IAS ପରୀକ୍ଷାରେ ପଚାର ଯାଉଥିବା ପ୍ରଶ୍ନ ଜଣିଲେ ହେବେ ଆଚାର୍ଯ୍ୟ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଜ୍ଞାନ ର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ। ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଯାହା ଏଇଏସ ପରୀକ୍ଷା ରେ ପଚରା ଯାଇଥିଲା। ତେବେ ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡିକ କଣ ଓ ତାର ଉତ୍ତର କଣ ।

୧) ଝିଅ ମାନଂକର କେଉଁ ଜିନିଷ ଦେଖିଲେ ପୁଅ ମାନେ ଖୁସି ରେ ପାଗଳ ହୋଇ ଯାନ୍ତି ?
ଉତ୍ତର:-ଝିଅ ମାନଂକର ଲାଜ

୨)ଝିଅ ମାନଂକର କେଉଁ ଅଙ୍ଗ କୁ ଦେଖିଲେ ପୁଅ ମାନେ ପାଗଳ ହୋଇ ଯାନ୍ତି ?
ଉତ୍ତର:- ଝିଅ ଙ୍କର ମୁଣ୍ଡ ର ବାଳ


୩) ଝିଅ ମାନେ ଏକ ଘରେ ଥିଲେ କଣ କରିବାକୁ ଭଲ ପାନ୍ତି ?
ଉତ୍ତର:- ଘର ସଜେଇବା , ଶାଢ଼ୀ ପିନ୍ଧିବା , ନାଚିବା , ରୋଷେଇ କରିବା

୪)ହାତୀ ଗୁମ୍ଫା ଭାରତ ର କେଉଁ ରାଜ୍ୟ ରେ ରହିଛି ?
ଉତ୍ତର:-ଓଡିଶା

୫)ନିଆଁ ବର୍ସୁ ଥିବା ଗଛ କେଉଁ ଦେଶ ରେ ଦେଖା ଯାଏ ?
ଉତ୍ତର:-ମଲେସିଆ

୬) ବୁଢ଼ାବଳଙ୍ଗ ନଦୀର ଉତ୍ପତିସ୍ଥଳ ର ନାମ କଣ ?
ଉତ୍ତର:-ଶିମିଳିପାଳ


୭) ସେ କିଏ ଯାହାକୁ ବୁଡି ଯିବାର ଦେଖି ମଧ୍ୟ କେହି ବଂଚେଇବା କୁ ଯାନ୍ତି ନାହିଁ ?
ଉତ୍ତର:-ସୂର୍ଯ୍ୟ

୮) ଏମିତି କେଉଁ ଜିନିଷ ଯାହା ଗରିବ ଲୋକ ପାଖରେ ଅଛି କିନ୍ତୁ ଧନୀ ଲୋକ ପାଖରେ ନାହିଁ ?
ଉତ୍ତର:-ଗରିବୀ

୯) ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ ସେମାନ ଙ୍କୁ କଷ୍ଟ ହୁଏ ?
ଉତ୍ତର:- କାନ ଫୁଡ଼ିଲେ

୧୦) ସେଟା କଣ ଯାହାର ଦୁଇଟା ଗୋଡ଼ ଅଛି କିନ୍ତୁ ସେ ଚାଲି ପରେ ନାହିଁ ।
ଉତ୍ତର:- ପେଣ୍ଟ


୧୧)କଣ ଟାଣ ଖରାରେ ମଧ୍ୟ ସୁଖୀ ନ୍ ଥାଏ ?
ଉତ୍ତର:-ଝାଳ

୧୨) ସୂର୍ଯ୍ୟ ପୃଥିବୀ ପୃଷ୍ଟ ରେ କଣ ଦେଖି ନାହିଁ ?
ଉତ୍ତର:-ଅନ୍ଧାର

୧୩) ଏମିତି କଣ ଅଛି , ଯାହା ପାଣି ପିଇବା ଦ୍ୱାରା ମରି ଯାଏ ?
ଉତ୍ତର:- ଶୋଷ

୧୪)କେଉଁ ମାଛ ସମୁଦ୍ର ରେ ପହଁରି ପରେ ନାହିଁ ?
ଉତ୍ତର:- ସେଲଫିସ୍


୧୫) ଏପରି କେଉଁ ଠାରେ ଅଛି ଯେଉଁଠି ନଦୀ ଅଛି କିନ୍ତୁ ପାଣି ନାହିଁ , ଜାଗା ଅଛି ଘର ନାହିଁ , ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ ?
ଉତ୍ତର :- ମାନଚିତ୍ର
ଏହିପରି ଅନେକ ପ୍ରଶ୍ନ ପଚରାଯାଇଥାଏ। ଅନେକ ପିଲା ଯାହାର ସଠିକ୍ ଉତ୍ତର ଦେଇ ପାରନ୍ତିନି। ଏହି ସବୁ ପ୍ରଶ୍ନ ର ଉତ୍ତର ପାଇଁ ବୁଦ୍ଧି ର ଆବଶ୍ୟକ ହୋଇଥାଏ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।