TV ରେ ଓଡ଼ିଆ ଝିଅଙ୍କୁ ଅପମାନ ଦେଉଥିବା ରଜକୁଇନ ଜଜଙ୍କ ଧଜିଆ ଉଡ଼ାଇଲେ ସୁଲଗ୍ନା, କହିଲେ ଏ ଅଭଦ୍ର ଜଜମାନେ ହେଉଛନ୍ତି….

0

ଓଡ଼ିଶା ରେ ବାସ କରୁଥିବା ବହୁତ୍ ଲୋକ ଓଡ଼ିଆ ସିରିଆଲ ଏବଂ ଫିଲ୍ମ ଦେଖନ୍ତି ତା ସହିତ ସେହି ଚେନାଲ ଗୁଡ଼ିକ ରେ ମଧ୍ୟ ଦେଉଥିବା ରିଆଲିଟୀ ଶୋ ଗୁଡ଼ିକ ଆଗରୁ କିଛି ବର୍ଷ ପୂର୍ବେ ଲୋକ ଙ୍କ ର ବହୁତ୍ ପଶନ୍ଦ ଥିଲା ହେଲେ ଏବେ କିଛି କିଛି ଜନ ତାହା ସବୁ ଦେଖିବା ପାଇଁ ପସନ୍ଦ କରୁନାହାନ୍ତି ।

କିଛି କିଛି ଝିଅ ମଧ୍ୟ ଏହି ଶୋ କୁ ଦେଖିବା ପାଇଁ ଭଲ ପାଉଥିବା ବେଳେ କିଛି ଜଣ ନିଜର ଆଲୁକାହିତ ପ୍ରତିଭା କୁ ସମାଜ ଆଗରେ ପରିଦର୍ଶନ କରିବା ପାଇଁ ଏହି ଠାରେ ଆସି ନିଜର ବହୁତ୍ ସମୟ କୁ ଦେଇ ସମସ୍ତ ପ୍ରତିଭା ପରିଦର୍ଶନ କରୁଛନ୍ତି।

ଏହି ଶୋ ଟି ବିଗତ କିଛି ବର୍ଷ ହେବ ଚାଲୁ ରହିଛି ଜୀ ସାର୍ଥକ ଚେନାଲ ରେ ଏହି ଶୋ ଟି କେବଳ ଝିଅ ମାନଂକ ପାଇଁ ହୋଇଥାଏ।ଏହି ପ୍ରତିଯୋଗିତା ରେ ପ୍ରତିଯୋଗୀ ଙ୍କ ଭିତରେ କଣ କଣ ଜ୍ଞାନ ରହିଛି ,ରଜ ବିଷୟରେ ହେଉ ଅଥବା ଅବା ଦେଶ ବିଷୟରେ କଣ ଜ୍ଞାନ ରହିଛି ,

ସମସ୍ତ କାର୍ଯ୍ୟ କରିବା ପାଇଁ କେତିକି ପରିମାଣ ରେ ସକ୍ଷମ ଅଛନ୍ତି ଆଉ ତା ସହିତ ଘର କାର୍ଯ୍ୟ ରେ କେତେ ନିପୂଣ ଅଛନ୍ତି ଏହି ଭଳି ସବୁ ପ୍ରତିଭା କୁ ପରଖୁ ଥିବା ବେଳେ ସେହିଠାରେ ଝିଅ ମାନଙ୍କର ସୁନ୍ଦରତା ମଧ୍ୟ ଲେଖା ଯାଇଥାଏ।ଝିଅ ମାନେ ମଧ୍ୟ ସେହିଠାରେ ଗୀତ,ନାଚ,ଅଭିନୟ, ମଡେଲିଂ ଆଦି ନିଜର ଟ୍ୟାଲେଣ୍ଟ୍ ଦେଖାଇ ସେଠାରୁ ରଜ ର ରାଜକୁମାରୀ ହୋଇ ଫେରି ଥାଆନ୍ତି।


