ଦେଖନ୍ତୁ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଲା ବିଦ୍ୟାଶ୍ରୀ ଙ୍କ ଏହି ଭିଡିଓ , ମୋବାଇଲରୁ ମୋବାଇଲକୁ ସେୟାର ହେବାରେ ଲାଗିଛି

0

ଉଲେଖଯୋଗ୍ୟ ଯେ ଏହି ୨୦୨୦ ବର୍ଷ ଟି ଆମ ପାଇଁ ଦିନ କୁ ଦିନ ଅଶୁଭ ହେବାରେ ଲାଗିରହିଛି । କରନା ଭୁତାଣୁ ର ସମସ୍ୟା ର ସମାଧାନ ତ ହେଉନାହିଁ ତାହା ସହ ଚଳିତ ବର୍ଷ ବହୁତ ବରିଷ୍ଠ ବ୍ୟକ୍ତି ମଧ୍ୟ ଆମ ସମସ୍ତଙ୍କୁ ଛାଡି ଚାଲିଯାଉଛନ୍ତି।ତେବେ ଏହି ବର୍ଷ ଅଗଷ୍ଟ ମାସରେ ଓଡ଼ିଶାର ଜଣେ ସମାଜ ସେବୀ ତଥା ମାନବ ପ୍ରେମୀ ଆଦିତ୍ୟ ଦାସ ଆତ୍ମହତ୍ୟା କରିଥିଲେ । ତେବେ ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ଏକ ବିଚାର ଶୀଳ ହତ୍ୟା ବୋଲି କିଛି ଲୋକ ଅଭିଯୋଗ ଆଣିଥିଲେ। ତେବେ ଇତି ମଧ୍ୟରେ କିଛି ଲୋକ ମଧ୍ୟ ଏପରି ଅଭିଯୋଗ କରିଥିଲେ କି ଆଦିତ୍ୟ ଙ୍କ ମୃତ୍ୟୁ ପଛରେ ତାଙ୍କର ପତ୍ନୀ ବିଦ୍ୟାଶ୍ରୀ ଙ୍କର ହାତ ଅଛି ବୋଲି । ତେବେ ଏବେ ପର୍ଯ୍ୟନ୍ତ ପୋଲିସ ଆଦିତ୍ୟ ଙ୍କ ମୃତ୍ୟୁ ର ରହସ୍ୟ ଖୋଜିବାରେ ଲାଗିଥିଲେ ହଁ ଏହାର କିଛି ବି ସମାଧାନ ଆସିନାହିଁ ।

ଆଦିତ୍ୟ ଙ୍କର ମର୍ଡର କେସ ରେ କିଛି ବି ସିଦ୍ଧାନ୍ତ ଆସିନଥିଲେ ମଧ୍ୟ ଏବେ ସୋସିଆଲ ମିଡ଼ିଆ ରେ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କର ଏକ ଭିଡ଼ିଓ ଭାଇରଲ ହୋଇଛି । ତେବେ ଆପଣଙ୍କୁ ଜଣେଇଦିଆ ଯାଉଛି ଯେ ବିଦ୍ୟାଶ୍ରୀ ଙ୍କର ଏହି ଭିଡ଼ିଓ ଟି ଆଦିତ୍ୟ ଙ୍କ ମୃତ୍ୟୁ ପୂର୍ବର ଅଟେ । ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ବିଦ୍ୟାଶ୍ରୀ ଙ୍କର ଭିଡ଼ିଓ ଟି ଦେଖିଲେ ଆପଣ ଜାଣିପାରିବେ ଯେ ବିଦ୍ୟାଶ୍ରୀ ସଂସ୍କୃତ ରେ ପାଣ୍ଡିତ୍ୟ ଅର୍ଜନ କରିଛନ୍ତି । ତେବେ ଏହି ଭିଡ଼ିଓ ଟିରେ ବିଦ୍ୟାଶ୍ରୀ ଓଡ଼ିଶାର ନାରୀ ମାନଙ୍କୁ ତାଙ୍କର ଧର୍ମ ବିଷୟରେ ଜଣାଉଥିବାର ନଜର କୁ ଆସିଥିଲେ ।

ତେବେ ସେ ଏହି ଭିଡ଼ିଓ ଟିରେ ନିଜର ତୁଳସୀ ଚଉରା ମୂଳରେ ମା ଲକ୍ଷ୍ମୀ ଙ୍କୁ ଆରଧାନ କରିଥିଲେ ଏବଂ ପରେ ନିଜର ବାଣୀ ବିଷୟରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି କି ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ସେ କହିଛନ୍ତି ଯେ , ବିବାହ ପରେ ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।

ବିଦ୍ୟାଶ୍ରୀ କହିଛନ୍ତି ଯେ , ବିବାହ ପୂର୍ବରୁ ଗୋଟିଏ ଝିଅ ପାଇଁ ତାର ବାପା-ମା ଚଳନ୍ତି ଠାକୁର ହୋଇଥାନ୍ତି ମାତ୍ର ବିବାହ ପରେ ସେମାନଙ୍କ ସହ ଅନ୍ୟ ତିନି ଜଣ ଯୋଡି ହୋଇଯାଇଥାନ୍ତି ସେମାନେ ହେଉଛି ତାର ସ୍ୱାମୀ ଏବଂ ଶାଶୂ-ଶଶୁର ହୋଇଥାନ୍ତ। ସେ କହିଛନ୍ତି ଯେ , ଯଦି ଜଣେ ନାରୀ ତାର ସ୍ଵାମୀ ଙ୍କ ମନରେ କଷ୍ଟ ଦେଇଥାଏ କିମ୍ବା ତାର ଶାଶୂ-ଶଶୁର ଙ୍କର ବିରୋଧରେ ଯାଇଥାଏ ତାହାଲେ ସେହି ପରିବାରରେ କେବେ ହେଲେ ସୁଖ ଶାନ୍ତି ଆସିନଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।