ଖୋଲିଲା ସ୍କୁଲ ମାଡିଲା କରୋନା ,ସ୍କୁଲ ଖୋଲିବା କୁ ନେଇ ମୋଦୀ ସରକାର ନେଇଛନ୍ତି ବଡ ନିଷ୍ପତି , ଏହି ମାସରୁ ଆରମ୍ଭ ହେବ ଶିକ୍ଷାବର୍ଷ…..

0

ଏବେ ସାରା ବିଶ୍ୱ ରେ କୋରୋନା ର ପ୍ରଭାବ ରହିଛି, ଯାହା ଦ୍ୱାରା ଏବେ ସାରା ଦେଶ ରେ କୋରୋନା ପାଇଁ ଅନେକ କ୍ଷତି ହୋଇ ଗଲାଣି। ଏବେ ଏହି ମହାମାରି ଦିନ କୁ ଦିନ ବଢିବା ରେ ଲାଗିଛି,ତେଣୁ ଯାହା ଦ୍ୱାରା ଦେଶ ରେ ହଜାର ହଜାର ଲୋକ ରହି ରୋଗ ରେ ଆକ୍ରାନ୍ତ ହେଉଛନ୍ତି ଆଉ ଅନେକ ଲୋକ ଏହି ରୋଗ ରେ ମୃତ୍ୟୁବରଣ କରୁଛନ୍ତି। ତେବେ ଏହା ବହୁତ ଭୟଙ୍କର ରୂପ ନେଇ ସାରିଲାଣି। ଏହି ରୋଗ ପାଇଁ ଦେଶ ରେ ଅନେକ ଲୋକ ପୋକ ମାଛି ମାରିବା କୁ ଲାଗିଛନ୍ତି ହେଲେ ଏହା କୁ ରୋକିବା ପାଇଁ କିଛି ଔଷଧ ଓ ଟୀକା ବାହାରି ନାହିଁ। ଆଉ ଡାକ୍ତର ମାନେ ମଧ୍ୟ ଏହାର ଚିକିତ୍ସା କରିବାର ଉପାୟ ଜାଣି ନାହାନ୍ତି। ତେଣୁ ଏହାର ପ୍ରତିକାର ବାହାର କରା ଯାଇ ପାରୁ ନାହିଁ।


ସରକାର ଏହାକୁ କିଛି ପରିମାଣ ରେ ରୋକିବା ପାଇଁ ସାରା ଦେଶ ରେ ଲକ ଡାଉନ ଘୋଷଣା କରିଥିଲେ। ସ୍କୁଲ କଲେଜ ବନ୍ଦ ରହି ଥିବା ରୁ ଛାତ୍ର ଛାତ୍ରୀ ମାନଙ୍କ ପଢା ରେ ବହୁତ ଅସୁବିଧା ହୋଇ ଥିଲା। ଏହା ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାରୁ ସରକାରୀ କର୍ମଚାରୀ ମାନେ ମଧ୍ୟ ପଇସା ଅଭାବ ରେ ଖାଇବା କୁ ପାଇଲେ ନାହିଁ , ତା ସହ ଅନେକ ବହୁତ ଅସୁବିଧା ରେ ମଧ୍ୟ ସମୁଖୀନ ହେଉଛନ୍ତି, ଆଉ ଦେଶ ରେ ଅର୍ଥନିତିକ ଅବସ୍ଥା ରେ ମଧ୍ୟ ବହୁତ ତଳ କୁ ଚାଲି ଯାଇଛି, ତେଣୁ ସରକାର ତାକୁ ଠିକ କରିବା ପାଇଁ ଦେଶ ରେ ଅନଲକ୍ ଜାରିଆ ରେ ସବୁ କିଛି ଖୋଲିବା ରେ ବ୍ୟବସ୍ଥା କରୁଛନ୍ତି। ତେବେ ଏହି ଅନଲୋକ୍ ଜୁନ ମାସ ରୁ ଆରମ୍ଭ ହେଲାଣି।ତେବେ ଏହା ଦ୍ୱାରା ଅନେକ କିଛି ଖୋଲି ଗଲାଣି । ତେବେ ସ୍କୁଲ କଲେଜ ଖୋଲିବା ପରେ ଏପରି କିଛି ଘଟିଲା ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା ସେହି ଘଟଣା ଟି ଗୁଡିକ କଣ।


ତେବେ କୋରୋନ ର ପ୍ରକୋପ ଟିକେ କମିବାରୁ ସରକାର ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ନଭେମ୍ବର୍ ୨୧ ରେ ସ୍କୁଲ ଓ କଲେଜ ଖୋଲିବା କୁ ନିଷ୍ପତି ନେଇ ଥିଲେ,କିନ୍ତୁ ଶୀତ ଦିନେ ଆକ୍ରାନ୍ତ ଅଧିକ ହେବେ ବୋଲି ଆଶଙ୍କା କରି ପୁଣି ଥରେ ସ୍କୁଲ କଲେଜ କୁ ୩୧ ଡିସେମ୍ବର ଯାଏ ବନ୍ଦ ରଖି ଛନ୍ତି। ତେବେ ଏକ ସୁଚନା ରୁ ଜଣା ପଡିଛି କି ଆନ୍ଧ୍ରପ୍ରଦେଶ ରେ ସ୍କୁଲ ଖୋଲିବା ର ବ୍ୟବସ୍ଥା କରି ଥିଲେ। ତେବେ ଏହାର କିଛି ଦିନ ପରେ ୨୬୨ ଜଣ ଛାତ୍ର ଛାତ୍ରୀ ଓ ୧୬୦ ଜଣ ଶିକ୍ଷକ କୋରୋନ ରେ ଆକ୍ରାନ୍ତ ହୋଇ ଛନ୍ତି।ତେବେ ଏହି ମାମଲା ସାରା ଆନ୍ଧ୍ରପ୍ରଦେଶ ପାଇଁ ଚିନ୍ତା ର କାରଣ ହୋଇଛି।

ଖୋଲିଲା ସ୍କୁଲ କୁ ବନ୍ଦ କରିବାକୁ ପଡି ଥିଲା ଆନ୍ଧ୍ରପ୍ରଦେଶ ସରକାର ଙ୍କୁ, ତେବେ ସେଠାରେ ମଧ୍ୟ ନବମ ରୁ ୨ ନଭେମ୍ବର୍ ରେ ସ୍କୁଲ ଖୋଲି ଥିଲେ। କିନ୍ତୁ ଖୋଲିଲା ପରେ ଏହି ଭଳି ପତିସ୍ତିତି ଦେଖା ଦେଇଛି।ତେବେ ଏହାକୁ ନେଇ ସବୁ ରାଜ୍ୟ ରେ ସରକାର ଚିନ୍ତାରେ ରହିଛନ୍ତି,କି ସେମାନେ ସ୍ଖୁଲ୍ ଖୋଲିବେ ନା ନାହିଁ,ଆଉ ଯଦି ସ୍କୁଲ ଖୋଲା ଯାଏ ତାହାଲେ ଏହାର ପତିସ୍ତିତି କଣ ହେବ। ତେବେ ଏ ନେଇ ଅନେକ ରାଜ୍ୟ ରେ ସ୍କୁଲ କଲେଜ ଏବେ ଯାଏ ମଧ୍ୟ ବନ୍ଦ ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।