Breaking news- ରାଜ୍ୟସରକାର ଙ୍କ କଠୋର ନିଷ୍ପତି ! ପୁଣି ଓଡିଶାରେ ବଢ଼ିଲା ଲକ୍‌ଡାଉନ ?

0

ଆପଣ ମାନେ ପ୍ରାୟତଃ ଜାଣିଥିବେ ଯେ ଗତ ବର୍ଷ ପାଖରୁ ବିଶ୍ବବ୍ୟାପୀ ମହାମାରୀ ପରିସ୍ଥିତି ଦେଖାଯାଇଛି।ସେହି ମହାମାରୀ ର ନାମ ହେଉଛି କରୋନା।ଯାହାକି ସାରା ବିଶ୍ୱରେ ଭୟର ଆତଙ୍କ ମେଲାଇ ରଖିଛି।ଏହି ମହାମାରୀ ପ୍ରଥମେ ଚୀନ ସହରରୁ ଆରମ୍ଭ ହୋଇଥିଲା।ଏବେ ସାରା ଦେଶ ଓ ରାଜ୍ୟ ଏହି କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚାଲିଛି।

ଦଇବ ଦାଉ ସାଧିଲା ଭଳି ମଣିଷ ଜୀବନ ପରିସ୍ଥିତି ଅସମ୍ଭାଳ ହୋଇଯାଇଛି।ଏହି ମହାମାରୀ ମଣିଷ ଜୀବନକୁ ହା ହା କାର ମୟ କରିଦେଇଛି।ବହୁ ଜନ ଜୀବନକୁ ନଷ୍ଟ କରିସାରିଲାଣି।ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ମାନେ ବହୁ ସଚେତନତା ଅବଲମ୍ବନ କରୁଛନ୍ତି।ତେବେ ବର୍ତ୍ତମାନ ଦେଶର ପରିସ୍ଥିତି ଯାହା ମଣିଷ ନିଜେ ନିଜକୁ ସଚେତନ କରିବା ଉଚିତ୍।

ସରକାର ଏଥି ନିମନ୍ତେ ଅନେକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ସମସ୍ତେ ଉଚିତ୍ ଭାବରେ କରୋନା ଗାଇଡ ଲାଇନ କୁ ପାଳନ କରିବା ଉଚିତ୍।ଯେପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସନିଟିଜର ବ୍ୟବହାର କରିବା ତଥା ଆୟୁଷ ମନ୍ତ୍ରାଳୟରୁ ଦିଆଯାଇଥିବା ସମସ୍ତ ଗାଇଡ ଲାଇନ କୁ ବ୍ୟବହାର କରିବା। ମଣିଷ ନିଜେ ସୁସ୍ଥ ରହିଲେ ପୁରା ଦେଶ ସୁସ୍ଥ ରହିବ।

ଆପଣମାନେ ସଚେତନ ହେଲେ ଦେଶ ସୁରକ୍ଷିତ ରହିବ।ସାମାନ୍ୟ ଥଣ୍ଡା ହେଲେ ଆପଣ ଭୟଭୀତ ନ ହୋଇ ତାର ଉପଯୁକ୍ତ ପ୍ରତିକାର କରନ୍ତୁ।ଏହି କରୋନା ର କରାଳ ରୂପରେ ମଣିଷ ପୁରା କବଳିତ।ଏହି ମହାମାରୀ କରୋନା ରୁ ନିସ୍ତାର ପାଇବା ପାଇଁ ନିଜକୁ ନିଜେ ସଚେତନ ହୋଇ ଜୀବନ ଅତିବାହିତ କରିବାକୁ ପଡ଼ିବ।

ସମସ୍ତ ରାଜ୍ୟ ରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜାରି ରହିଛି। ସଂକ୍ରମିତ ଙ୍କ ସଂଖ୍ୟା କମିବାରୁ ଜୁନ ୧ ତାରିଖ ରୁ କୋହଳ କରିବେ ବୋଲି ଆକଳନ କରା ଯାଇଥିଲା। କିନ୍ତୁ ଏଥି ନେଇ ରାଜ୍ୟ ସରକାର ଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। କୋଭିଡ୍ କଟକଣା ରେ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ଲକ୍ ଡାଉନ୍ ଥିବା ରାଜ୍ୟ ଗୁଡ଼ିକ ରେ କୋହଳ ହେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଙ୍କୁ ଚିଠି ଲେଖିଛନ୍ତି। ଅନ୍ୟ ଏକ ସୂଚନା ମିଳିଛି କେନ୍ଦ୍ର ସରକାର ତରଫ ରୁ ଯେଉଁ ଅଞ୍ଚଳ ରେ ୧୦% କରନା ସଂକ୍ରମିତ ହୋଇଥିବ ସେଠାରେ କଣ୍ଟେନମେଣ୍ଟ ଜୋନ୍ ହେବା ଦରକାର।

ଯେଉଁ ଅଞ୍ଚଳ ରେ ୬୦% ଅଶିୟୁ ବେଡ୍ ରହିଛି ସେଠାରେ ବିହିତ ପଦକ୍ଷେପ ନେବା ଦରକାର। ମାତ୍ର ଓଡ଼ିଶା ରେ ୨୪ ଘଣ୍ଟା ମଧ୍ୟରେ ୬,୭୩୬ ସଂକ୍ରମିତ ଅଛନ୍ତି। ତେବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉ ନାହି। ଏହି ସବୁ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସୂଚନା କୁ ଲାଗୁ କରା ଯାଇ ପାରେ ବୋଲି ଆଶା କରା ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।