Dr Diptiranjani Bisoyi -ମାତ୍ର 7 ଦିନରେ ଭାତୁଡ଼ି ଜନିତ ସମସ୍ୟା ହୋଇଯିବ ଗାଏବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ 100% ଗ୍ୟାରେଣ୍ଟି…

0

ଭାତୁଡ଼ି ଏକ ଏମିତି ଜିନିଷ ଯାହା ଅଧିକାଂଶ ମଣିଷ ଶରୀରରେ ବାହାରି ଥାଏ ।ଏହା ଦେଖିବା ପାଇଁ ସାଧାରଣତଃ ଚର୍ମ ରଙ୍ଗ ତଥା କାଲି ଓ ଅଳ୍ପ କଳା ରଙ୍ଗ ରେ ହୋଇଥାଏ ଓ ଏହା ସାଧାରଣତଃ ଶରୀର ରୁ ଅଳ୍ପ କିଛି ବାହାରି ଆସିଥାଏ ଓ ଏହା ବେଶୀ କରି ଶରୀର ର କାଖ,ଜଙ୍ଗ ,ବେକ ଆଦି ସ୍ଥାନ ରେ ବେଶୀ ପରିମାଣ ରେ ହୋଇଥାଏ।ଭାତୁଡ଼ି ସାଧାରଣଃ ମୋଟା , ଡାଇବେଟିସ ଓ ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତିଙ୍କ ଠାରେ ଅଧିକ ହୋଇଥାଏ।

ଏହା ଏକ ଏମିତି ରୋଗ ଯାହା ପାଇଁ କୌଣସି କେନ୍ସର୍ ହେବାରେ ଡର ନଥାଏ।ଯଦି ଆପଣଙ୍କ ଶରୀର ରେ ବହୁ ପରିମାଣରେ ଭାତୁଡ଼ି ହେଉଚି ତେବେ ଆପଣ କୌଣସି ଡ଼ାକ୍ତର ଙ୍କୁ ପରାମର୍ଶ କରନ୍ତୁ ଯଦି ଆପଣ ଅପରେସନ କରିଦେଇଛନ୍ତି ତେବେ କୌଣସି ଅସୁବିଧା ନାହିଁ ହେଲେ ନିଜ ଭିତରେ ଥିବା ରୋଗ କୁ ଦୂରେଇବା ନିହାତି ଭାବରେ ଆବଶ୍ୟକ ।
ଭାତୁଡି ବହୁତ୍ ପ୍ରକାର ର ହୋଇ ଥାଏ ଯେମିତି କି ଏହା ଆଖି ଚାରିପଟେ ହଳଦିଆ ରଙ୍ଗ ର ଛୋଟ ଛୋଟ ଦାନ ଭଳି ବାହାରିଥାଏ ।ଆଉ କିଛି କିଛି ଥାଏ ତାହା ଶରୀର ସାରା ବାହାରି ଯାଇଥାଏ ଏବଂ ଏହା ଚିକ୍କଣ ଥାଏ ।ଆଉ କିଛି ଭାତୁଡି ଥାଏ ଯାହା କି ଟିକେ ବୟସ ହୋଇଗଲେ ବୃଦ୍ଧ ବୟସରେ ହୋଇଥାଏ ଏହା ଦେଖିବା ପାଇଁ କଳା ରଙ୍ଗ ରେ ହୋଇଥାଏ ଓ କପାଳ ଜାଗା ରେ ବେଶୀ ବାହାରିଥାଏ।

ଏହା ମଧ୍ୟ ସୂର୍ଯ୍ୟ କିରଣ ପଡିଲେ ଅଧିକ ପରିମାଣ ରେ ବାହାରିଥାଏ।ଆହୁରି ମଧ୍ୟ କିଛି କିଛି ଭାତୁଡି ରହିଛି ଯାହା ହାତ କୁ ଖଦଡ଼ିଆ ଲାଗିଥାଏ ଏବଂ ଆଉ କିଛି ଚର୍ମ ଭିତରେ ହୋଇଥାଏ ।ଆମେ ମଧ୍ୟ ଲାଲ୍ ଜାଇ ଓ କଳା ଜାଇ ବିଷୟରେ ଜାଣିଚୁ ।ଆହୁରି ମଧ୍ୟ ଶରୀର ର ରଙ୍ଗ ପରିବର୍ତନ ମେଲାନିନ ଯୋଗୁଁ ହୋଇଥାଏ ।
ଆହୁରି ମଧ୍ୟ କିଛି କିଛି ଯାଇ ଅଛି ଯେଉଁଥିରେ ରକ୍ତ ବାହାରିଥାଏ । ସାଧାରଣତଃ ଶରୀର ରେ କଳା ଓ ଲାଲ୍ ଜାଇ ଥିଲେ ଜ୍ୟତିସ୍କ ମାନଙ୍କ ପାଖକୁ ଯାଇଥାଏ ଓ ଖୁସି ହୋଇ ଯାଇଥାଏ ହେଲେ ଡକ୍ଟର ଙ୍କ ମତ ରେ ତାହା ଆଉ କିଛି ।ତେଣୁ ଆପଣ ନିଜେ ନିଜେ କୌଣସି ଘରୋଇ ଉପଚାର କରନ୍ତୁ ନାହିଁ ଯେମିତି କି ତାକୁ ଉପାଡ଼ିବା କୌଣସି ମୋତେ ନା ହେଲେ ତାକୁ ସୂତା ରେ ଟାଣିବା ନ ହେଲେ ଏସିଡ ପକାଇବ ଏ ସବୁ କରନ୍ତୁ ନାହିଁ ଆପଣଙ୍କ ଶରୀର ର ଚର୍ମ କୁ କ୍ଷତି ପହଞ୍ଚାଇବ।

ତେଣୁ ଆପଣ ଡକ୍ଟର ଙ୍କ ପରାମର୍ଶ ନେଇ ଏହାକୁ ସାମାନ୍ୟ ଅପରେସନ କରିଦିଅନ୍ତୁ।ନିଜ ଶରୀର ର ଓଜନ ବଢ଼ାଇବା ପାଇଁ ଦିଅନ୍ତୁ ନାହିଁ ଶରୀର କୁ ଉପଯୁକ୍ତ ଭାବେ ବଜାୟ ରଖନ୍ତୁ ।ତେଲ ମସଲା ଆଦି ଖନ୍ତୁ ନାହିଁ ଏବଂ ଏହି ଅପରେସନ କୁ ମାତ୍ର ୨-୩ ମିନିଟ୍ ଲାଗିଥାଏ ଡାକ୍ତର ମାନଙ୍କୁ ତେଣୁ ଏହା ବହୁତ୍ ଜଲ୍ଦୀ ହୋଇ ପଡ଼ିଥାଏ ବିନା ବେଶୀ କଷ୍ଟ ରେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।