୧୦ ବର୍ଷ ମଧ୍ୟରେ ପୂରାପୂରି ବଦଳି ଯାଇଛି ଜୟ ଶ୍ରୀ କୃଷ୍ଣ ସିରିଏଲ ର ଏହି ଛୋଟ ଝିଅଟି ଦେଖି ବିଶ୍ଵାସ ହେବ ନାହିଁ

0

ଏହି ଅଭିନୟ ଦୁନିଆ ରେ ଅନେକ କଳାକାର ନିଜର କଳା ବା ଅଭିନୟ କୁ ସମସ୍ତଙ୍କ ଆଗରେ ଦେଖାଇ ଥାନ୍ତି, ତେବେ ଏହା ଲୋକଙ୍କ ପାଇଁ ଏକ ମନୋରଞ୍ଜନ ର କାରଣ ହେଇ ଯାଏ। ତେବେ ଲୋକ ମାନେ ମଧ୍ୟ ଏହି କଳାକାର ମାନଂକୁ ବହୁତ ପସନ୍ଦ କରନ୍ତି। ତେବେ ସମସ୍ତେ ସିରିଏଲ , ଚଳଚିତ୍ର ଆଦି ଦେଖିବା କୁ ଅଧିକ ଭଲ ପାନ୍ତି। ତେବେ ଯେଉଁ ମାନେ ଅଭିନୟ କରିବାକୁ ଭଲପାଆନ୍ତି ବା ଅଭିନୟ କରିବାର କଳା ରହିଛି ସେମାନେ ଏହାକୁ ଭଲ ଭାବେ କରି ପାରନ୍ତି ଓ ଲୋକଙ୍କୁ ମନୋରଞ୍ଜନ କରି ପାରନ୍ତି।


ତେବେ ଘରେ ଘରେ ଟିଭି ସିରିଏଲ ବା ଧରବହିକ୍ ପ୍ରତେକ ଲୋକ ଙ୍କ ପସନ୍ଦ । ତେବେ ଏହି ସିରିଏଲ ମହିଳା ମାନଂକର ଅଧିକ ପସନ୍ଦ ହୋଇ ଥାଏ। ତେବେ ଟିଭି ରେ ଅନେକ ଧାରାବାହିକ ଦେଖିବାକୁ ମିଳେ ସେଥିରେ ଅନେକ ଶିଶୁ କଳାକାର ମାନଂକୁ ମଧ୍ୟ ଦେଖିବାକୁ ମିଳେ। ତେବେ ଏହି ଶିଶୁ କଳାକାର ମାନଙ୍କ ମଧ୍ୟ ରେ ଅନେକ ଦର୍ଶକ ମାନଙ୍କ ହୃଦୟ ଜିତିଥାନ୍ତି। ଲୋକମାନେ ଖାଲି ତାଙ୍କର ଅଭିନୟରେ ନୁହଁ , ତାଙ୍କ ସରଳତାରେ ମଧ୍ୟ ଦିୱନା ହେଇ ଯାନ୍ତି। ତେବେ ଗୋଟେ ଆଶ୍ଚର୍ଯ୍ୟ ର କଥା ଏହା କି ଏତେ କମ ବୟସ ରୁ ସେମାନେ ଏତେ ସୁନ୍ଦର ଭାବେ ଅଭିନୟ କରନ୍ତି ତାକୁ ଦେଖିବାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି। ତେବେ ସେମିତି ଜଣେ ଶିଶୁ କଳାକାର ରହିଛନ୍ତି ଯିଏ କି ବହୁତ ଚର୍ଚ୍ଚିତ, ଆସନ୍ତୁ ଜାଣିବା ସେହି କଳାକାର ଜଣକ କିଏ ?


ତେବେ ଆପଣ ମାନେ ସମସ୍ତେ କଲର୍ସ୍ ରେ ହେଉ ଥିବା ଶ୍ରୀ କୃଷ୍ଣ ଧାରାବାହିକ ବିଷୟରେ ଜାଣି ଥିବେ। ତେବେ ଏହି ସିରିଏଲ ଟି ୨୦୦୮ ରୁ ଆରମ୍ଭ ହୋଇ ୨୦୦୯ ରେ ସରି ଯାଇ ଥିଲା। ଏଥି ରେ ଯେଉଁ ଶିଶୁ ଟି କୃଷ୍ଣ ହୋଇ ଥିଲା, ସେହି ଝିଅ ଟି ଏହି ଧାରାବାହିକ ର ପପୁଲାର ହେବାର ମୁଖ୍ୟ କାରଣ ଥିଲା। ତେବେ ଏହି ସିରିଏଲ ରେ କୃଷ୍ଣ ଭୂମିକାରେ ଅଭିନୟ ଏକ ଛୋଟ ଝିଅଟି କରୁ ଥିଲା। ତେବେ ସେହି ଝିଅ ଟି ପୁରା କୃଷ୍ଣ ଭଳି ଦେଖା ଯାଉ ଥିଲା,ଲୋକମାନେ ମଧ୍ୟ ଦେଖିବାକୁ ବହୁତ ପସନ୍ଦ କରୁ ଥିଲେ। ତେବେ ସେହି ଝିଅ ଟି ଏବେ ବଡ ହୋଇ ଯାଇଛି ଏବଂ ସମ୍ପୁର୍ଣ୍ଣ ଅଲଗା ଦେଖା ଯାଉଛି।

ତେବେ ସେହି ଝିଅ ଟି ର ନାମ ଧ୍ରୁତି ଭାଟିଆ । ତେବେ ସେହି ଝିଅ ଟି ୨୦୦୮ ରେ ଅଭିନୟ କରୁ ଥିଲେ । ସେତେବେଳେ ତାଙ୍କ ବୟସ ୨.୫ ବର୍ଷ ରହି ଥିଲା,ହେଲେ ଏବେ ତାଙ୍କ ବୟସ ୧୪ ବର୍ଷ ହୋଇ ଗଲାଣି। ସେ ଏବେ ବହୁତ ସୁନ୍ଦର ଓ ବଡ଼ ହୋଇ ଗଲେଣି। ତେବେ ସେ ଏବେ ପାଠ ପଢୁଛନ୍ତି, ତାଙ୍କର ଅନେକ ସୁନ୍ଦର ସୁନ୍ଦର ଫୋଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ତେବେ ସେ ଶ୍ରୀ କୃଷ୍ଣ ଧାରାବାହିକ ଛଡା ଅନ୍ୟ କୌଣସି ଧାରାବାହିକରେ ନଜର ଆସି ନଥିଲେ। ତେବେ ଶ୍ରୀ କୃଷ୍ଣ ରୂପେ ତାଙ୍କୁ ଯେତିକି ଭଲ ପାଇବା ମିଳି ଥିଲା ଆଉ କୌଣସି ଧାରାବାହିକ ରେ ମିଳି ନଥିଲା, ସେ ଅନେକ ଵିଜ୍ଞାପନ ରେ ମଧ୍ୟ ଦେଖିବାକୁ ମିଳିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।