ମାସିକ ଧର୍ମ ସମାପ୍ତ ହବାର ତୁରନ୍ତ ପରେ Pregnant ହେବାର ୩ ଟି ଉପାୟ, 100% Conceive କରିବାର ଦାବା- Pregnancy Tips

0

ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ । ମାତ୍ର କେତେକ ମହିଳା ବିବାହର ପରେ ପରେ ହିଁ ମା ହେବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ତା କିଏ କିଏ ବିବାହ ର କିଛି ଦିନ ପରେ ମା ହେବାକୁ ପସନ୍ଦ କରନ୍ତି ।କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହୋଇପାରନ୍ତି ନାହିଁ ।ଏବଂ କେତେକ ଙ୍କର ପାଖରେ ଏମିତି ମଧ୍ୟ ହୋଇଥାଏ କି ତାଙ୍କର ପିରିୟଡ୍ସ ହେବା ବନ୍ଦ ହୋଇଥାଏ ତା ସହ ଗର୍ଭବତୀ ହେବାର ସମସ୍ତ ଲକ୍ଷଣ ମଧ୍ୟ ଦେଖାଯାଇଥାଏ ।

କିନ୍ତୁ ଯେତେବେଳେ ଗର୍ଭବତୀ ପରୀକ୍ଷା କରିଥାନ୍ତି ସେତେବେଳେ ରିପୋର୍ଟ ନେଗେଟିଭ ଆସିଥାଏ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ମଧ୍ୟ କେତେ ଜଣଙ୍କ କେସ ରେ ଏପରି ହୋଇଥାଏ। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଂକୁ ଏମିତି କେତେକ ଉପାୟ ବିଷୟରେ ଜଣେଇବୁ ଯାହା କରିବା ଦ୍ବାରା ଆପଣ ମା ହେବାର ସୌଭାଗ୍ୟ ଅର୍ଜନ କରିବେ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ କଣ ବୋଲି ।
ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଜଣେ ମହିଳା ଗର୍ଭବତୀ ହେବା ଓ ନହେବା ତାଙ୍କର ସହବାସ ଉପରେ ନିର୍ଭର କରିଥାଏ। ତେବେ ଅନେକ ସମୟରେ ଏହା ଆମର ପିରିୟଡ୍ସ ର ଡେଟ ଉପରେ ପର୍ଯ୍ୟବେଟିତ ହୋଇଥାଏ। ତେବେ ଆମେ ଆପଣଂକୁ ଆଜି ଜଣେଇବୁ ଏମିତି ୩ଟି ଉପାୟ ଯାହା ଆପଣ ପିରିୟଡ୍ସ ର ଗୋଟିଏ ସପ୍ତାହ ପରେ କରିବା ଦ୍ୱାରା ଆପଣଂକୁ ଗର୍ଭବତୀ ହେବାରୁ କେହିବି ରୋକିପାରିବେ ନାହିଁ ।ତେବେ ଆସନ୍ତୁ ଜାଣିବା ସେହି ୩ଟି ଉପାୟ ।

୧.ପିରିୟଡ୍ସ ର ଗୋଟିଏ ସପ୍ତାହ ତଥା ୭ ଦିନ ପରେ ଆପଣ ସତାବରୀ ଓ ଅସ୍ଵଗନ୍ଧା ପାଉଡର ର ସେବନ କରନ୍ତୁ ।ଏହାକୁ ସେବନ କରିବା ଦ୍ବାରା ଓଭଲ୍ୟୁସନ୍କୁ ଭଲ କରିଥାଏ ଏବଂ ଆପଣଂକୁ ଗର୍ଭବତୀ କରିବାରେ ଏହା ସାହାଯ୍ୟ କରିଥାଏ।ଏହା ଦ୍ବାରା ମହିଳାଙ୍କ ଶରୀରରେ ଡିମ୍ବାଣୁ ମଧ୍ୟରେ ଡିମ୍ବ ସୃଷ୍ଟି କରିବାରେ ସାହାଯ୍ୟ କରେ ।ତେବେ ରାତିରେ ଶୋଇବା ପୂର୍ବରୁ ଅଳ୍ପ ଉଷୁମ କ୍ଷୀରରେ ଏକ ଚାମଚ ସତାବରୀ ଓ ଅସ୍ଵଗନ୍ଧା ପାଉଡର ମିଶାଇ ସେବନ କରନ୍ତୁ ।ତେବେ ଏହି ପାଉଡର ଆପଣଂକୁ ଯେକୌଣସି ମେଡ଼ିସିନ ଦୋକାନ ରୁ ମିଳିଯିବ।
୨.ଆପଣ ଯଦି ମାନସିକ ଚିନ୍ତା ରେ ରହୁଥିବେ ତେବେ ଗର୍ଭବତୀ ହେବାରେ ବାଧା ଦେଖାଯାଏ ।ତେଣୁ ସବୁବେଳେ ଖୁସିରେ ରହିବା ଅଭ୍ୟାସ କରନ୍ତୁ ଏବଂ ମନ କୁ ଶାନ୍ତ ରଖନ୍ତୁ। ଆଉ ଏହା କେବଳ ଆପଣ ଯୋଗ କରିବା ଦ୍ୱାରା ସମ୍ଭବ ହୋଇଥାଏ। ତେବେ ପ୍ରତିଦିନ ସକାଳେ ଆପଣ କିଛି ଯୋଗାସନ ଅଭ୍ୟାସ ରଖନ୍ତୁ ଏହା କଂଶିଭ କରିବାରେ ସାହାଯ୍ୟ କରେ ।

୩.ତୃତୀୟ ରେ ହେଉଛି ଆମର ଖାଦ୍ୟ ପେୟ ।ଯଦି ଆପଣଙ୍କ ଶରୀର ରେ ଭିଟାମିନ କମ ରହିଥାଏ କିମ୍ବା ଆପଣ ଶାରୀରିକ ଦୁର୍ବଳ ରୁହନ୍ତି ତେବେ ମଧ୍ୟ ଗର୍ଭବତୀ ହେବାରେ ବାଧା ରହିଥାଏ। ତେବେ ଆପଣ ପୁଷ୍ଟିକର ଖାଦ୍ୟ ସେବନ କରନ୍ତୁ ଏହା ଲାଭ ଦାୟକ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।