ଚୁଟିର ସମସ୍ୟାକୁ ଚିନ୍ତିତ ଅଛନ୍ତି କି ? କରନ୍ତୁ ଏହି ଘରୋଇ ଉପଚାର 1 ସପ୍ତାହରେ କେଶ ବୃଦ୍ଧି ହେବ 100% ଗ୍ୟାରେଣ୍ଟି

0

ଆଜି କାଲି ଦୁନିଆରେ ଆମେ ମାନେ ଯେଉଁ ସବୁ ଖାଦ୍ୟ ଖାଉଛୁ କିମ୍ବା ଆମ ଶରୀର ରେ କିଛି ବି କାର୍ଯ୍ୟ ପାଇଁ ଯେଉଁ ସବୁ ଖାଦ୍ୟ ବ୍ୟବହାର କରୁଛୁ ସେଗୁଡିକ ସବୁ କେମିକାଲ ରେ ତିଆରି। ଯାହା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାରର ଅସୁବିଧା ସବୁ ଦେଖିବାକୁ ମିଳିଥାଏ। ତେବେ ଆଜି କାଲି ର ଦୁନିଆରେ ଅନେକ ଲୋକ ସେ ଝିଅ ହେଇଥାନ୍ତୁ କିମ୍ବା ପୁଅ ସମସ୍ତେ ନିଜ ନିଜର ଚୁଟି କୁ ଚିନ୍ତାରେ ଅଛନ୍ତି। ପୁଅ ମାନେ ନିଜର ଚନ୍ଦା ପଣ କୁ ବହୁ ଚିନ୍ତା ରେ ଅଛନ୍ତି। ଆଉ ଝିଅ ମାନଙ୍କ ର ଚୁଟି ସମସ୍ୟା ବହୁତ। ଅନେକ ଝିଅ ମାନଙ୍କ ର ଚୁଟି ବଢି ନଥାଏ।

ଚୁଟି ଗହଳ ହୋଇନଥାଏ। ଏହିପରି ଅନେକ ସମସ୍ୟା ଦେଖିବାକୁ ମିଳେ। ତେବେ ଆମେ ଆଜି ଆପଣ ମାନଙ୍କ ପାଇଁ ଏକ ବହୁତ ବଢିଆ ଘରୋଇ ନୁଷ୍କା ନେଇ ଆସିଛୁ। ଯାହାକୁ ବ୍ୟବହାର କରିବା ଦ୍ୱାରା ନିଶ୍ଚିତ ଭାବେ ଆପଣ ମାନଙ୍କ ର ଫଳପ୍ରଦ ହେବ ଏବଂ ଆପଣ ମାନଙ୍କ ର ଯାହା ବି ଚୁଟି ସମସ୍ୟା ଥିବ ଦୂର ହୋଇଯିବ। ତେବେ ଆସନ୍ତୁ ତାହାର ତିଆରି କରିବାର ପ୍ରଣାଳୀ ଏବଂ କେଉଁ ପରି ବ୍ୟବହାର କରିବା।


ପ୍ରସ୍ତୁତି ପ୍ରଣାଳୀ:-
* ପ୍ରଥମେ ଏକ ବାଉଲ୍ ରେ ଆପଣ ମାନେ ବ୍ୟବହାର କରୁଥିବା ତେଲ ନେବା। ସେଥିରେ କିଛି ମେଥିଦାନା ପକାଇବା ଏବଂ ତାକୁ ଗରମ କରିବା। ସେହି ତେଲ କୁ ଆମେ ସେପର୍ଯ୍ୟନ୍ତ ଗରମ କରିବା ଯେତେ ପର୍ଯ୍ୟନ୍ତ ସେଥିରୁ ମେଥି ର ବାସ୍ନା ନ ଆସିଛି। ସେଥିରୁ ମେଥିର ବାସ୍ନା ଆସିଲେ ତାକୁ କାଢିଆଣି ଥଣ୍ଡା ହେବା ପାଇଁ କିଛି ସମୟ ଛାଡିଦେବା।

* ଯେତେବେଳ ଏହା ଥଣ୍ଡା ହୋଇଯିବ ସେତେବେଳେ ଏଥିରେ ଏସେନ୍ସିଆଲ୍ ତେଲ ସବୁ ଏଡ୍ କରିବା। ସେଥିରେ ପ୍ରଥମେ ଆମେ ମିଶେଇବା ରୋଜ୍ମେରି ଏସେନ୍ସିଆଲ୍ ଅଏଲ୍। ରୋଜ୍ମେରି ଏସେନ୍ସିଆଲ୍ ଅଏଲ୍ ମେଲ୍ ପ୍ୟାଟେନ୍ ବୋଲ୍ଡ ନେସ୍, ଫ୍ରେଞ୍ଚ ପ୍ୟାଟେନ୍ ବୋଲ୍ଡ ନେସ୍, ଏଲୋପେସିଆ କିଛି ବି ପ୍ରକାର ର ହେୟାର୍ ଲସ୍ ପାଇଁ ଆମେ ଏହି ତେଲ କୁ ବ୍ୟବହାର କରିପାରିବା। ଏହା ଦ୍ୱାରା ଆମ ଚୁଟି ମଜବୁତ୍ ହୋଇଥାଏ, ଏହା ଆମ ଜଡ କୁ ମଜବୁତ୍ କରଗଥାଏ ହେୟାର୍ ଫଲ୍ କୁ ରୋକିଥାଏ ଏବଂ ଆମ ଚୁଟି ର ରି ଗ୍ରୋଥ୍ ହୋଇଥାଏ।


ବ୍ୟବହାର ପ୍ରଣାଳୀ:-
ତେବେ ଆମେ ମାନେ କେବଳ ଏହି 3ଟି ଜିନିଷ ଦ୍ୱାରା ସେହି ତେଲ କୁ ପ୍ରସ୍ତୁତ କରି ପାରିବା। ସେଥିରୁ ମେଥି କୁ କାଢିବେ ନାହିଁ। ତାହା ସେହିପରି ଥିବ ଏବଂ ପ୍ରତିଦିନ ଏହାକୁ ବ୍ୟବହାର କରିବେ। ଏହାକୁ ଚୁଟି ରେ ଭଲ ଭାବରେ ସିରା ସିରା କରି ଲଗେଇବେ। ଏହାକୁ ଲଗାଇସାରିବା ପରେ ଏହାକୁ 2/3 ଘଣ୍ଟା ଛାଡିଦେବେ ଏବଂ ତାପରେ ମୁଣ୍ଡ ଧୋଇଦେବେ। ତେବେ ଏହି ନୁଷ୍କା ଟି ପୁରା ଘରୋଇ।ତେବେ ଏହାକୁ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ, ଦେଖିବେ ନିଶ୍ଚିତ ଭାବେ ଫଳପ୍ରଦ ହେବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।