କିନ୍ତୁ ବର୍ତ୍ତମାନ ସମୟ ରେ ରଜ କୁଇନକୁ ସୋ ରେ ଜଜ ମାନଙ୍କୁ ନେଇ ବିବାଦ ଦେଖା ଦେଇଛି। କାରଣ ଜଜ ମାନେ ଅଜବ ପ୍ରକାର ପ୍ରଶ୍ନ ଓ ପ୍ରଶ୍ନ ର କୌଣସି ମୂଲ୍ୟ ନ ଥିବା ଭଳି ଅଜବ ପ୍ରଶ୍ନ ପଚାରୁଛନ୍ତି ଝିଅ ମାନଙ୍କୁ ଆହୁରି ମଧ୍ୟ ଯଦି ଯେଉଁ ଝିଅ ମାନେ ଉତ୍ତର ଦେଇ ପାରୁନାହାନ୍ତି ତାଙ୍କୁ ସୋସିଆଲ ମିଡ଼ିଆ ରେ ଉପହାସ୍ୟ ହେବାକୁ ପଡୁଛି। ତେବେ ଏଭଳି କାମ ପାଇଁ ଲୋକେ ରଜ କୁଇନ ରେ ବସୁଥିବା ଜଜ ମାନଙ୍କୁ ସୋସିଆଲ ମିଡିଆରେ ଗାଳି ଦେଇ ବହୁତ୍ କମେଣ୍ଟ ଦେଉଛନ୍ତି।ଏହି ଘଟଣା ପାଇଁ ଜଣେ ମହିଳା ସ୍ୱର ଉତ୍ତଳନ କରିଛନ୍ତି ତେବେ ଚାଲନ୍ତୁ କଣ କହିଛନ୍ତି ସେ ଜାଣିବା।

ସେ ହେଉଛନ୍ତି ଲେଖିକା ସୁଲଗ୍ନା ଏହି ରଜ କୁଇନ ଜଜ ମାନଙ୍କ ବିଷୟରେ ତାଙ୍କ ଫେସ ବୁକ ଆକାଉଣ୍ଟ ରେ ସେ କହିଥିଲେ ମୁଁ କେବେବି ରଜ କୁଇନ ସୋ ଟିଭିରେ ଦେଖେନି କିନ୍ତୁ ସୋସିଆଲ ମିଡିଆରେ ଏହି ରଜ କୁଇନ ଭିଡ଼ିଓ ଦେଖିବାକୁ ମିଳୁଛି ସେଥିରେ ଫେସବୁକରେ ସେଇ କାର୍ଯ୍ୟକ୍ରମ ଗୁଡିକର ପ୍ରତିଯୋଗୀଙ୍କର ବହୁତ ଉପହାସ୍ୟ ଭିଡିଓ ଦେଖିବା ପାଇଁ ମିଳୁଛି।

ଏହା ଦ୍ୱାରା ନାରୀ ମାନଙ୍କ ସମ୍ମାନ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି।ଝିଅ ମାନେ ପାଠ ପଢି ମଧ୍ୟ ସେମାନେ ମୁର୍ଖଙ୍କ ପରି ଉତ୍ତର ଦେଇ ସେମାନଙ୍କ ନିଜ ଗାଁ ,ସ୍କୁଲ୍, କଲେଜ ନାମକୁ ବଦନାମ କରୁଛନ୍ତି କେବଳ ଏତିକି ନୁହଁ କିଛି ଝିଅ କିଛି କିଛି ସାଧାରଣ ପ୍ରଶ୍ନ ର ଉତ୍ତର ଦେଇ ପାରୁ ନଥିବା ବେଳେ କିଛି ଜଜ୍ ମାନେ ଅଧିକ ଅଭିନୟ କରୁଛନ୍ତି ନିଜକୁ ବହୁତ୍ ପଣ୍ଡିତ ବୋଲି ସାବ୍ୟସ୍ତ କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।