ଓଡ଼ିଶା ସହ ଜଡ଼ିତ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧) ଓଡିଶା ର କାଶୀ କାହାକୁ କହିଥାନ୍ତି ?
ଉତ୍ତର:- ଭୁବନେଶ୍ଵର


୨)ଓଡିଶା ର ଗଦାକ୍ଷେତ୍ର କାହାକୁ କହି ଥାନ୍ତି ?
ଉତ୍ତର:-ଯାଜପୁର

୩)ଓଡିଶା ର ତୁଳସୀ କ୍ଷେତ୍ର କାହାକୁ କହି ଥାନ୍ତି?
ଉତ୍ତର:-କେନ୍ଦ୍ରାପଡା

୪)ଓଡିଶା ର କାଶ୍ମୀର କାହାକୁ କୁହାଯାଏ ?
ଉତ୍ତର:- ଦାରିଙ୍ଗବାଡ଼ି


୫)ଓଡିଶା ର ଭାତ ହାଣ୍ଡି କାହାକୁ କହନ୍ତି ?
ଉତ୍ତର:-ବାଲେଶ୍ୱର

୬)ଓଡିଶା ର ବିହଙ୍ଗ ବିହାର କାହାକୁ କୁହାଯାଏ ?
ଉତ୍ତର:- ଚିଲିକା

୭)ଓଡିଶା ର ବାଣୀ ବିହାର କାହାକୁ କହିଥାନ୍ତି ?
ଉତ୍ତର:- ଉତ୍କଳ ବିଶ୍ୱବିଦ୍ୟାଳୟ

୮)ଓଡିଶା ର ଭଞ୍ଜ ବିହାର କାହାକୁ କହିଥାନ୍ତି ?
ଉତ୍ତର:- ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ

୯)ଓଡିଶା ର କଳା ପିଗୋଡା କାହାକୁ କହିଥାନ୍ତି ?
ଉତ୍ତର:-କୋଣାର୍କ


୧୦)ଓଡିଶା ର ମଣି କ୍ଷେତ୍ର କାହାକୁ କହନ୍ତି ?
ଉତ୍ତର:-ଆରଡ଼ି

୧୧)ଓଡିଶା ର ସୁନା ତ୍ରିଭୁଜ କହାକୁ କୁହନ୍ତି ?
ଉତ୍ତର:-ପୁରୀ , କୋଣାର୍କ ଓ ଭୁବନେଶ୍ଵର

୧୨)ଓଡିଶା ର ଶଙ୍ଖ କ୍ଷେତ୍ର କାହାକୁ କୁହାଯାଏ ?
ଉତ୍ତର:- ପୁରୀ

୧୩) ଓଡିଶା ର ଅର୍କ କ୍ଷେତ୍ର କହାକୁ କହି ଥାନ୍ତି ?
ଉତ୍ତର:-କୋଣାର୍କ

୧୪)ଓଡିଶା ର ଗୁପ୍ତ ଗଙ୍ଗା କାହାକୁ କୁହନ୍ତି ?
ଉତ୍ତର:-ବୈତରଣୀ


୧୫)ଓଡିଶା ର କୈଳାସ କାହାକୁ କୁହନ୍ତି ?
ଉତ୍ତର :- କପିଳାସ
ଏହି ପରି ଅନେକ ପ୍ରଶ୍ନ ପଚରାଯାଇଥାଏ। ଅନେକ ପିଲା ଯାହାର ସଠିକ୍ ଉତ୍ତର ଦେଇ ପାରନ୍ତିନି। ଏହି ସବୁ ପ୍ରଶ୍ନ ର ଉତ୍ତର ପାଇଁ ବୁଦ୍ଧି ର ଆବଶ୍ୟକ ହୋଇଥାଏ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।