର ଲୋକ ଛୁଟି ମନାଇବାକୁ ଆସନ୍ତି।


ତେବେ ଏହି ଦେଶ ର ଲୋକ ସାଧାରଣତଃ ଡ଼ଟ ବୋଲି ନିଜକୁ ପରିଚୟ ଦେଇଥାନ୍ତି। ଏହି ଦେଶ ର କେହି ଭିକାରୀ ଭିକ ମାଗନ୍ତି ନାହିଁ। କାରଣ ଏମାନେ ନିଜ କୁ ନିଜେ ନିଜ ପସନ୍ଦର କାର୍ଯ୍ୟ ର ପାରିଦର୍ଶିତା କରି ପ୍ରତିବଦଳରେ ଟଙ୍କା ଅର୍ଜନ କରି ଥାନ୍ତି। ଆମ ଭାରତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି କାମ କାର୍ଯ୍ୟ ନକରି ଭିକ୍ଷା ମାଗି ଥାନ୍ତି। ତେବେ ଜର୍ମାନୀ ର ଏକ ସରକାର ଯୋଜନା ରହିଛି। ଯାହା ଦ୍ୱାରା ଅକ୍ଷମ ଲୋକ ମାନେ ସରକାରଙ୍କ ଠାରୁ ମାସିକ ପ୍ରାୟ କୋଡ଼ିଏ ହଜାର ରୁ ପଚିଶ ହଜାର ପର୍ଯ୍ୟନ୍ତ ମିଳିଥାଏ। ସେଥିପାଇଁ ଏହି ଲୋକ ମାନଙ୍କୁ ସରକାରୀ କାର୍ଡ ପ୍ରଦାନ କରଯାଇଛି।


ଅନ୍ୟ ପକ୍ଷରେ ଅନ୍ୟ ଲୋକ ମାନେ ନିଜ ନିପୁଣତା ଦେଖାଇ ଟଙ୍କା ଉପାର୍ଜନ କରନ୍ତି। ତେବେ ଏହି ଦେଶରେ ଏମିତି ଏକ ସୁନ୍ଦର ହ୍ରଦ ଅଛି ଯାହାର ନାମ ହେଉଛି କନଣ୍ଟାସ୍ । ଯାହାର ହେଉଛି ଏକ ସୁଦର ଭ୍ରମଣ ଯୋଗ୍ୟ ସ୍ଥାନ। ଏଠାରେ ଅନେକ ଲୋକ ଆସି ବୋଟିଂ ମଧ୍ୟ କରନ୍ତି। ଏହି ସ୍ଥାନ ହେଉଛି ଜର୍ମାନୀ, ଅଷ୍ଟ୍ରିଆ ଏବଂ ସ୍ୱିଟଜ଼ୀଲାଣ୍ଡ ର ସୀମା । ତେବେ ଏଠାରେ ଅନେକ ପ୍ରେମୀ ଯୁଗଳ ଆସି ନିଜର ପ୍ରେମ ସମ୍ପର୍କ ସଫଳ ହେବା ପାଇଁ ଥିବା କାନ୍ଥ ରେ ଲକ ବାନ୍ଧନ୍ତି। ଆଉ ଏମାନଙ୍କ ବିଶ୍ୱାସ ଏପରି କଲେ ପ୍ରେମ ସଫଳ ହୋଇଯିବ।


ଆଉ ଏହି ଜର୍ମାନୀ ରେ ଆପଣ ଜାଣିଥିବେ ୟୁର ଟଙ୍କାର ସାଙ୍କେତିକ ନାମ। ତେବେ ଏହି ୟୁର ବଦଳେରେ ଆପଣ ଜର୍ମାନୀ ର ସବୁ ଜିନିଷ କିଣି ପାରିବେ। ଏଠାରେ ରେଳ ଷ୍ଟେସନରେ ଆପଣ ନିଜେ ଟ୍ରେନ ଟିକେଟ କିଣି ପାରିବେ। ଆପଣ ନିଜେ କେଉଁ ଜାଗା ଏବଂ କେଉଁଟିକୁ ଯିବେ ତାହା ଆପଣ ନିଜେ ଏହି କମ୍ପୁଟର ରେ କିଣି ପରିବେ।  ଏଠାରେ ଆପଣ ଭାରତୀୟ ଖାଦ୍ୟ ମଧ୍ୟ ରେଷ୍ଟୁରାଣ୍ଟ ରେ ପାଇ ପାରିବେ। ତାହା ସହିତ ଏହି ଦେଶରେ ଭ୍ରମଣ ସମୟରେ ଆପଣ ଦେଖିବାକୁ ପାଇବେ ସାଧାରଣ ଲୋକେ କେବଳ ସାଇକେଲ ରେ ଯିବା ଆସିବା କରିଥାନ୍ତି। ତେଣୁ ଟ୍ରେନ ଗୁଡିକରେ ସାଇକେଲ ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। କରୋନା ପାଇଁ ଏହି ଦେଶ ର ଯାତାୟାତ ସମୟରେ କେବଳ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାତ୍ର ଅନ୍ୟ ସମୟରେ ଆପଣ ପରସ୍ପର ଠାରୁ ଦୂରତା ରଖିବା ପାଇଁ ଆଦେଶ ଦିଆ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।