Jyotish Shastra- ଚନ୍ଦ୍ରମା ସିଂହ ରାଶିରେ କଲେ ପ୍ରବେଶ, ଏହି 5 ଟି ରାଶିର ଆସିଲା ସୁଖର ଦିନ, ଚିନ୍ତାରୁ ମିଳିବ ମୁକ୍ତି, ବାକି ରାଶି ରୁହନ୍ତୁ ସାବଧାନ !

0

ସାରା ବିଶ୍ବ ରେ ମନୁଷ୍ୟ ଙ୍କ ଜନ୍ମ ଅବଧି ରେ ସ୍ଥାପିତ ଗ୍ରହ ନକ୍ଷତ୍ର ଙ୍କୁ ନେଇ ସେମାନଙ୍କ ଜାତକ ହୋଇଥାଏ ଓ ସେହି ଜାତକ ଅନୁସାରେ ଭବିଷ୍ୟତ ହୋଇଥାଏ ଏବଂ ସୁଖ ଦୁଃଖ ନିର୍ଭର କରେ ରାଶି, ନକ୍ଷତ୍ର ଉପରେ । ବର୍ତ୍ତମାନ ର ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ସିଂହ ରାଶି ଉପରେ ପ୍ରବେଶ କରୁଛି । ସେଥିପାଇଁ କେଉଁ ରାଶି କୁ ଲାଭ ମିଳିବ ଏବଂ କେଉଁ ରାଶି ଉପରେ କେତେ ପରିମାଣରେ ଖରାପ ପ୍ରଭାବ ପଡିବ କିମ୍ୱା କେଉଁଥିରେ କେତେ ଟା କ୍ଷତି ହେବ ଆସନ୍ତୁ ସେହି ବିଷୟ ରେ କିଛି ତା ଜାଣିବା ।

*ମେଷ ଓ ବୃଷ ରାଶି:-
ପ୍ରଥମତଃ ମେଷ ଓ ବୃଷ ରାଶି ଧାରୀ ଲୋକ ଙ୍କ ର ବିଗାଡି ଯାଇଥିବା କାର୍ଯ୍ୟ ସବୁ ଠିକ ହୋଇ ଯିବ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଜୀଵନ ରେ ଆଗକୁ ଆଗେଇବେ ।

*କନ୍ୟା ରାଶି:-
ତା ପରେ ଜାଣନ୍ତୁ କନ୍ୟା ରାଶି ବିଷୟ ରେ । ଏହି ରାଶି ର ବ୍ୟକ୍ତି ମାନେ ବହୁତ ସୁଖ ରେ ରହିବେ । ମାନସିକ ଚିନ୍ତା ରହିବନାହି ।

*ବିଛା ରାଶି:-
ଚତୁର୍ଥ ରେ ରହୁଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ମନ ମଧ୍ୟ ବହୁତ ଖୁସି ରହିବ । ସରକାରୀ ଚାକିରୀ ର ଯୋଗ ରହିଛି । ନୂଆ ବ୍ୟବସାୟ ଆରମ୍ଭ କରିଲେ ଆପଣଙ୍କୁ ଲାଭ ମିଳିପାରିବ । ପରୀକ୍ଷା ରେ ଭଲ ଫଳ ମିଳିବ ।

*ଧନୁ ରାଶି:-
ତା ପରେ ଜାଣିବା ହେଉଛି ଧନୁ ରାଶି ବିଷୟରେ । ଏହି ରାଶି ର ବ୍ୟକ୍ତି ମାନେ ଜୀବନରେ ଏକ ନୂତନ ସଫଳତା ପ୍ରାପ୍ତ କରିବେ । ସମାଜରେ ସୁନାମ ହେବ । ଅଳ୍ପ କାର୍ଯ୍ୟ ରୁ ଅଧିକ ଫଳ ମିଳିବ । ନୂତନ କାର୍ଯ୍ୟ ମିଳିପାରେ । ବର୍ତ୍ତମାନ ଜାଣିବା ଅନ୍ୟ ରାଶି ବିଷୟ ରେ । ମିଥୁନ ରାଶି ର ଲୋକମାନେ ଉଭୟ ସୁଖ ଏବଂ ଦୁଃଖ ରେ ଜୀବନ ଅତିବାହିତ କରିବେ । ରାଜନୀତି କ୍ଷେତ୍ରରୁ ବହୁତ ବଡ଼ ଦାୟିତ୍ୱ ମିଳିପାରେ ।

*କର୍କଟ ରାଶି:-

କର୍କଟ ରାଶି ର ବ୍ୟକ୍ତି ମାନେ ଅଧିକ ସତର୍କତା ଅବଲମ୍ବନ କରି ରହିବେ । ବ୍ୟବସାୟ ରେ ପରିବର୍ତ୍ତନ ଆସି ପାରେ । ନିଜ କଥା ବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ ଏବଂ ଭାବି ଚିନ୍ତି କାମ ଏବଂ କଥା କହିବେ ।

*ସିଂହ ରାଶି:-
ସିଂହ ରାଶି ର ବ୍ୟକ୍ତି ମାନଙ୍କ ର ମାନସିକ ଚିନ୍ତା ଦୁର ହୋଇ ଯିବ । ଛାତ୍ର ମାନଙ୍କୁ କଠିନ ପରିଶ୍ରମ ର ଫଳ ମିଳି ପାରେ ।

*ତୁଳା ରାଶି ଓ ମକର ରାଶି:-
ତୁଳା ରାଶି ଓ ମକର ରାଶି ର ବ୍ୟକ୍ତି ମାନଙ୍କ ର ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରେ । ଚାକିରୀ କ୍ଷେତ୍ର ରେ ନୂତନ ଦାୟିତ୍ୱ ମିଳି ପାରେ । ପିଲା ମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ।

*କୁମ୍ଭ ରାଶି:-
କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କ ସମୟ ବହୁତ ଭଲ ରହିବ । ମାନସିକ ଚିନ୍ତା ଦୁର ହେବ ।

*ମୀନ ରାଶି:-
ମୀନ ରାଶି ର ବ୍ୟକ୍ତି ମାନଙ୍କ ର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ଜମି କଥାର ସମାଧାନ ମିଳି ପାରିବ ଏବଂ ମନ ବହୁତ ପ୍ରଫୁଲ୍ଲିତ ରହିବ ।

ତେବେ ଜ୍ୟୋତିଷ ଶାସ୍ତ୍ରର ରେ ରାଶି ନକ୍ଷତ୍ର କୁ ନେଇ ଅନେକ ଭାବେ ଗଣନା ହୋଇଥାଏ । ଘରେ କୌଣସି ଲୋକ ଙ୍କ ପିଲା ଜନ୍ମ ପାଖରୁ ବିବାହ କାର୍ଯ୍ୟ ଯାଏ ସମସ୍ତ ନକ୍ଷତ୍ର ର ଅବସ୍ଥାନ ଓ ଜାତକ ଗଣନା ହୋଇ ବିଚାର କରାଯାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।