ହେଇଯାଆନ୍ତୁ ସାବଧାନ ମାସକର ବିଜୁଳି ବାକିରହିଲେ କାଟିବ ଲାଇନ ଘୋଷଣା କଲେ ବିଜୁଳି ବିଭାଗ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର.

0

ସବୁ ଲୋକ ନିଜର ସୁବିଧା ପାଇଁ ସବୁ ପ୍ରକାର ଚେଷ୍ଟା କରନ୍ତି । ଯାହା ତାଙ୍କୁ ଆଗକୁ ଅନେକ ପ୍ରକାର ସାହାଯ୍ୟ କରିବ। ତେବେ ପ୍ରତ୍ୟେକ ଲୋକ ନିଜର ଭବିଷ୍ୟତ କୁ ଚିନ୍ତା କରି ସବୁ ପ୍ରକାର କାର୍ଯ୍ୟ କରି ଥାଏ। ତେବେ ଲୋକ ନିଜର ଖୁସି ପାଇଁ ଘର , ଗାଡି , ପଇସା ସବୁ କରି ଥାଏ।ବିଜୁଳି ପାଇ ଅନେକ ଲୋକ ନିଜର ସମସ୍ୟା କୁ ଦୂର କରି ପାରିଛନ୍ତି,ଆଉ ଏବେ ଅନେକ ସୁବିଧା ରେ ରହୁ ଛନ୍ତି, ହେଲେ ଏହି ବିଜୁଳି ଲୋକ ମାନଂକୁ ମାଗଣାରେ ମିଳୁନି । ଏହା ପାଇଁ ଲୋକ ଙ୍କୁ ପଇସା ଦେବା କୁ ପଡୁଛି,ତେବେ ଏହି ସବୁ କାର୍ଯ୍ୟ ପ୍ରତେକ ଲୋକ ଙ୍କ ପାଇଁ ବହୁତ ଜରୁରୀ ହୋଇ ଥାଏ,ଆଉ ଅନେକ ଗରିବ ଲୋକ ମାନେ ମଧ୍ୟ ଏହା ପାଇଁ ବହୁତ ଅସୁବିଧା ରେ ସମୁଖୀନ ହୁଅନ୍ତି।


ତେବେ ଦେଶରେ ପ୍ରତ୍ୟେକ ଲୋକ ନିଜର ସୁବିଧା ପାଇଁ ଘର ଗାଡି କିଣିବା ବା ଲାଇନ ମଧ୍ୟ ନେଇ ଥାଏ,ଯାହା ଦ୍ୱାରା ସେ ସବୁ କାମ ସୁବିଧା ରେ କରି ପାରିବ, ପ୍ରତେକ ଲୋକ ଙ୍କ ଘରେ ଘରେ ଏବେ ଆପଣ ମାନେ ବିଜୁଳି ଦେଖିବାକୁ ପାଉ ଥିବେ। ତେବେ ଦେଶର ଅଗ୍ରଗତିରେ ଏହା ନିହାତି ଆବଶ୍ୟକ,ତେବେ ଆଗରୁ ଅନେକ ଲୋକ ଙ୍କ ଘରେ ବିଜୁଳି ବା ଆଲୁଅ ନଥିଲା ଲୋକ ମାନେ ଅନ୍ଧାର ରେ ରହୁ ଥିଲେ,ହେଲେ ଏବେ ଘରେ ଘରେ ବିଜୁଳିର ସୁବିଧା ରହିଛି, ଆଉ ପ୍ରତେକ ଲୋକ ଏହାର ସୁବିଧା ପାଇ ପାରୁ ଛନ୍ତି। ତେବେ ପ୍ରତି ମାସ ରେ ଲୋକ ମାନେ ଏହାର ବିଲ୍ ଭରୁଛନ୍ତି, ତେବେ ଯେଉଁ ମାନେ ବିଜୁଳି ନେଉଛନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ତେବେ ଆସନ୍ତୁ ଜାଣିବା ସେହି ଖବର ଟି କଣ।


ତେବେ ଯେଉଁ ମାନେ ବିଜୁଳି ନେଉଛନ୍ତି, ସେମାନଙ୍କୁ ମାସକୁ ମାସ ବିଜୁଳି ଭାରିବା କୁ ପଡେ,ତେବେ ଯେଉଁ ମାନଂକର ଏହି ବିଲ୍ ବାକି ଅଛି ସେମାନେ ଟିକେ ସାବଧାନ ହୋଇ ଯାନ୍ତୁ।ଯଦି କୌଣସି ଉପଭକ୍ତା ଙ୍କର ୧୦,୦୦୦ ରୁ ଅଧିକ ବିଲ ବାକି ଅଛି ,ତେବେ ତାଙ୍କର ବିଜୁଳି ସଂଯୋଗ କଟା ଯିବ। ତେବେ ଯଦି ଗୋଟିଏ ମାସ ର ବିଲ ବାକି ରହୁଛି , ତେବେ ତାକୁ ଆଗ ଭରନ୍ତୁ। ତେବେ କଥା ହେଉଛି , ଆଗ ବିଜୁଳି ବ୍ଯବହାର କରନ୍ତୁ,ଆଉ ବ୍ଯବହାର ପରେ ତୁରନ୍ତ ଏହାର ବିଲ ଭରନ୍ତୁ। ତେବେ ଏହି ବିଲ ନେବା ପାଇଁ ଆପଣ ମାନଙ୍କ ଘରକୁ ବିଜୁଳି ବିଭାଗ ର ଲୋକ ମାନେ ଆସିବେ। ତେବେ ଆସିବ ମାତ୍ରେ ବିଜୁଳି ବିଲ ଭରି ଦିଅନ୍ତୁ। ତେବେ ଯାହାର୍ ୧୦,୦୦୦ ବା ତା ଠୁ ଅଧିକ ପଇସା ବାକି ଥିବ,ତେବେ ତାଙ୍କୁ ଅସ୍ଵସ୍ତି ମିଳିବ ନାହିଁ,ଆଉ ସେମାଙ୍କୁ ଦୁଇଟି ବା ତିନୋଟି କିସ୍ତି ରେ ଦେଖା କୁ ପଡିବ। ତେବେ ଏହି ନିୟମ ଉତ୍ତର ପ୍ରଦେଶ ରେ ଲାଗୁ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।