ପାଇଲର୍ଟର ଗୋଟିଏ ଗ୍ଲାସ ପାଣିରେ ରୋକି ପାରିଲା ଏହି ବିମାନ ଦୁର୍ଘଟଣାକୁ ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ଘଟଣା କଣ ଥିଲା ।

0

ବିଭିନ୍ନ ସମୟରେ ଘଟୁଥିବା ଘଟଣାରୁ ମଣିଷ ବହୁତ କିଛି ଶିକ୍ଷା ନିଏ ଏବଂ କେବେକେବେ ଉଡାଜାହାଜର ଦୁର୍ଘଟଣା ଶୁଣିଲେ ଦେହ ଥରି ଉଠୁଥିବ । ଅନେକ ସମୟରେ ଉଡନ୍ତା ଉଡାଜାହାଜରେ ଅନେକ କରିସ୍ମା ଦେଖିବାକୁ ମିଳଇଥାଏ । ଏହିପରି ଏକ ଏରୋପ୍ଲେନ ଦୁର୍ଘଟଣା ଘଟିଯାଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଗୋଟିଏ ଗ୍ଲାସ ପାଣିରେ ଏରୋପ୍ଲେନରେ ରହିଥିବା ପାଇଲଟ 81 ଜଣ ଯାତ୍ରୀଙ୍କର ଜୀବନ ବଞ୍ଚାଇ ପାରିଥିଲେ । ଏହା ଏକ ସତ୍ୟ ଘଟଣା ଅଟେ ଯାହା 2010 ମସିହା ସେପ୍ଟମ୍ୱର 7 ତାରିଖରେ ଘଟିଥିଲା ।

ରୋଷିାର ଉଡାଞ୍ଚି ସହରରୁ ମସ୍କୋ ଯିବାକୁ ରେଡିଥିଲା ଏବଂ ଏହା ଏକ ଡୋମେଷ୍ଟିକ ଫ୍ଲାଇଟ ଥିଲା । ଏଥିରେ 72 ଜଣ ଯାତ୍ରୀ ଓ 9 ଜଣ କ୍ରିୟ ମେମ୍ୱର ସାମିଲ ଥିଲେ ଏବଂ ଜାହାଜର ପାଇଲଟ ଥିଲେ ୟାବଦାନି ଲୋଭସେଲ ଓ ଲାମଦେଇ ଲାମାନଜ । ଖୁବ ଅନୁଭବି ପାଇଲଟ ଥିଲେ ଏହି ଦୁଇ ଜଣ କିନ୍ତୁ ପେସେଞ୍ଜର ମାନଙ୍କ ପାଇ ଏହା ଏକ ସାମାନ୍ୟ ଫ୍ଲାଇଟ ଥିଲା ।

ଆକାଶରେ ଏରୋପ୍ଲେନଟି ଉଡୁଥିବା ସମୟରେ ଗୋଟିଏ ପ୍ରବ୍ଲେମ ଦେଖାଗଲା କିନ୍ତୁ ପାଇଲଟ ଏହାକୁ ସିରିଏସ ନଭାବି ଉଡେଇବାକୁ ଲାଗିଲେ । ମାତ୍ର 8 ମିନିଟ ପର୍ଯ୍ୟନ୍ତ ଏହା ଭଲରେ ଉଡିଲା ଏବଂ ଏହା ପରେ ସମସ୍ତ ଲାଇଟ ବନ୍ଦ ହୋଇଗଲା ଏହା ଦେଖି ସମସ୍ତ ଲୋକ ଡରିଗଲେ । ପାଇଲଟ କିନ୍ତୁ ଘଟଣା ବିଷୟରେ ବୁଝିପାରିଥିଲେ କି ଏହା କ୍ରାସ ହେବାକୁ ଯାଉଛି ।

ପ୍ଲେନରେ ଥିବା ସମସ୍ତ ସିଷ୍ଟମ ଖରାପ ହୋଇଯାଇଥିଲା ଏବଂ ଏହା ପବନର୍ 30 ମିନିଟ ପର୍ଯ୍ୟନ୍ତ ଉଡିପାରିବାର ସମ୍ଭାବନା ଥିଲା । ଯେତେବେଳେ ପ୍ଲେନଟି ତଳକୁ ଆସେ ସେତେବେଳେ ତାର ସଠିକ ମୋଡ ନିଆଯାଏ ସେଥିପାଇ ସିଷ୍ଟମ ଉପରେ ନିର୍ଭର କରିବାକୁ ପଡିଥାଏ । କିନ୍ତୁ ଏହି ଉଡାଜାହାଜରେ ସମସ୍ତ ସିଷ୍ଟମ ଖରାପ ହୋଇଯାଇଥିଲା ।

ପାଇଲଟ ମାନେ ଜାଣିସାରିଥିଲେ ଆଉ କେହିବି ବଞ୍ଚିବେନି ତଥାପି ସେମାନେ ଗୋଟିଏ ରିକ୍ସ ନେଲେ । ପାଇଲଟ ଗୋଟିଏ ଗ୍ଲାସରେ ପାଣି ନେଲେ ଏହାକୁ କଣ୍ଟୁଲ କ୍ୟାନେଲ ଉପରେ ରଖିଦେଲେ ଓ ଯେତେବେଳେ ପାଇଲଟ ସାଇଟ କରିଲେ ସେହି ପାଣି ଗ୍ଲାସଟି ମଧ୍ୟ ଗୋଟିଏ ପଟକୁ କୋଣେଇ ହୋଇଗଲା ଓ ଏହା କରିବା ଦ୍ୱାରା ପାଇଲଟକୁ ତାର ସଠିକ ଦିଗ ଜଣା ପଡିଗଲା ।

ସେଥିପାଇ ପାଇଲଟ ମାନଙ୍କୁ ଧନାୟବାଦ ଦିଆଯିବ କାରଣ ସେମାନେ ଜାଣି ସାରିଥିଲେ ଜାହାଜଟି କ୍ରାସ ହେବ ହିଁ ହେବ ତଥାପି ସେମାନଙ୍କର ଧର୍ଯ୍ୟ ଓ ଉପସ୍ଥିତ ବୁଦ୍ଧିହିଁ ସାମାନ୍ୟ ଆଶ୍ୱସ୍ତି ଦେଇପାରିଲା । ଏହି ପାଣି ଗ୍ଲାସ ସାହାର୍ଯ୍ୟରେ ଉଡାଜାହାଜ 34 ହଜାର ଉଚ୍ଚତାରୁ 9 ହଜାର ଉଚ୍ଚତାକୁ ଖସିଆସିଲା ଫଳରେ ପାଇଲଟ ଭୂପୃଷ୍ଠକୁ ପାଖରୁ ଦେଖିପାରିଲେ । ଯେତେବେଳେ ଉଡାଜାହାଜଟି ତଳକୁ ଆସିଲା ସେତେବେଳେ ଏହା ଏକ ଛୋଟ ସହର ଇଜମାରେ ଉଡୁଥିଲା । ଉଡାଜାହାଜଟି ସେଠାରେ ଏକ ଏୟାରପର୍ଟରେ ଧୀରେ ଧୀରେ ଲ୍ୟାଣ୍ଡ କରିଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।