ଶ୍ରଦ୍ଦା ଙ୍କୁ ଛାଡି ରାଜେସ ଓଲିଉଡ କୁଇନ ଭୂମିକା ଙ୍କ ସହ ଯୋଡିହେଲେ କ’ଣ ସତରେ ସେ …

0

ଆମ ଓଡ଼ିଆ ସିନେମା ତଥା ଟିଭି ସୋ ର ଅଭିନେତା ଓ ଅଭିନେତ୍ରୀ ମାନେ ସବୁବେଳେ ନିଜର ରୂପ ଓ ବେଶ ପୋଷାକ କୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ଖାଲି ଏତିକି ନୁହେଁ ବରଂ ସେମାନେ ନିଜର ବୈବାହିକ ଜୀବନ ପାଇଁ ମଧ୍ୟ ବହୁତ ଚର୍ଚ୍ଚା ରେ ରହିଥାନ୍ତି ।ତେବେ ଭାବନ୍ତୁ ଯଦି ଜଣେ ଅଭିନେତ୍ରୀ ସେହି ଟିଭି ର ରିଆଲିଟି ସୋ ମାଧ୍ୟମରେ ନିଜର ଜୀବନ ସାଥି କୁ ଚୟନ କରି ବିବାହ କରନ୍ତି ତ ସେ କେତେ ଚର୍ଚ୍ଚା ରେ ରାହୁଥିବେ । ତେବେ ଆମେ ଆଜି ଏମିତି ଜଣେ ଅଲିଉଡ଼ ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯିଏକି ସବୁବେଳେ ନିଜର ଭିନ୍ନ ଭିନ୍ନ ଗେଟପ ପାଇଁ ଚର୍ଚ୍ଚା ରେ ରହିଥାନ୍ତି ।


ତେବେ ଆପଣ ମାନେ ତା ଆମ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ଅଭିନେତ୍ରୀ ଭୂମିକାଙ୍କ ବିଷୟରେ ଜାଣିଥିବେ। ତେବେ ଆପଣ ମାନଙ୍କୁ କହିରଖୁଛୁ ଯେ , ଭୂମିକା ପ୍ରଥମେ ଜଣେ କୁନି ତାରକା ଭାବରେ ଅନେକ ଅଲିଉଡ଼ ଫିଲ୍ମ ଜଗତରେ ପାଦ ଦେଇଥିଲେ । ମାତ୍ର ଧୀରେ ଧୀରେ ତାଙ୍କର ଅଭିନୟ ଲୋକମାନଙ୍କୁ ଆକର୍ଷଣୀୟ ଲାଗିବାରୁ ନିଜର ବୟସ ବଢ଼ିବା ସହ ସେ ପ୍ରାୟ ୨୦୧୭ ମସିହାରୁ ଓଡ଼ିଆ ଫିଲ୍ମ ଜଗତରେ ମୁଖ୍ୟ ଭୂମିକା ରେ ଲୋକମାନଙ୍କ ନଜର କୁ ଆସିଥିଲେ ।ଭୂମିକାଙ୍କର ପ୍ରଥମ ଫିଲ୍ମ ଥିଲା “ତୁ ମୋ ଲୋଭ ଷ୍ଟୋରୀ”ଯେଉଥିରେ ସେ ଅଭିନେତା ସ୍ୱରାଜ ଙ୍କ ସହ ଫିଲ୍ମ ର ମୁଖ୍ୟ ଭୂମିକା ରେ ଆସିଥିବାର ନଜର ରେ ଆସିଥିଲେ ।


ତାଙ୍କର ପ୍ରଥମ ଫିଲ୍ମରେ ସେ ଲୋକମାନଙ୍କୁ ନିଜର କରିନେଇଥିଲେ ଏବଂ ଓଡ଼ିଆ ଫିଲ୍ମ ଈଣ୍ଡଷ୍ଟ୍ରି ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ।ତା ପରେ ସେ ଅନେକ ଅଭିନେତାଙ୍କ ବିପକ୍ଷରେ କାର୍ଯ୍ୟକରି ନିଜର ଅଭିନୟର ପାରଦର୍ଶିତା ଦେଖାଇ ଲୋକମାନଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ଅଲିଉଡ଼ ର ଆଗଧାଡିର ଅଭିନେତ୍ରୀ ଭୂମିକା ରାୟ ଏହି ଲୋକଡାଉନ ରେ ଲୋକ ମାନଙ୍କୁ କିଛି ଖୁସି ଖବର ଜଣେଇଛନ୍ତି ନିଜର ଇଂସ୍ଟଗ୍ରାମ ମାଧ୍ୟମରେ


ସୂଚନା ଅନୁସାରେ, ଭୂମିକା ନିଜର ଇଂସ୍ଟଗ୍ରାମ ଆକାଉଣ୍ଟ ରେ ଲୋକ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ।ସେ କହିଛନ୍ତି ଯେ COVID-19 କାରଣରୁ ସମସ୍ତ ସୁଟିଂ ବନ୍ଦ ରହିଥିଲା ତେଣୁ ସେ କିଛି ବି ଫିଲ୍ମ କରିପାରିନଥିଲେ ।ମାତ୍ର ଖୁବ ଶୀଘ୍ର ସେ ଲୋକମାନଙ୍କ ପାଇଁ ଏକ ଫିଲ୍ମ ଅନିଆସୁଛନ୍ତି ।ସେ କହିଛନ୍ତି ଯେ ପ୍ରଥମ ଥର ପାୟ ସେ ରାଜେଶ ଙ୍କ ସହ ଏହି ଫିଲ୍ମ କରିବାକୁ ଯାଉଛନ୍ତି । ତେବେ ସେହି ଫିଲ୍ମ ର ନାମ ହେଉଛି “ଚକ୍ଷୁ ବନ୍ଧନ”। ଏହି ଫିଲ୍ମ ଟି ଅନିଶ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମାଣ କରାଯାଇଛି । ଏହାର ନିର୍ଦ୍ଦେଶନା ଦେଉଛନ୍ତି ରାଜେଶ ମହନ୍ତ। ଏହି ଫିଲ୍ମର ଗୀତ ନିର୍ମଳ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ଫିଲ୍ମରେ ଭୂମିକା ଏବଂ ରାଜେଶଙ୍କ ବ୍ୟତୀତ ଇଶାନି, ପ୍ରଦୀପ, ଦିଲ୍ଲୀପ ଆଦି କଳାକାର ଅଭିନୟ କରିଛନ୍ତି। କିନ୍ତୁ ଭୂମିକା ନିଜର ଆକାଉଣ୍ଟ ରେ କହିଛନ୍ତି ଯେ , ସେ ପ୍ରଥମ ଥର ପାଇଁ ରାଜେଶଙ୍କ ସହ ଫିଲ୍ମ ସେ କାମ କରି ବହୁତ ଖୁସି ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।