ଲୁଚିଲୁଚି ବିବାହ କରିଛନ୍ତି ସିରିଏଲ ଅଭିନେତ୍ରୀ ଛନ୍ଦିତା ଜାଣନ୍ତୁ ଶାଶୁ ଘରେ କେମିତି ଅଛନ୍ତି ଛନ୍ଦିତା ଆସନ୍ତୁ ଜାଣିବା ତାଙ୍କ ପରିବାର ସମ୍ପର୍କରେ

0

ଏହି ବ୍ୟସ୍ତବହୁଳ ଜୀବନ ରେ ମଣିଷ ମାନେ ଟିକେ ଖୁସି ପାଇ ପାରୁ ନାହାନ୍ତି। ଲୋକ ମାନେ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି।ପ୍ରତେକ ଲୋକ ଏହାକୁ ଅଧିକ ମାତ୍ରା ରେ ପସନ୍ଦ କରନ୍ତି।ତେବେ ଲୋକ ଙ୍କ ଲୋକପ୍ରିୟତା ପାଇଁ ଆଜି ଚଲଚିତ୍ର ଜଗତ କୁ ଏକ ନୂତନ ପରିବର୍ତନ ଆଣିଛି। ଚଳଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି, ତେବେ ଏହି ଫିଲ୍ମ ବା ଚଳଚିତ୍ର ଟି ଅନେକ ଭାଷା ରେ ଦେଖିବାକୁ ମିଳେ ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ । ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି,ତେଣୁ ଏହା ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି। ଛୋଟ ଠୁ ବଡ଼ ଯାଏ ସମସ୍ତେ ଏହା କୁ ଦେଖନ୍ତି।


ତେବେ ଏହି ଚଳଚିତ୍ର ଜଗତରେ ଓଡ଼ିଆ ଚଳଚିତ୍ର ର ମଧ୍ୟ କିଛି ଟା ଲୋକପ୍ରିୟତା ରହିଛି। ଓଡ଼ିଆ ଫିଲ୍ମ ର ଲୋକପ୍ରିୟତା ଅଧିକ ଥିଲା, ଆଜିବି ଓଡ଼ିଆ ଫିଲ୍ମ ର ଅନେକ ଚହିଦା ରହିଛି।ତେବେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କ ଚଳଚିତ୍ର ପରି ଅନେକ ଲୋକ ଙ୍କ ପାଖରେ ଲୋକପ୍ରିୟ । ଅନେକ ଲୋକ ଙ୍କର ପ୍ରିୟ କଳାକାର ଭାବେ ରହି ଥାନ୍ତି।ତେବେ ତାଙ୍କ ଭିତରୁ ଅନେକ କଳାକାର ଙ୍କୁ ଆମେ ସିରିଏଲ କରୁ ଥିବରେ ଦେଖି ଥିବା। ତେବେ ଆଜି ଆମେ ସେମିତି ଜଣେ ନାୟିକା ଙ୍କ ବିଷୟ ରେ ଜାଣିବା।


ତେବେ ଆପଣ ଛନ୍ଦିତା ଙ୍କ ନାମ ଶୁଣି ଥିବେ, ସେ ଆମ ଓଲିଉଡ଼ ରେ ଜଣେ ଚର୍ଚ୍ଚିତ କଳାକାର । ତେବେ ଆଜି ଆମେ ତାଙ୍କ ସମ୍ପର୍କ ରେ ଜାଣିବା । ତେବେ ସେ ଅନେକ ସିରିଏଲ କରିଛନ୍ତି,ହେଲେ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ତୋ ଅଗଣାର ତୁଳସୀ ମୁଁ ସିରିଏଲ ରେ ଅଭିନୟ କରୁ ଥିଲେ।ତେବେ ସେହି ସମୟ ରେ ସେ ଚନ୍ଦନ କୁ ଭଲ ପାଉ ଥିଲେ। ତେବେ କିଛି କାରଣ ପାଇଁ ସେମାନଙ୍କ ଭିତରେ ମନ ମାଲିନ ହୋଇ ଯାଇ ଥିଲା, ଯାହା ପରେ ସେମାନେ ଅଲଗା ହୋଇ ଯାଇ ଥିଲେ ଏବଂ ସେ ଅନ୍ୟ ଏକ ପୁଅ କୁ ଭଲ ପାଉ ଥିଲେ।


ଏବେ ଗୋଟିଏ ଖବର ସବୁ ଆଡେ ଭାଇରାଲ ହୋଇଛି କି ଛନ୍ଦିତା ବିବାହ କରି ନେଇଛନ୍ତି,ଆଉ ସେ ତାଙ୍କ ଶାଶୁ ଘରେ ରହୁଛନ୍ତି। ତେବେ ଏହି ଘଟଣା ଟି ସମ୍ପୂର୍ଣ୍ଣ ରୂପେ ମିଛ, ସେ ଏତେ ଯାଏ ବିବାହ କରି ନାହାନ୍ତି। ତେବେ ସେ ତାଙ୍କ କ୍ୟରିୟର୍ ଉପରେ ଫୋକ୍ସ୍ କରିବାକୁ ଚାଁହାନ୍ତି, ତେବେ ଦରକାର ପଡିଲେ ସେ ତାଙ୍କ ବୟ ଫ୍ରେଣ୍ଡ କୁ କେମେରା ଆଗକୁ ନିଶ୍ଚିତ ଭାବେ ଆଣିବେ। ତେବେ ତାଙ୍କର ବିବାହ ର ଖବର ସମ୍ପୂର୍ଣ ମିଥ୍ଯା ଅଟେ। ତେବେ ଏହା କୁ ଆପଣ ମାନେ କେବେ ସତ ଭାବିବେ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।