କଣ ଆପଣଙ୍କ ପାଖରେ1 ଟଙ୍କିଆ ପୁରୁଣା ନୋଟ୍ ଅଛି କି ? ତେବେ ଆପଣ ରାତାରାତି ବନିଯିବେ କୋଟିପତି

0

ଆମେ ସମାଜ ରେ ଅନେକ ପ୍ରକାର ଲୋକ ଙ୍କୁ ଦେଖିବା । ସେମାନ ଙ୍କ ଭିତରୁ କିଛି ଜଣା ଦେଖିବା ରେ କହିବା ରେ କଥା ହେବାରେ ଆଦି ବିଭିନ କାର୍ଯ୍ୟ ରେ ଅଲଗା ପ୍ରକାର ହୋଇ ଥିବେ। ତେବେ ଏଥି ପାଇଁ ସେମାନେ ବହୁତ ଚର୍ଚ୍ଚା ରେ ରୁହନ୍ତି। ସମସ୍ତେ ତାଙ୍କର ସେହି ଗୁଣ କୁ ଦେଖିବାକୁ ବହୁତ ପସନ୍ଦ କରନ୍ତି। ତେବେ ଏଥି ପାଇଁ ଅନେକ ଅସୁବିଧା ରେ ପଡନ୍ତି ତ୍ ଆଉ କିଛି ଅନେକ ସୁବିଧା ପାନ୍ତି। ତେବେ ଏଭଳି ଲୋକ ଙ୍କୁ ଆମେ ବହୁତ ଦେଖି ଥିବା। ସେମାନଙ୍କ କାର୍ଯ୍ୟ ପାଇଁ ସେମାନେ ସମସ୍ତ ଙ୍କ ପସନ୍ଦ ଯୋଗ୍ୟ ହୋଇ ଥାନ୍ତି।


ତେବେ ଏମିତି ଅନେକ ଲୋକ ଥିବେ , ଯେଉଁ ମାନଂକୁ ଅନେକ କାର୍ଯ୍ୟ କରିବା କୁ ପସନ୍ଦ ରହିଥାଏ କିଏ ଶୋଇବାକୁ ଭଲ ପାଏ , କିଏ ନାଚିବା କୁ , ପଢିବା କୁ ,ଗୀତ ଗାଇବାକୁ , ରୋଷେଇ କରିବାକୁ ଆଦି ଅନେକ କାର୍ଯ୍ୟ କରିବକୁ ଭଲ ପାନ୍ତି। ତେବେ ଅଧିକ ଲୋକ ପୁରୁଣା ନୋଟ ଓ ମୁଦ୍ରା କୁ ସଂଗ୍ରହ କରି ରଖିବାକୁ ଭଲ ପାନ୍ତି। ତେବେ ସେମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି, ଆସନ୍ତୁ ଜାଣିବା ଏହି ବଡ଼ ସୁଯୋଗ ଟି କଣ।


ଏବେ ଚାଲିଛି ଫେଷ୍ଟିଭାଲ ଅଫର୍। ତେବେ ଏହି ଅଫର୍ ରେ ଆପଣ ମାନେ ଘରେ ବସି ମାଲା ମାଲ ହୋଇ ପାରିବେ। ତେବେ ଅନେକ ଲୋକ ଙ୍କ ପାଖରେ ପୁରୁଣା ନୋଟ ରହି ଥାଏ,ଏହାକୁ ରଖିବାକୁ ଅନେକ ଲୋକ ଭଲ ପାନ୍ତି। ତେବେ ଏହି ପୁରୁଣା ଏକ ଟଙ୍କିଆ ନୋଟ କୁ ଆପଣ ବିକି ଅନେକ ପଇସା ପାଇ ପାରିବେ।ତେବେ ପ୍ରଥମେ ଆପଣ ଏହି ନୋଟ ର ଫୋଟ କୁ ୱେବସାଇଟ୍ ରେ ଦେବେ। ଆଉ ଏହାକୁ ନବା ପାଇଁ ଅନେକ ଲୋକ ଙ୍କର ବୋଲ ଲାଗିବ। ତେବେ ଆପଣ ଯାହାକୁ ଚାହିଁବେ,ତାକୁ ବିକ୍ରି କରି ପଇସା ପାଇ ପାରିବେ।


ତେବେ ଏହି ନୋଟ ରେ ରିସର୍ଭ ବ୍ୟାଙ୍କ ରେ ଗଭର୍ନର୍ ଙ୍କ ଦସ୍ତଖତ ରହିବା ଦରକାର,ତେବେ ଏହି ନୋଟ କୁ ୧୯୨୮ ରେ ହିଁ ଛାପିବା ବନ୍ଦ କରି ଦିଆ ଯାଇ ଥିଲା। ଆଉ ପୁଣି ଥରେ ୧୯୪୦ ରେ ନୂତନ ନୋଟ ଛପା ହୋଇ ଥିଲା। ତେବେ ଯଦି ଆପଣ ଙ୍କ ପଖରେ ଏଭଳି ନୋଟ ଅଛି ତାହାଲେ ଆପଣ ସେହି କମ୍ପାନୀ କୁ ବିକ୍ରି ମଧ୍ୟ କରି ପାରିବେ,ଆଉ ଅନେକ ଟଙ୍କା ପାଇ ପାରିବେ। ତେବେ ଏହା ସହ ଆପଣ ଙ୍କ ପାଖରେ ଯଦି ୫ ଟଙ୍କିଆ ବା ୧୦ ଟଙ୍କିଆ ରେ ବୈଷ୍ଣବ ଦେବି ଙ୍କ ଚିତ୍ର ଥାଏ, ତେବେ ତାକୁ ମଧ୍ୟ ଆପଣ ବିକି ପଇସା ରୋଜଗାର କରି ପାରିବେ। ତେବେ ଏହା ସମସ୍ତଙ୍କ ପାଇଁ ଅନେକ ଭଲ ସୁଯୋଗ ରହିଛି ପଇସା ରୋଜଗାର କରିବାରେ। ତେବେ ଯାହା ପାଖରେ ପୁରୁଣା ନୋଟ ରହି ଛି। ସେମାନେ ଏହାର ଲାଭ ଉଠାଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।