ସାତ ଦିନ ରେ ମିଳିଯିବ ଡ୍ରାଇଭିଂ ଲାଇସେନ୍ସ ଦେଖନ୍ତୁ କେଉଁ ପରି ଘରେ ବସି ସହଜ ରେ କରିବେ ଆବେଦନ।

0

ପ୍ରତେକ ଲୋକ ନିଜର ସୁବିଧା ପାଇଁ ଅନେକ କିଛି କରି ଥାନ୍ତି ,ଯାହା ତାଙ୍କୁ ଆଗକୁ ଅନେକ ପ୍ରକାର ସାହାଯ୍ୟ କରିବ। ତେବେ ଲୋକ ନିଜର ଭବିଷ୍ୟତ କୁ ଚିନ୍ତା କରି ସବୁ ପ୍ରକାର କାର୍ଯ୍ୟ କରି ଥାଏ। ତେବେ ଲୋକ ନିଜର ଖୁସି ପାଇଁ ଘର , ଗାଡି , ପଇସା ସବୁ କରି ଥାଏ। ତେବେ ଏହା ପ୍ରେତେକ ଲୋକଙ୍କର ଦରକାର ହୋଇ ଥାଏ। ଗୋଟେ ଲୋକ ର ଅନେକ କିଛି ଆଶା ରହି ଥାଏ।,ଯାହା ସେ କରିବାକୁ ଚାହେଁ।ତେବେ ଏହା କରିବା ପାଇଁ ଅନେକ ଲୋକ ଙ୍କୁ ବିଭିନ ପ୍ରକାର ସମସ୍ୟା ଦେଖା ଦିଏ, ଆଉ ଯାହା ପାଇଁ ସେ ବହୁତ ବ୍ୟସ୍ତ ହୋଇ ପଡେ। ଆଉ ସେହି କାର୍ଯ୍ୟ ହେବ ନାହିଁ ଭାବି ରଖି ଦିଏ। ତେବେ ଏହି ସବୁ କାର୍ଯ୍ୟ ପ୍ରତେକ ଲୋକ ଙ୍କ ପାଇଁ ବହୁତ ଜରୁରୀ ହୋଇ ଥାଏ। ଆଉ ଅନେକ ଗରିବ ଲୋକ୍ ମାନେ ମଧ୍ୟ ଏହା ପାଇଁ ବହୁତ ଅସୁବିଧା ରେ ସମୁଖୀନ ହୁଅନ୍ତି।


ତେବେ ଆପଣ ମାନେ ଦେଖି ଥିବେ ଏବେ ଦେଶ ରେ ପ୍ରେତକ ଲୋକ ଙ୍କ ପାଖରେ ବଡ଼ ହଉ ବା ଛୋଟ ସବୁ ପ୍ରକାର ଗାଡି ରହିଛି। ତେବେ ଲୋକ ମାନେ ଏହାକୁ ନିଜର ସୁବିଧା ପାଇଁ କିଣି ଥାନ୍ତି,ହେଲେ ଆଗରୁ ଲୋକ ମାନଙ୍କ ପାଖରେ ଗାଡି ନ ଥିଲା ଆଉ ଅନେକ ଲୋକ ଙ୍କ ପାଖରେ ସାଇକେଲ ରହି ଥିଲା। ତେବେ ଯାହା ଦ୍ୱାରା ଲୋକ ମାନେ ଅନେକ କଷ୍ଟ ରେ ଯିବା ଆସିବା କରୁ ଥିଲେ, ହେଲେ ଦେଶ ବଦଳି ଗଲା,ସାଇକେଲ ରୁ ଦୁଇ ଚକିଆ ଗାଡି ଆସିଲା , ପୁଣି ଏହା ପରେ ଚାରି ଚକିଆ ଗାଡି ଆସିଲା। ତେବେ ଏହି ଗାଡି କିଣିବାକୁ ଲୋକ ମାନେ ଆଗ୍ରହୀ ହେଲେ। ଆଉ ଏହା ସମସ୍ତ ଙ୍କୁ ବହୁତ ସୁବିଧା ଜନକ ହେଲା, କିନ୍ତୁ ଗାଡି କିଣିବା ପାଇଁ ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ର ଆବଶ୍ୟକ ରାହି ଥାଏ। ଯେଉଁ ଲୋକ ପାଖରେ ଏହା ନ୍ ଥାଏ। ସେ ଗାଡି ଚଲାଇ ପାରିବ ନାହିଁ। ତେବେ ଏହି ଲାଇସେନ୍ସ୍ କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି । ଆସନ୍ତୁ ଜାଣିବା ସେହି ଖବର ଟି କଣ।


ତେବେ ପ୍ରେତେକ୍ ଗାଡି କିଣି ଥାନ୍ତି। ତେବେ ଏହି ଗାଡି ପାଇଁ ଲାଇସେନ୍ସର୍ ଆବଶ୍ୟକ ରହିଛି,ଆଉ ଏହା ପାଇଁ ପ୍ରେତେକ ଲୋକ ଆରଟି କାର୍ଯ୍ୟାଳୟ କୁ ଦୌଡ଼ି ଥାଏ। ତେବେ ଏହା ପାଇଁ ସେ ଅନେକ ସମସ୍ୟା ର ସମୁଖୀନ ହୁଅନ୍ତି। ଅନେକ ଲୋକ ଙ୍କୁ ଲାଇନ ରେ ଛିଡା ହେବାକୁ ପଡ଼ୁ ଥିଲା ଅନେକ ସମୟ । ଆଉ ଯାହା ପାଇଁ ଅନେକ ଲୋକ ବ୍ୟସ୍ତ ହେଉ ଥିଲେ।ତେବେ ଉତ୍ତର ପ୍ରଦେଶ ର ଯୋଗୀ ସରକାର ଏହାର ଏକ ସମାଧାନ କରି ଛନ୍ତି।


ତେବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ ପାଇଁ ଆବେଦନ କରିବା ମାତ୍ରେ ୭ ଦିନ ମଧରେ ଡ଼ିଏଲଏ ଆସି ଘରେ ପହଂଚିବ,ଆଉ ଲୋକ୍ ମାନଙ୍କୁ ଆରଟି ଅଫିସ କୁ ଯିବାକୁ ପଡିବ ନାହିଁ କି , ଏକ ଲମ୍ବା ଲାଇନ ରେ ଛିଡା ହେବାକୁ ପଡିବ ନାହିଁ। ତେବେ ଆପଣ ଯଦି ଆରଟି ଅଫିସ କୁ ଯାନ୍ତି , ଆପଣ ଙ୍କୁ ଗୋଟେ ଟୁକନ୍ ମିଳିବ,ଯାହା ଦ୍ୱାରା ଆପଣ ସୁବିଧା ରେ ଲାଇସେନ୍ସ ପାଇଁ ଆବେଦନ କରି ପରିବେ। ତେବେ ଏହି ନିୟମ ଉତ୍ତର ପ୍ରଦେଶ ରେ ଦୁଇଟି ସହର ରେ ଲାଗୁ ହୋଇ ଥିଲା। ତେବେ ଏହାର ଅନେକ ଲାଭ ମିଳିଛି, ଏବେ ଯୋଗୀ ସରକାର ସାରା ରାଜ୍ୟ ରେ ଏହି ନିୟମ ଲାଗୁ କରବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।