ଆପଣ କଣ ଆପଣ ଙ୍କ ମନ ପସନ୍ଦ ର ଝିଅ କୁ ନିଜର ବଶବର୍ତ୍ତୀ କରିବା ପାଇଁ ଚାହୁଁଛନ୍ତି କି? ତାହାଲେ ନିଶ୍ଚୟ କରନ୍ତୁ ଏହି ଉପାୟ। 100% ମିଳିବ ସଫଳତା।

0

ବର୍ତାମାନ ସମୟରେ ପ୍ରାୟ ସବୁ ପୁଅ ମାନେ କାହାକୁ ନା କାହାକୁ ନିଜର ମନ ଦେଇ ଦେଉଛନ୍ତି ଓ ସେ ଝିଅ କୁ ଭଲ ପାଇ ଯାଉଛନ୍ତି। କିନ୍ତୁ ଅନେକ ପୁଅ ମାନେ ଏହି ଭଲ ପାଇବାର ସଫଳ ହୋଇ ପାରୁନାହାନ୍ତି। ଏହାର କାରଣ ହେଉଛି ଅଧିକାଂଶ ପୁଅ ମାନଙ୍କ ର ଭଲ ପାଇବା ଏକ ତରଫା ହୋଇ ଯାଉଛି। ଝିଅ ମାନେ ପୁଅ ମାନଙ୍କ ର ହୃଦୟ କୁ ଭାଙ୍ଗି ଦେଉଛନ୍ତି। ଯାହା ଫଳରେ ପୁଅ ମାନେ ଅନେକ ବିଷାଦ ଓ ଦୁଃଖ ଭିତରେ ନିଜର ସମୟ ଅତି ବାହିତ କରୁଛନ୍ତି।


ଝିଅ ମାନଙ୍କୁ ନିଜର କରିବା ପାଇଁ ପୁଅ ମାନେ ଅନେକ କଷ୍ଟ କରି ଥାନ୍ତି। ଅନେକ ଉପାୟ କୁ ଆପଣାଇ ଥାନ୍ତି ହେଲେ କୌଣସି ରେ ବି ସେମାନେ ସଫଳତା ପାଇପାରି ନାଥାନ୍ତି। ଯାହା ଫଳରେ ସେମାନେ ହତାଶ ହୋଇ ଏଣେ ତେଣେ ଘୁରି ଭୁଲିଥାନ୍ତି। ପ୍ରତ୍ୟକ ମଣିଷର ଇଛା ଥାଏ ଯେ ତାକୁ ତାର ମନ ପସନ୍ଦର ଜୀବନ ସାଥି ଟିଏ ମିଳୁ ହେଲେ ଏଥିରେ ସେମାନେ ସଫଳ ହୋଇ ନାଥାନ୍ତି। ଯାହା ଫଳରେ ସେମାନଙ୍କ ର ଇଛା ଇଚ୍ଛାରେ ରହି ଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପରେ ଆପଣ ସହଜରେ ଯେ କୌନସି ଝିଅ କୁ ନିଜର ବଶବର୍ତ୍ତୀ କରି ପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଟି ବିଷୟରେ।


ଏହି ଉପାୟ ଟି ପାଇଁ ପ୍ରଥମେ ଆପଣଂକୁ ସିନ୍ଦୁର ଓ ଅରୁଆ ଚାଉଳ ର ଆବଶ୍ୟକ ଅଛି। ଏହା ପରେ ଯେଉଁ ଝିଅକୁ ଆପଣ ବଶୀଭୂତ କରିବା ପାଇଁ ଚାହୁଁଛନ୍ତି ସେହି ଝିଅ ର ଘର ସମ୍ନା ରୁ କିଛି ମାଟି ଆଣନ୍ତୁ। ଏହାକୁ ଆଣିବା ପରେ ଆପଣ ସେହି ମାଟି ରେ ସିନ୍ଦୁର ଓ ଅରୁଆ ଚାଉଳ ମିଶାନ୍ତୁ। ମିଶାଇ ସାରିବା ପରେ ଏହାକୁ ଏକ କାଗଜ ରେ ମୋଡି ରଖନ୍ତୁ। ତାପରେ ଏହା ମନ୍ତ୍ର କୁ 21 ଥର ଯପ କରନ୍ତୁ ମନ୍ତ୍ର ଟି ହେଉଛି


ଓଁ ହଲିଂ କଲିଂ ସର୍ଵମୋହିନୀ ଆମ୍ବୁକଂ ବସମାନୟ ସ୍ୱହା। – ଏହି ମନ୍ତ୍ର କୁ ଜପି ସାରିବା ପରେ ଏହାକୁ ନେଇ ନିଜର ମଥା ତଳେ ତକିଆ ରେ ରଖନ୍ତୁ। ତାପର ଦିନ ଏହାକୁ ନେଇ ସେ ଝିଅ ର ଘର ସମ୍ନା ରେ ରଖିଦିଅନ୍ତୁ । ଦେଖିବେ ସେଇ ଝିଅ ଟି ଆପେ ଆପେ ଆପଣଙ୍କ ର ବସବର୍ତୀ ହୋଇ ଯିବ। ଖାଲି ଏତିକି ନୁହଁ ସେ ଝିଅ ଟି ଆପଣଂକୁ ଛାଡି ଗୋଟେ ମୁହୂର୍ତ୍ତ ବି ରହି ପାରିବ ନାହିଁ। ତେବେ ମନେ ରଖନ୍ତୁ ଏହି ଉପାୟ କୁ ଆପଣ କେବଳ ବୁଧ ବାର କିମ୍ବା ଶନିବାର ଦିନ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣ ଏହି ଉପାୟ କରି ଆପଣଙ୍କ ଭଲ ପାଇବା କୁ ପାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।