ଜଣେ ମହିଳା ଏକା ଥରରେ ଜନ୍ମ ଦେଲେ 69 ଟି ପିଲା। ତା ପରେ ଯାହା ଘଟିଲା ଆପଣ କେବେବି ଶୁଣି ନଥିବେ।

0

ଆମ ପୃଥିବୀ ପ୍ରକୃତ ରେ ବହୁତ ରହସ୍ୟ ମୟ ଅଟେ। ଏଠାରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟ କର ଘଟଣା ଘଟି ଥାଏ। ଯାହାକି ସହଜରେ ବିଶ୍ୱାସ କରିବା ବହୁତ କଷ୍ଟ କର ହୋଇଥାଏ। ତଥାପି ଏହି ଘଟଣା ଗୁଡିକ ସତ୍ୟ ଅଟେ। ତେବେ ଆଜି ଆମେ ଏପରି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବା କୁ ଯାଉଛୁ ଯାହାକୁ କି ଜାଣିବା ପରେ ଆପଣ ଙ୍କୁ ବିଶ୍ୱାସ କରିବା ବହୁତ କଷ୍ଟ କର ହୋଇ ପଡିବ।


ଆପଣ ଜାଣିଥିବେ ଯେ ଜଣେ ନାରୀ ଏକ ଥର ରେ ଜଣେ ପିଲା କୁ ଜନ୍ମ ଦେଇ ଥାଏ। କିନ୍ତୁ ଅନେକ ଥର ଆପଣ ଶୁଣିଥିବେ ଯେ ଜଣେ ମା 2 ଟି ପିଲାକୁ ଜନ୍ମ ଦେଇ ଛନ୍ତି। ବେଳେ ବେଳେ ଏହି ସଂଖ୍ୟା ମଧ୍ୟ 3 କୁ ବୃଦ୍ଧି ହେବାର ନଜରକୁ ଆସିଛି। ଏମିତି କି ବିଶ୍ୱାସ ନ ହେଉଥିଲେ ମଧ୍ୟ 10 ଟି ପିଲା କୁ ଜନେ ମା ଜନ୍ମ ଦେବାର ମଧ୍ୟ ପ୍ରମାଣ ରହିଛି। କିନ୍ତୁ ଆଜି ଆମେ ଯାହା କହିବୁ ତାହା ଜାଣିବା ପରେ ଆପଣ ପ୍ରକୃତରେ ବିଶ୍ୱାସ କରିବା ପ୍ରୟତ ଅସମ୍ଭବ ହୋଇ ପଡିବ।


ଜଣେ ମହିଳା ଏକା ଥରକେ 69 ଜଣ ପିଲା କୁ ଜନ୍ମ ଦେଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଘଟଣା ଟି ପ୍ରକୃତରେ ସତ ଅଟେ। ତେବେ ଏହି ଘଟଣା ଟି ହେଉଛି ଗାଜା ସହର ର । ଏଠାରେ ଏକ ମହିଳା ଙ୍କ ର ପେଟରେ ଯନ୍ତ୍ରଣା ହେବାରୁ ସେ ଯାଇ ପରୀକ୍ଷା କରିଥିଲେ। ଯାହା ଓହଳରେ ସେ 69 ଜଣ ପିଲା ର ମା ହେବାକୁ ଯାଉଥିବା ଜଣା ପଡିଥିଲା। ତେବେ ଏହା ଭ୍ରୁଣ ଗୁଡିକ ର ବିଭାଜନ ପାଇଁ ହୋଇଥିବା ଡାକ୍ତର କହିଥିଲେ। ଏହା ସହ ପିଲା ଗୁଡିକ ମଧ୍ୟ ସୁସ୍ଥ ଥିବା କଥା ଡାକ୍ତର କହିଥିଲେ।


ଆମେ ଜାଣୁ ଯେ ଶୁକ୍ରାଣୁ ଓ ଡିମ୍ବାଣୁ ର ମିଶ୍ରଣ ରେ ଗୋଟିଏ ଭ୍ରୁଣ ର ଗଠନ ହୋଇଥାଏ। କିନ୍ତୁ ବେଳେ ବେଳେ ଏପରି କିଛି କାରଣ ଥାଏ ଯୋଉଥି ପାଇଁ କି ଭ୍ରୁଣ ଗୁଡିକ ର ବିଭାଜନ ହୋଇ 2 ଟି ଭ୍ରୁଣ ରେ ପରିଣତ ହୁଅନ୍ତି ଓ 2 ଟି ପିଲା ଜନ୍ମ ହୋଇ ଥାନ୍ତି।ତେବେ ଏହି ଘଟଣା ରେ ଭ୍ରୁଣ ଟି 69 ଟି ଭ୍ରୁଣ ରେ ପରିଣତ ହୋଇ ଥିଲା। ଯାହା ଫଳରେ ସେହି ମହିଳା ଜଣଙ୍କ 69 ଟି ପିଲା ର ମା ହେବାକୁ ଯାଉଥିଲେ।

ତେବେ ଏହା ଜଣା ପଡିବାର କିଛି ଦିନ ପରେ ସେହି ମହିଳା ଜଣଙ୍କ 69 ଟି ପିଲାଙ୍କୁ ଜନ୍ମ ଦେଇଥିଲେ ଓ ସେ ସମସ୍ତ ପିଲା ସୁସ୍ଥ ଥିବା କଥା ମଧ୍ୟ ଜଣା ପଡିଥିଲା। କିନ୍ତୁ ଦୁଃଖର ବିଷୟ ଯେ ଏତେ ପିଲା ଙ୍କୁ ଜନ୍ମ ଦେବା ପରେ ସେହି ମହିଳା ଜଣଙ୍କ ଆଖି ବୁଜି ଦେଇ ଥିଲେ। ତେବେ ଏହି ଘଟଣା ଜଣା ପଡିବା ପରେ ଡାକ୍ତର ଖାନା ରେ ସେହି ପିଲା ମାନଙ୍କୁ ଦେଖିବା ପାଇଁ ଅନେକ ଭିଡ ଦେଖିବାକୁ ମିଳିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।