ଗରୁଡ଼ ପୁରାଣ – ମୃତ୍ୟୁ ପରେ ଶବକୁ କଣ ପାଇଁ ଏକୁଟିଆ ଛଡାଯାଏନି

ଆମେ ସମସ୍ତେ ଜାଣିଛୁ କି ଜନ୍ମ ଅଛି ମାନେ ମୃତ୍ୟୁ ମଧ୍ୟ ରହିଛି ।ମୃତ୍ୟୁ କେତେବେଳେ କେଉଁ ସମୟରେ ଆସିଥାଏ ତାହା କାହାକୁ ଭି ଜଣା ନ ଥାଏ। କେତେବେଳେ କାହାର ଅକାଳ ମୃତ୍ୟୁ ହୋଇଥାଏ ତ ପୁଣି କେତେବେଳେ କିଏ ବହୁତ୍ କଷ୍ଟ ପାଇଁ ମୃତ୍ୟୁ ବରଣ କରିଥାନ୍ତି ।

ଯଦି ଆମେ ମୃତ୍ୟୁ କଥା କହିବା ପାଇଁ ଯିବୁ ତେବେ ଆମେ ନିଜ ଲୋକ ଙ୍କ ର ମୃତ୍ୟୁ କୁ କେବେ ଭି ଗ୍ରହଣ କରି ନଥାଉ ବହୁତ୍ କଷ୍ଟ ରେ ଆମେ ନିଜ ଲୋକ ର ସବ କୁ ଛାଡି ଥାଉ ।ଏହି କଥା ମଧ୍ୟ ନିହାତି ସତ୍ୟ କି ଯଦି ଜଣଙ୍କ ର ମୃତ୍ୟୁ ହେଉଛି ତେବେ ସେ ସେହି ଜନ୍ମ ରୁ ତ୍ରାହି ପାଇଁ ଅନ୍ୟ ଏକ ଜନ୍ମ ପାଇବା ପାଇଁ ଯାଉଛନ୍ତି ଓ ସେ ଏହା ଧାମ ତ୍ୟାଗ କରି ପର ଧାମ ରେ ବାସ କରିବା ପାଇଁ ଯାଉଛନ୍ତି।
ତେବେ ଆପଣ ମାନେ ମଧ୍ୟ ଏବଂ ଆମେ ଭି ଗୋଟିଏ କଥା ନିହାତି ଭାବରେ ଜାଣିଛୁ କି ଆମ ଓଡ଼ିଆ ଶାସ୍ତ୍ର ଓ ନିୟମ ଅନୁସାରେ ଯଦି ଜଣଙ୍କର ମୃତ୍ୟୁ ହେଉଚି ତେବେ ଆମେ ତାଙ୍କ ସବ କୁ ପୁଡ଼ି ଦେଇଥାଉ ଅନ୍ୟ ପକ୍ଷ ରେ କହିବା ପାଇଁ ଗଲେ ସବ କୁ ଦାହ କରି ଥାଉ।କିନ୍ତୁ ଏକ ମୁଖ୍ୟ କଥା ହେଉଚି ଆମର ସବ କୁ ଦାହ କରିବା ପାଇଁ ବହୁତ୍ ପ୍ରକାର ନିୟମ ମାନ ରହିଥାଏ।

ସେ ମୃତ୍ୟୁ ପାଖରୁ ଆରମ୍ଭ କରି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ।ଆପଣ ମାନଙ୍କ ମନକୁ ଏକ କଥା ନିହାତି ଭାବରେ ଆସୁଥିବ କି ଜଣଙ୍କ ମୃତ୍ୟୁ ପରେ କାହିଁକି ଜଣଙ୍କ ମୃତ ଶରୀର କୁ ଏକୁଟିଆ ଛଡ଼ା ଯାଇ ନଥାଏ ଚାଲନ୍ତୁ ଜାଣିବା କଣ ପାଇଁ ଏମିତି ହୋଇଥାଏ।ଏହି ସବୁ ବିଷୟରେ ବର୍ଣ୍ଣିତ ରହିଛି ଗରୁଡ଼ ପୁରାଣ ରେ ।

ତେବେ ଆପଣ ମାନେ ଗୋଟିଏ କଥା ଲକ୍ଷ କରିଥିବେ କି ଜଣଙ୍କ ମୃତ୍ୟୁ ପରେ ତାଙ୍କ ଶରୀର କୁ ଏକୁଟିଆ ଛଡ଼ା ଯାଏ ନଥାଏ କାରଣ ସେହି ସମୟରେ ଯଦି ମୃତ ବ୍ୟକ୍ତି କୁ କୁକୁର ଓ ବିଲେଇ ଭଳି ପଶୁ ମାନେ ଆସି ମୁହଁ ଲଗାଇ ଦେବେ ଆହୁରି ମଧ୍ୟ ଶରୀର କୁ ଅନ୍ୟ କୌଣସି ଘୁରୁଥିବା ଆତ୍ମା ଲାଗିଯାଏ,ଯାହା ଫଳରେ ଘର ଲୋକ ଙ୍କ ଅମଙ୍ଗଳ ହୋଇଥାଏ ।

ପୁରାଣ ରେ ବର୍ଣ୍ଣିତ ରହିଛି କି ଯଦି କୌଣସି ବ୍ୟକ୍ତି ଙ୍କ ର ସନ୍ଧ୍ୟା ପରେ ଅଥବା ପଂଚୁକ ସମୟରେ ମରଣ ହେଉଚି ତେବେ ଶରୀର କୁ ତା ପରଦିନ ସକାଳେ ନ ହେଲେ ପଂଚୁକ ସରିବା ପରେ ଦାହ କର ହୋଇଥାଏ।ଆହୁରି ମଧ୍ୟ ଯଦି କେହି ମୃତ ବ୍ୟକ୍ତି ଙ୍କ ର ବିବାହ ହୋଇ ନାହିଁ କିମ୍ବା ତାଙ୍କର ନିଜର କୌଣସି ପିଲା କି ଛୁଆ ଜନ୍ମ ହୋଇ ନାହିଁ ତେବେ ସେହି ମୃତ ବ୍ୟକ୍ତି ଙ୍କ ଆତ୍ମା ଟି ମକ୍ଷ ପ୍ରାପ୍ତ ହୋଇ ପାରି ନଥାଏ।ଆହୁରି ମଧ୍ୟ ମୃତ୍ୁ ପରେ ଶରୀର ପାଖରେ ଧୂପ ଲଗା ଯିବାର କାରଣ ଶରୀର ରୁ କୌଣସି ଦୁର୍ଗନ୍ଧ ବାହାରକୁ ନ ଯାଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।