ଜାଣନ୍ତୁ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ ସିନ୍ଦୁର ର ଅଧିକାର ର ଅରୁଣା ଙ୍କ ର ଫ୍ୟାମିଲି ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି ତଥ୍ୟ ଯାହା କି କେହି ବି ଜାଣି ନାହାଁନ୍ତି

0

ଆମ ଓଡିଆ ସିରିଏଲ୍ ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।


ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ, ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ,ସିଏ ଆଜିର ସିରିଏଲ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।


ସେହି ଅଭିନେତ୍ରୀ ଜଣକ ତରଙ୍ଗ ର ସିନ୍ଦୁର ର ଅଧିକାର ସିରିଏଲ୍ ରେ ଅରୁଣା ଭାବରେ ଲୋକ ଙ୍କ ସମ୍ମୁଖ କୁ ଆସୁଛନ୍ତି। ତାଙ୍କ ର ସେହି ଅଭିନୟ କୁ ଲୋକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି,ସେ ଏହି ସିରିଏଲ୍ ରେ ଏକ ସାଧା ସିଧା ମହିଳା ଙ୍କ କ୍ୟାରେକ୍ଟର କରୁଛନ୍ତି। ସେ ନିଜର ଜୀବନ ରେ ଲକ୍ଷ୍ୟ ରଖିଥିଲେ ଅଭିନୟ କରିବେ ଏବଂ ଜଣେ ଭଲ ଅଭିନେତ୍ରୀ ହେବେ। ତେବେ ତାଙ୍କ ର ସେହି ଆଶା ଓ ସ୍ୱପ୍ନ ପୂରଣ ହୋଇଛି,ଅନେକ ଲୋକ ଅଛନ୍ତି ଯେଉଁମାନେ ଅଭିନୟ କଙ ନେଇ ନିଜର କ୍ୟାରିୟର ବନେଇବା ପାଇଁ ଲକ୍ଷ୍ୟ ରଖିଥାନ୍ତି କିନ୍ତୁ ସେମାନଙ୍କ ର ସ୍ୱପ୍ନ ପୂରଣ ହୋଇନଥାଏ।


ଅରୁଣା ତାଙ୍କ ର ସ୍ୱପ୍ନ ପୂରଣ କରିଛନ୍ତି ଏବଂ ଜଣେ ଭଲ ଅଭିନେତ୍ରୀ ମଧ୍ୟ ହୋଇଛନ୍ତି। ଅରୁଣା ଙ୍କ ଘର ଭୁବନେଶ୍ବର ଅଟେ ସେ ସେଠାରେ ନିଜର ପରିବାର ଲୋକ ଙ୍କ ସହ ରୁହନ୍ତି,ଅରୁଣା ଜଣେ ବହୁତ ଶାନ୍ତ ସରଳ ଝିଅ ଅଟନ୍ତି। ତାଙ୍କ ମନରେ କୌଣସି ପ୍ରକାରର ଗର୍ବ ଏବଂ ଅହଙ୍କାର ନାହିଁ। ସେ ସେଟ୍ ରେ ସମସ୍ତ ଙ୍କ ସହ ବହୁତ ଭଲ ବ୍ୟବହାର କରନ୍ତି। ଅରୁଣା ଭୁବନେଶ୍ବର ରେ ନିଜ ବାପା ମାଆ ଏବଂ ଛୋଟ ଭାଇ ଙ୍କ ସହ ରୁହନ୍ତି। ସେ ଜଣେ ଭଲ ଅଭିନେତ୍ରୀ ସହ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି ।

ଅରୁଣା ନିଜର ସ୍କୁଲ୍ ସମୟ ରେ ଦୂର୍ଗା ଙ୍କ ଅଭିନୟ କରୁଥିଲେ,କାରଣ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି, ଅରୁଣା ଆଗରୁ ତୁଳସୀ ସିରିଏଲ ରେ ମୁଖ୍ୟ ଅଭିନେତା ଅନୁଯାଇ କାମ କରୁଥିଲେ। ଯାହା ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ସେହି ସମୟ ରେ ତାହାର ଟିଆର୍ପି ମଧ୍ୟ ବହୁତ ଅଧିକ ଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।