ଜାଣନ୍ତୁ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା

ପ୍ରଶ୍ନ ନମ୍ୱର – 1  ଆମେ ପଢୁଥିବା ବର୍ଣ୍ଣବୋଧ ର ଲେଖକ କିଏ ?
ଉତ୍ତର – ମଧୁସୂଦନ ରାଓ ।


ପ୍ରଶ୍ନ ନମ୍ୱର – 2  ଓଡିଶାରେ କେଉଁଠି ଛତା ତିଆରି ହୁଏ ?
ଉତ୍ତର – ଯାଜପୁର ।

ପ୍ରଶ୍ନ ନମ୍ୱର – 3 ଚାନ୍ଦୁଆ କାମ ପାଇ କେଉଁ ସ୍ଥାନ ପ୍ରସିଦ୍ଧ ?
ଉତ୍ତର – ପିପିଲି ।

ପ୍ରଶ୍ନ ନମ୍ୱର – 4 ଓଡିଶାର ରାଜସ୍ୱ ଡିଭିଜନ ସଂଖ୍ୟା କେତେ ?
ଉତ୍ତର – 3 ।

ପ୍ରଶ୍ନ ନମ୍ୱର – 5 ଓଡିଶାର ବଡ ରେଳଷ୍ଟେସନ ପ୍ଲାଟଫର୍ମ କେଉଁଠାର ଅବସ୍ଥିତ ?
ଉତ୍ତର – ଭୁବନେଶ୍ୱର ।

ପ୍ରଶ୍ନ ନମ୍ୱର – 6 କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର – ଖ୍ରୀ.ପୂ. 261

ପ୍ରଶ୍ନ ନମ୍ୱର – 7 ଓଡିଶାର କନିଷ୍ଠତମ ମୁଖ୍ୟମନ୍ତ୍ରୀ କିଏ ?
ଉତ୍ତର – ଶ୍ରୀମତି ନନ୍ଦିନୀ ଶତପଥୀ ।


ପ୍ରଶ୍ନ ନମ୍ୱର – 8 କଳାବିକାଶ କେନ୍ଦ୍ର ର ପ୍ରତିଷ୍ଠାତା କିଏ ?
ଉତ୍ତର – ଶ୍ରୀଯୁକ୍ତ ବାବୁଲାଲ ଯୋଶୀ ।

ପ୍ରଶ୍ନ ନମ୍ୱର – 9 ଓଡିଶାର ବଡ ଟନେଲ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର – କୋରାପୁଟ ।

ପ୍ରଶ୍ନ ନମ୍ୱର – 10 ରଥଯାତ୍ରା କେଉଁ ମାସରେ ପଡିଥାଏ ?
ଉତ୍ତର – ଆଷାଢ ମାସରେ ।

ପ୍ରଶ୍ନ ନମ୍ୱର – 11 ଗ୍ରହ , ଉପଗ୍ରହ କାହା ଚାରିପାଖେ ଘୂରନ୍ତି ?
ଉତ୍ତର – ସୂର୍ଯ୍ୟ ।


ପ୍ରଶ୍ନ ନମ୍ୱର – 12 କେଉଁ ବଳ ଦ୍ୱାରା ଗ୍ରହ , ଉପଗ୍ରହ ,ଗ୍ରହାଣୁପୁଞ୍ଜ ସୂର୍ଯ୍ୟ ଚାରିପାଖରେ ଘୂରନ୍ତି ?
ଉତ୍ତର – ମହାକର୍ଷଣ ।

ପ୍ରଶ୍ନ ନମ୍ୱର – 13 ଗ୍ରହ ମାନଙ୍କର ନିଜସ୍ୱ ଆଲୋକ ଅଛି ?
ଉତ୍ତର – ଭୁଲ ।

ପ୍ରଶ୍ନ ନମ୍ୱର – 14 ଗ୍ରହ ଉପଗ୍ରହମାନେ କାହା ଆଲୋକ ଦ୍ୱାରା ଆଲୋକିତ ହୁଅନ୍ତି ?
ଉତ୍ତର – ସୂର୍ଯ୍ୟ ।

ପ୍ରଶ୍ନ ନମ୍ୱର – 15 ଗ୍ରହମାନଙ୍କ ପରିକ୍ରମଣ କକ୍ଷପଥ କିପରି ?
ଉତ୍ତର – ଅଣ୍ଡାକାର ।

ପ୍ରଶ୍ନ ନମ୍ୱର – 16 ଗ୍ରହମାନେ ପରିକ୍ରଣ କରିବା ସହ ନିଜର ଡେସ ଚାରିପଟେ ମଧ୍ୟ ଘୂର୍ଣ୍ଣନ କରନ୍ତି ?
ଉତ୍ତର – ଅକ୍ଷ ।

ପ୍ରଶ୍ନ ନମ୍ୱର – 17 ସୂର୍ଯ୍ୟ ଚାରିପଟେ ଘୂରିବାକୁ ଡେସ କୁହାଯାଏ ?
ଉତ୍ତର – ପରିକ୍ରମଣ ।

ପ୍ରଶ୍ନ ନମ୍ୱର – 18 ନିଜ ଅକ୍ଷ ଚାରିପଟେ ଘୂରିବାକୁ କଣ କୁହାଯାଏ ?
ଉତ୍ତର – ଆବର୍ତ୍ତନ ।

ପ୍ରଶ୍ନ ନମ୍ୱର – 19 ସୌରଜଗତରେ ମୋଟ କେତୋଟି ଗ୍ରହ ରହିଛି ?
ଉତ୍ତର – 8 ଟି ।

ପ୍ରଶ୍ନ ନମ୍ୱର – 20 ଗ୍ରହ ଗୁଡିକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
ଉତ୍ତର – 2 ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।