ପୁଅ କିମ୍ବା ଝିଅ ଜନ୍ମ ପାଇଁ ପୁରୁଷ ଦାୟୀ ଜାଣନ୍ତୁ ଏହା କିପରି ଜାଣିଲେ ସବୁବେଳେ କେବଳ ପୁଅମାନଙ୍କୁ ହିଁ ଦୋଷ ଦେବେ

0

ସମାଜରେ ପୁଅ ଓ ଝିଅ ମାନଙ୍କୁ ସମାନ ଅଧିକାର ଦିଆଯାଏ । ତଥାପି ମାଆ ମାନଙ୍କ ମନରେ କେଉଁଠି ନା କେଉଁଠି ପୁଅଟି ଜନ୍ମ ହେଉ ବୋଲି ସେମାନେ ଚାହିଥାନ୍ତି । କିଛି ଲୋକମାନେ ରହିଥାନ୍ତି ସେମାନଙ୍କର ପୁଅ ହେଉ ବା ଝିଅ ହେଉ ସେମାନେ ମନ କଷ୍ଟ କରିନଥାନ୍ତି ତଥାପି ସେମାନେ ଜାଣିବା ପାଇ ଚାହିଥାନ୍ତି ତାଙ୍କ ଗର୍ଭରେ ପୁଅ ନା ଝିଅ ବଢୁଛି । ଏମିତି ଅନେକ ପରିବାର ଅଛନ୍ତି ଯେଉ ମାନେ ପୁଅ ସନ୍ତାନଟି ଜନ୍ଜ ହେଉ ବୋଲି ମନରେ ସ୍ଥିର କରିନେଇଥାନ୍ତି ।

ସେହି ନାରୀର ଯଦି ଝିଅ ସନ୍ତାନଟିଏ ଜନ୍ମ ହୋଇଥାଏ ତେବେ ସେହି ମାଆଟିକୁ ତାର ପରିବାର ସଦସ୍ୟ ମାନଙ୍କ ଠାରୁ ଅନେକ ଅପବାଦ ଶୁଣିବାକୁ ପଡିଥାଏ । ପ୍ରକୃତରେ ଏଥିରେ ମାଆ ମାନଙ୍କର ଦୋଷ ନଥାଏ । ପରିବାରର ନିର୍ଯାତନାରୁ ମୁକ୍ତି ପାଇବା ପାଇ ସେମାନେ ଚାହିଥାନ୍ତି କି ମୋର ପ୍ରଥମ ଗର୍ଭରେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଉ ଯାହା ଫଳରେ ମତେ ଆଉ ପରିବାରର ନିର୍ଯାତନା ଓ ସ୍ୱାମୀର ଅପବାଦ ସହିବାକୁ ପଡିନଥାଏ ।

ମହିଳା ମାନଙ୍କ ଠାରେ X କ୍ରୋମଜମ ଓ ପୁରୁଷ ମାନଙ୍କ ଠାରେ y କ୍ରୋମଜମ ରହିଥାଏ । x କ୍ରମୋଜମ ଟି ସ୍ଲୋମସନ ଥାଏ ଓ ଏହାର ଲାଷ୍ଟିଙ୍ଗ ରହିଥାଏ ଯାହା ଦ୍ୱାରା ମହିଳା ମାନଙ୍କ ଭିତରେ ଏହା ତିନି ଦିନ ପର୍ଯ୍ୟନ୍ତ ଏହି କ୍ରମୋଜମଟି ରହିଥାଏ । y କ୍ରମୋଜମଟି ଶୀଘ୍ର ନଷ୍ଟ ହୋଇଯାଇଥାଏ ଏବଂ ଯେଉଦିନ ଟଣ୍ଡାଟି ଫାଟିଥାଏ ସେହି ଅଣ୍ଟାଟି ଫାଟିବାର 12 ଘଣ୍ଟା ପରେ ଯଦି କୌଣସି ସ୍ୱାମୀ ସ୍ତ୍ରୀ ମନେ ମିଶୁଛନ୍ତି ସେମାନଙ୍କ ନିକଟରେ y କ୍ରମୋଜମଟି ଶୀର୍ଘ୍ର ଯାଇ ଅଣ୍ଡା ମଧ୍ୟରେ ପ୍ରବେଶ କରିଥାଏ ଏବଂ x କ୍ରମୋଜମଟି ସ୍ଲମସନ ହେତୁ ଏହା ସେଠାରେ ପହଞ୍ଚି ପାରି ନଥାଏ । ସେହି କ୍ଷେତ୍ରରେ ମାଆ ମାନଙ୍କର ପୁତ୍ର ସନ୍ତାନ ଟିଏ ଜନ୍ମ ହୋଇଥାଏ ।

ଅନେକ ମହିଳା ମାନଙ୍କର ହରମନ ଶକ୍ତି ଏକା ପ୍ରକାର ହୋଇ ନଥାଏ । ସେହି ମହିଳା ମାନଙ୍କ ଠାରେ ଯଦି ପୁତ୍ର ସନ୍ତାନଟିଥାଏ ତେବେ ସେମାନଙ୍କର ଓଜନ କମ ହୋଇଥାଏ କିନ୍ତୁ ସେହି ମାଆ ଗର୍ଭରେ ଯଦି କନ୍ୟା ସନ୍ତାନଟି ଥାଏ ତେବେ ସେହି ଛୁଆଟି ବହୁତ ହୃଷ୍ଟପୃଷ୍ଟ ହୋଇଥାଏ । ସେଥିପାଇ ଗାଁ ଗହଳିର ଲୋକମାନେ ଗର୍ଭବତୀ ମହିଳାର ଅଧିକ ପେଟ ବାହାରିଲେ ଝିଅଟିଏ ହେବ ବୋଲି ଅନୁମାନ କରିଥାନ୍ତି ।

ଗର୍ଭବତୀ ମହିଳା ମାନଙ୍କର ଅଲଟ୍ରାସାଉଣ୍ଡ କରିବା 3 ଥର ଆବଶ୍ୟକ ହୋଇଥାଏ । ଗର୍ଭଧାରଣର ତିନି ମାସ ପରେ ଏହି ଅଲଟ୍ରାସାଉଣ୍ଡ କରାଯାଇଥାଏ । ଯେଉ ପେରେଣ୍ଟସ ମାନେ ଅଇନ ଅମାନ୍ୟ କରି ଅନ୍ୟ ସ୍ଥାନ ମାନଙ୍କରେ ନିଜ ଗର୍ଭରେ କେଉଁ ସନ୍ତାନଟି ରହିଛି ଜାଣିବାପାଇ ଚାହିଥାନ୍ତି ସେମାନଙ୍କୁ ଆଇନ ଅନୁସାରେ 3 ବର୍ଷରୁ 5 ବର୍ଷ କାରାଗାର ହୋଇପାରେ ଏବଂ 50 ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।