ରାସ୍ତାରେ ଥିବା ବିଭିନ୍ନ ପ୍ରକାରର ଚିହ୍ନ ଓ ଧଳା ଗାରର ରହସ୍ୟ ସମ୍ପର୍କରେ କେବେ ଭାବିଛନ୍ତି ?ଆସନ୍ତୁ ଜାଣିବା ଏହି ଧଳା ଗାର ର ସମ୍ପୂର୍ଣ ତଥ୍ୟ …….

0

ଆଗ କାଳରେ ଯିବା ପାଇଁ ପଥ ବା ରାସ୍ତା ନ ଥିଲା ,ଲୋକମାନେ ଚାଲି ଚାଲି ଯିବା ଆସିବା କରୁଥିଲେ। ତେବେ ସେତେବେଳର ଲୋକମାନେ ବହୁତ ଅସୁବିଧା ର ସମୁଖୀନ ହେଉଥିଲେ। ଆଗରୁ ଏଭଳି ପିଚୁ ବା ସିମେଣ୍ଟ ତିଆରି ରାସ୍ତା ନଥିଲା, ଆଗରୁ ମାଟି ଗୋଡି ମିଶା ରାସ୍ତା ରହୁଥିଲା। ଆଗରୁ ଲୋକ ମାନେ ବହୁତ ଅଶିକ୍ଷିତ ଥିଲେ , ଆଧୁନିକ ଜ୍ଞାନ କୌଶଳ ବିଷୟରେ ତାଙ୍କୁ ଏତେ ଜଣା ନଥିଲା,ତେଣୁ ସେତେବେଳେ ଯୁଗରେ ମାଟି ଗୋଡି ମିଶା ରାସ୍ତା ତିଆରି ହେଉ ଥିଲା।


ଲୋକ ଙ୍କ ସୁବିଧା ପାଇଁ ଅନେକ କିଛି ପ୍ରସ୍ତୁତ ହେଉଛି। ଲୋକ ଙ୍କ ସୁରକ୍ଷା ପାଇଁ ମଧ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି, ତେବେ ଲୋକଙ୍କ ଯିବା ଆସିବାକୁ ସୁବିଧା ଜନକ କରିବା ପାଇଁ ପିଚୁ ନିର୍ମିତ ସୁନ୍ଦର ରାସ୍ତା ନିର୍ମାଣ କରା ଯାଉଛି। ତେବେ ଏହା ସବୁ ଆଧୁନିକ ପ୍ରକ୍ରିୟା ରେ ପ୍ରସ୍ତୁତ ହେଉଛି, ଲୋକ ଙ୍କ ସୁବିଧା ପାଇଁ ସରକାର ଯେତିକି ସତର୍କ , ତା ଠୁ ଅଧିକ ଲୋକ ଙ୍କ ସୁରକ୍ଷା ପାଇଁ। ତେବେ ଲୋକ ଙ୍କ ସୁରକ୍ଷା ପାଇଁ ଅନେକ ନିୟମ ପ୍ରସ୍ତୁତ ହୋଇଛି,ସବୁ ସ୍ଥାନ ରେ ଏହି ସବୁ ନିୟମ ଲାଗୁ ହେବ। ତେବେ ଅନ୍ୟ ଦେଶ ରେ ରାସ୍ତା ରେ ଦୁର୍ଘଟଣା ଅଧିକ ଘଟେ । ତେଣୁ ଏହା କୁ ରୋକିବା ପାଇଁ ଅନେକ ନିୟମ ରହିଛି।

ତେବେ ଆପଣ ମାନେ ରାସ୍ତା ରେ ଗଲା ବେଳେ ଅନେକ ଗାର ସବୁ ପଡି ଥିବାର ଦେଖି ଥିବେ, ତେବେ ଏହି ସବୁ ଗାର ଆମ ସୁରକ୍ଷା ପାଇଁ ତିଆରି ହୋଇ ଥାଏ।ତେବେ ଏହି ଗାର ଟି ଏଥି ପାଇଁ ଦିଆ ଯାଏ । କାରଣ ଗାର ର ଗୋଟେ ପଟେ ଯିବା ଓ ଅନ୍ୟ ପଟେ ଆସିବା ର ବ୍ୟବସ୍ତା ରହି ଥାଏ। ତେବେ ଏହି ରାସ୍ତା ରେ ଆପଣ ଗୋଟେ ଗାଡି କୁ ଓଭରଟେକ କରି ଯାଇ ପାରିବେ,ହେଲେ ଆପଣ ଆଉ କିଛି ରାସ୍ତା ରେ ଦେଖିଥିବେ ଗୋଟେ ସିଧା ଲମ୍ବା ଗାର ,ତେବେ ଏହି ଗାର କୁ ସଲିଡ଼ ଲାଇନ କୁହା ଯାଏ। ଏହି ଗାର ର ଗୋଟେ ପଟେ ଯିବା ଓ ଅନ୍ୟ ପଟେ ଆସିବାର ବ୍ଯବସ୍ଥା ରହିଛି।

ତେବେ ଏଭଳି ରାସ୍ତା ଖୁବ କମ ଦେଖିବାକୁ ମିଳେ। ଏହି ଭଳି ରାସ୍ତା ପାହାଡିଆ ଅଞ୍ଚଳ ରେ ଦେଖିବାକୁ ମିଳେ, ଯେଉଁ ଅଞ୍ଚଳ ରେ କୁହୁଡି ଅଧିକ ହୁଏ, ଏହା ରହିବା ଦ୍ୱାରା ଦୁର୍ଘଟଣା ଘଟିବାର କମ ସମ୍ଭାବନା ରହି ଥାଏ। ତେବେ ଆଉ କିଛି ରାସ୍ତା ରେ ଜେବ୍ରା କ୍ରସିଙ୍ଗ୍ ଦେଖିବାକୁ ମିଳେ,ଏହି ଭଳି ଗାର ଛକ ମାନଙ୍କରେ ଦେଖିବାକୁ ମିଳେ। ତେବେ ଏଭଳି ରାସ୍ତା ପାଦ ଚଲା ଲୋକ ଙ୍କ ପାଇଁ ହୋଇ ଥାଏ। ଆଉ କିଛି ରାସ୍ତା ରେ ହଳଦିଆ ରଙ୍ଗ ର ଗାର ରହି ଥାଏ,ଏହି ଗାର ରହିବା ଦ୍ୱାରା ଦୂର ର ରାସ୍ତା ର ପାଖ ଦେଖା ଯାଏ ଏବଂ ଯିବା ରେ ମଧ୍ୟ ସୁବିଧା ହୋଇ ଥାଏ।  ତେବେ ଏଭଳି ଅନେକ ନିୟମ ଦେଖିବାକୁ ମିଳେ,ଲୋକ ଙ୍କ ସୁରକ୍ଷା ପାଇଁ ସରକାର ଏଭଳି ଅନେକ ନିୟମ ତିଆରି କରିଛନ୍ତି, ଆଉ ଯାହାକୁ ସମସ୍ତେ ମାନିବାକୁ ବାଧ୍ୟ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।