ଓଡ଼ିଶା ସରକାର ଙ୍କ ତରଫ ରୁ – ଓଡିଶା ପୋଲିସରେ ବାହାରିଲା ଚାକିରି ଜାଣନ୍ତୁ ଆବେଦନ ପାଇଁ କ’ଣ ରହିଛି ସର୍ତ୍ତାବଳି

0

ଏହି କରୋନା ସ୍ଥିତି କୁ ଲକ୍ଷ୍ୟ କରି ଓଡ଼ିଶା ସରକାର ବିଗତ ବର୍ଷ ରେ ସମସ୍ତ ଚାକିରି ପାଇଁ ପୋଷ୍ଟ ଗୁଡ଼ିକୁ ବନ୍ଦ କରିଦେଇଥିଲେ ।ହେଲେ ଏବେ ଏବେ ବହୁତ୍ ପ୍ରଚେଷ୍ଟା ବଳ ରେ ଏହି ମହାମାରୀ କୁ କିଛି ପରିମାଣ ରେ ନୀୟନ୍ତ୍ରଣ କରି ପାରୁଛୁ।ତେଣୁ ଆଜି ହିଁ ସମସ୍ତ ଖବର କାଗଜ ଓ ଖବର ମାନଙ୍କର ପ୍ରସାରିତ ହୋଇଛି ଓଡିଶା ଗୋଭର୍ଣମେଣ୍ଟ ଏକ ବିରାଟ ପଦକ୍ଷେପ ନେଇଛନ୍ତି।

*ପଦବୀ ସଂଖ୍ୟା:-

୪୭୭ ଟି ପୋଷ୍ଟ ବାହାରିଛି ସବ୍ ଇନ୍ସପେକ୍ଟର ଅଫ ପୋଲିସ ର ଏବଂ ଦ୍ଵିତୀୟ ଟି ୨୪୪ ଟି କନଷ୍ଟେବଳ ପୋଷ୍ଟ ପାଇଁ ।ସବ୍ ଇନ୍ସପେକ୍ଟର ଙ୍କ ବିଷୟରେ ଆପଣ ମାନେ ବହୁତ୍ ଭଲ ଭାବରେ ଜାଣିଥିବେ କାରଣ ଏହି ଚାକିରି ଟି ହେଉଛି ମୁଖ୍ୟ ପତି ହେବା ପାଇଁ ଥାନା ରେ ଏବଂ ଆପଣ ଏଥି ପାଇଁ ସମସ୍ତ ଅଫିସ ରେ ରହିପାରିବେ।ଏଥି ପାଇଁ ଯେତିକି ଯୁବ ମହିଳା ଓ ପୁରୁଷ ଅଛନ୍ତି ସେହି ମାନେ ହିଁ ଅଂଶ ଗ୍ରହଣ କରିପାରିବେ।

*ଶିକ୍ଷାଗତ ଯୋଗ୍ୟତା:-

ଏଥି ପାଇଁ ଆପଣଙ୍କର ୟୁଜି ପାଠ ପଢା ସରି ସର୍ଟିଫିକେଟ ପାଇଁ ସାରିଥିବା ଆବଶ୍ୟକ ଏବଂ ଏଥି ରେ ଅଂଶ ଗ୍ରହଣ କରିବା ପାଇଁ ଆପଣ ଗ୍ରାଜୁଏସନ୍ ପଢା ସାରିଥିବା ନିହାତି ଆବଶ୍ୟକ ଇତି ସହିତ ଆପଣ ମାନେ ମଧ୍ୟ ଜାଣି ରଖିବା ନିହାତି ଆବଶ୍ୟକ କି ଏହି ପରୀକ୍ଷା ପଦ୍ଧତି ପୂର୍ବ ଠାରୁ ସାମାନ୍ୟ ପରିବର୍ତ୍ତନ ହୋଇଚି ।
ଆପଣ ଏଥି ରେ କେବଳ ଗୋଟିଏ ମାତ୍ର ଲିଖିତ ପରୀକ୍ଷା ଦେବା ସହିତ ଫିଜିକାଲ୍ ପରୀକ୍ଷା ଦେବା ପରେ ଆପଣ ଏହି ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିପାରିବେ ।ଏହି ଲିଖିତ ପରୀକ୍ଷା ଟି ସମ୍ପୂର୍ଣ ରୂପେ ଏମ ସି କ୍ୟୁ ହେବ।ଦ୍ଵିତୀୟ ଟି ପାଇଁ ଆପଣ +୨ ଅତିକ୍ରମ କରି ସାରିଥିବା ଆବଶ୍ୟକ ନହେଲେ ଆପଣ ଡିପ୍ଲୋମା ପଢା ଯୋଗ୍ୟତା ରଖିଥିବା ଆବଶ୍ୟକ ।ଏହା ସହିତ ଆପଣ ଙ୍କ ପରୀକ୍ଷା ୩ଟି ପଦ୍ଧତି ରେ ହେବ।

*ଆବେଦନ ପ୍ରଣାଳୀ:-

ଏଥି ପାଇଁ ଆପଣ ୨୨ଜୁନ ରୁ ୧୫ ଜୁଲାଇ ପର୍ୟ୍ୟନ୍ତ ଆପ୍ଲିକେସନ୍ ଆବେଦନ କରିପାରିବେ।ଏହି ସବୁ କିଛି ଆପଣ ଅନଲାଇନ ଯୋଗେ ହିଁ କରିପାରିବେ ।ଏହା ସହିତ ଆପଣ ଓଡ଼ିଶା ପୋଲିସ ରେ ରହିଲେ ଆପଣ ବହୁତ୍ ଭଲ ରେi ରହିପାରିବେ । ଏଥି ସହିତ ବହୁତ୍ ଆଦର ପାଇବେ ଓଡ଼ିଶା ଲୋକ ଙ୍କ ପାଖରୁ ତା ସହିତ ଲୋକ ଙ୍କ ସାହାଯ୍ୟ ମଧ୍ୟ କରି ପାରିବେ।
ଆପଣ ଯେଉଁଠି ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଓ ଆପଣଙ୍କ ଥରେ ଯୋଗ୍ୟତା ରହିଛି ତାହା ହିଁ ଆପଣ ହାସଲ ନିହାତି କରି ପାରିବେ ତେଣୁ ଯାହା ପାଖରେ ଯୋଗ୍ୟତା ରହିଛି ସେ ହିଁ ଆବେଦନ କରନ୍ତୁ।ଏହା ପାଇଁ ନିଜର ବହୁତ୍ ରୁ ବହୁତ୍ ସମୟ ବ୍ୟବହାର କରନ୍ତୁ ନିଜକୁ ସେତିକି ଯୋଗ୍ୟ ବନାନ୍ତୁ ।ଆପଣ ଙ୍କ ସହିତ ସମସ୍ତ ଓଡ଼ିଶା ଲୋକ ଙ୍କ ର ଆଶୀର୍ବାଦ ରହିଛି ।ତେଣୁ ଏବେ ଠାରୁ ହିଁ ଲାଗି ପଡନ୍ତୁ ଏହି ପୋଷ୍ଟ ପାଇଁ ଆହୁରି ସମ୍ପୂର୍ଣ ରୁପେ ବର୍ଣ୍ଣନା ଆପଣ ଖବର କାଗଜ ରୁ ପାଇପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।