breaking news ! ରାଜ୍ୟ ସରକାରଙ୍କ ବଡ ନିଷ୍ପତି , ଜୁନ୍ 1 ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ୍, ଏବଂ ବିଶ୍ବବିଦ୍ୟାଳୟ , ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…

0

କରୋନା ମହାମାରୀ ର କୋପ ରେ କେହି ଭି ବର୍ତ୍ତି ପାରୁ ନାହାଁନ୍ତି।ଏହା ସାରା ବିଶ୍ଵ କୁ ତା ମାୟା ଜାଲ ରେ ପକାଇବାରେ ଲାଗିଛି ।ଏହି କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ଧରି ଲୋକ ମାନେ ଏହି ମହାମାରୀ ପାଇଁ ପ୍ରପୀଡ଼ିତ ହୋଇ ଅଛନ୍ତି ।ଏହି ମହାମାରୀ ନା ଧନୀ ନ ଗରିବ କିଛି ମାନୁ ନାହିଁ ଏହା କେବଳ ଗୋଟିଏ ପରେ ଗୋଟିଏ ଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି।

ସମସ୍ତଙ୍କ ମନରେ କେବଳ ଗୋଟିଏ ଚିନ୍ତା ଏହି ମହାମାରୀ କୋବଳ ରୁ କେମିତି ବଞ୍ଚିବୁ ଏହି ମହାମାରୀ ର ଚେନ ଟି କେବେ ଭାଙ୍ଗିବ।ଏହି ଆଶା ର ସ୍ବପ୍ନ ନେଇ ସରକାର କରିଥିବା ସମସ୍ତ ନିୟମ କୁ ଜନତା ଅନୁସରଣ କରି ଚାଲିଛନ୍ତି।କରୋନା ର ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢିବା ସହିତ ମୃତ୍ୁ ହାର ମଧ୍ୟ ବଢୁଛି ।ତେଣୁ ସମସ୍ତଙ୍କ ମନ ରେ ଏହି ଚିନ୍ତା ରହିଛି କି ଏହି ମହାମାରୀ ଟି କୁ କି ଭଳି ଭାବେ ହରାଇବୁ।
ସରକାର ମଧ୍ୟ ଏହି କୋଭିଡ଼ ର ଚେନ କୁ ଭାଙ୍ଗିବା ପାଇଁ ବହୁତ୍ ପ୍ରୟାସ କରୁଛନ୍ତି ।ସରକାର ଯେ ଭଳି ଭାବେ ଦୀର୍ଘ ଏକ ବର୍ଷ ପୂର୍ବ ରୁ ଛୋଟ ପିଲା ମାନଙ୍କର ବିଦ୍ୟାଳୟ ବନ୍ଦ କରି ଦେଇଥିଲେ ଏଥି ସହିତ ମହାବିଦ୍ୟାଳୟ ,କଲେଜ୍ , କୋଚିଂ ଆଦି ସମସ୍ତ ଜଣା ଗହଳି ପୂର୍ଣ୍ଣ ସ୍ଥାନ ମାନ ବନ୍ଦ କରିଦେଇଥିଲେ ଓ ତା ସହିତ ସମସ୍ତ ସ୍ତାନ ରେ ଲକ୍ ଡାଉନ୍ ଓ ସଟ ଡାଉନ୍ କରିଦେଇଥିଲେ ।

ତା ପରେ ପରେ କୋରନା ଷ୍ଟିଥି କମିବା ରୁ ସରକାର ପୂର୍ବ ବର୍ଷ କିଛି ମହାବିଦ୍ୟାଳୟ ଓ କଲେଜ ମାନ ଖୋଲି ଦେଇଥିଲେ ହେଲେ ଏହି ମହାମାରୀ ଟି ବଢିଲା ହେଲେ କମିଲା ନାହିଁ ତେଣୁ ସରକାର ପୁଣି ଆଉ ଥରେ ଏହି ବର୍ଷ ଲକ୍ ଡାଉନ୍ କରିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମାନ ବନ୍ଦ କରି ଦେଇଥିଲେ ।ଯାହା ପାଇଁ ପିଲା ମାନଙ୍କର ପାଠ ପଢା ରେ ବହୁତ୍ ବ୍ୟାଘାତ ଘଟିଲା ।
ସରକାର ସମସ୍ତ ଘଟଣା ଆଦି କୁ ନଜର ରେ ରଖି ଏହି ଭଳି ନିୟମ ନବ ପାଇଁ ବାଧ୍ୟ ହୋଇଥିଲେ ହେଲେ ପିଲା ମାନଙ୍କର ଭବିଷ୍ୟତ କୁ ଲକ୍ଷ ରଖି ସରକାର ଏକ ବିଶିଷ୍ଟ ନୂଆ ମାଧ୍ୟମରେ ପାଠ ପଢା ର ନିୟମ କରିଥିଲେ ।ଯାହା କି କମ୍ପ୍ୟୁଟର, ମୋବାଇଲ, ଲାପଟପ୍ ଆଦି ଜରିଆରେ ଅନଲାଇନ ମାଧ୍ୟମରେ ଏହି ମହାମାରୀ ପାଇଁ ଆଉ ଆବଶ୍ୟକ ହୋଇ ପଡୁନି ପିଲା ମାନଙ୍କ ପାଇଁ ସେଇ ବିଦ୍ୟାଳୟ ।
ଅନ୍ୟପକ୍ଷ ରେ ରାଜ୍ୟ ରେ ସ୍କୁଲ ଏବଂ କଲେଜ ଖୋଲିବା ନିମନ୍ତେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ସ୍କୁଲ ଏବଂ କଲେଜ ଖୋଲିବା ଏବଂ ପାଠ ପଢ଼ା କୁ ନେଇ ଆଲୋଚନା ହେବା ସହ ସମୀକ୍ଷା କରାଯାଇଛି ।ଶିକ୍ଷା ବର୍ଷ ଏକ ପ୍ରକାର ସରି ଯାଇଛି କିନ୍ତୁ ସ୍କୁଲ ଏ ପର୍ଯ୍ୟନ୍ତ ଖୋଲି ନାହିଁ ।ସର୍ବଭାରତୀୟ ସ୍ତରରେ ଗୋଟେ ବାଟ ବାହାରି ପାରିଲେ ଭଲ ହୁଅନ୍ତା ।ଜୁନ ପ୍ରଥମ ସପ୍ତାହରେ ଏହା ପାଇଁ କିଛି ଚିନ୍ତା କରାଯିବ ବୋଲି କୁହା ଯାଇଛି ।ସମସ୍ତ ମହାବିଦ୍ୟାଳୟ ରେ ଅନଲାଇନ ପାଠ ପଢା ଜୁନ ୧ରୁ ଆରମ୍ଭ ହେବ ନେଇ ଖବର ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।