ଆଶ୍ଚର୍ଯ୍ୟଘଟଣା ବ୍ୟାଗ୍ ଭିତରୁ ମିଳିଲା ୫ ମାସର କୋମଳ ଶିଶୁ ସହ ଏକ ଚିଠି ୬-୭ ମାସ ମୋ ପିଲାର ଯତ୍ନ ନେବେ ଟଙ୍କା ମାସକୁ ମାସ ପଠାଉଥିବି

0

ଭଗବାନ ଗୋଟେ ନାରୀ କୁ ଏମିତି ଉପହାର ଦେଇଛନ୍ତି କି ଯାହା ସେ କାହକୁ ଦେଇ ନଥିବେ। ତେବେ ଗୋଟେ ନାରୀ କୁ ସେ ମା ହବାର ସୋଭାଗ୍ୟ ଦେଇଛନ୍ତି। ଯାହା ଗୋଟେ ମା ପାଇଁ ବହୁତ ବଡ କଥା ,ଏହା ଭଗବାନ ଙ୍କ ଦାନ ହୋଇ ଥାଏ। ତେବେ ମା ହେବାର ସମସ୍ତେ ପାଇ ପାରନ୍ତି ନାହିଁ । ଆପଣ ମାନେ ଦେଖି ଥିବେ ବା ଶୁଣି ଥିବେ , ଅନେକ ଝିଅ ମା ହୋଇ ପାରନ୍ତି । ତେବେ ଯାହା ତାଙ୍କ ପାଇଁ ବହୁତ ଦୁଃଖ ର କଥା ହୋଇ ଥାଏ । ଗୋଟେ ନାରୀ ପାଇଁ ତା ଜୀବନ କାଳ ଭିତରେ ମା ହେବା ଖୁସି ଠୁ ଅଧିକ କିଛି ନଥାଏ। ଆଉ ଏହି ଖୁସି କୁ ପୁରା ପରବାର ଲୋକ ପାଇ ଥାନ୍ତି।


କୁହାଯାଏ କି ଗୋଟେ ମା ତା ଛୁଆ କୁ ନଅ ମାସ ନିଜ ଗର୍ଭରେ ଧରି ଥାଏ। ଆଉ ଏହି ନଅ ମାସ ରେ ସେ ଅନେକ ଦୁଃଖ କଷ୍ଟ ସହି ଥାଏ,ହେଲେ ସେ ଏହା ପାଇଁ ଟିକେ ବି ଦୁଖୀ ନଥାଏ। ତେବେ ଅନେକ ବାପା ଅଛନ୍ତି ଯେଉଁ ମାନେ କି ନିଜ ଛୁଆ କୁ ମା ନାହିଁ ବୋଲି କେବେ ଭାବିବା କୁ ଦିଅନ୍ତି ନାହିଁ, ତାର ଅନେକ ଯତ୍ନ ନିଅନ୍ତି। ତାକୁ ଅନେକ ଖୁସି ରେ ବଢ଼ି ଥାନ୍ତି। ତେବେ ବେଳେ ଜୀବନ ରେ ଏମିତି କିଛି ଘଟଣା ଘଟି ଯାଏ ଯାହା ପାଇଁ ପରିବାର ଲୋକ ଆଉ ସେହି ଛୁଆ ବହୁତ ଅସୁଵିଧା ରେ ପଡନ୍ତି। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଲିଛି,ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ଏହି ଖବର ଟି ଗୋଟେ ନିସହାୟ ବାପାର ଯିଏ କି ନିଜ ପୁଅ କୁ ସିନା ପାଇଲା , କିନ୍ତୁ ସେ ତା ପାଖରେ ରଖି ପାରୁ ନାହିଁ। ତେବେ ସେ ଛୁଆ ଟି ମାତ୍ର ୫/୬ ମାସ ର । ତେଣୁ ଏହି ଛୁଆ ଟି କୁ ବିପଦ ମୁଖ ରୁ ବଞ୍ଚାଇବା ପାଇଁ ସେ ତାକୁ ଗୋଟେ ବେଗ ରେ ପୁରାଇ ଗୋଟେ ଭଲ ଲୋକ ଙ୍କ ପାଖରେ ଛାଡି ଆସି ଥିଲା । ତେବେ ସେହି ଲୋକ ଟି ବହୁତ୍ ଭଲ ବୋଲି ସେ ଶୁଣିବା କୁ ପାଇ ଥିଲେ। ତେଣୁ ସେ ଛୁଆ ଟିକୁ ତାଙ୍କ ପାଖରେ ଛାଡି ଆସିଲେ।

ତେବେ ଏହି ଛୁଆ ଟି ଲାଲନ ପାଳନ ପାଇଁ ସେହି ଲୋକ ଜଣକ ମାସ କୁ ୫ ହଜାର ଟଙ୍କା ପଠାଇବେ ,ଆଉ ଏହି ଛୁଆ କୁ ୬/୭ ମାସ ନିଜ ପାଖରେ ରଖି ପାଳିବା ପାଇଁ ସେହି ଚିଠି ରେ ଲେଖି ଛୁଆ କୁ ଛାଡି ଆସି ଥିଲେ, ତେବେ ଏହି ଛୁଆ ର ମା ନାହିଁ । ତେବେ ପୋଲିସ ଗୋଟେ ପାଞ୍ଚ ବର୍ଷ ର ଶିଶୁ ପୁତ୍ର କୁ ଗୋତେ ବେଗ ଭିତରୁ ପାଇ ଥିଲା ଆଉ ସେହି ବେଗ ଭିତରେ ପଇସା , ଲୁଗା , ଜୋତା ରହି ଥିଲା। ତେବେ ଏଭଳି ଘଟଣା ସତ ରେ ହୃଦୟ ବିଦାରକ , ଯିଏ ଏହାକୁ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇ ଯିବ। ତେବେ ସେହି ପିତା ପାଇଁ ଏହା ଅନେକ ଦୁଃଖଦ ହୋଇ ନଥିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।