ବୃହସ୍ପତିଙ୍କ ଚଳନ ଯୋଗୁଁ କଣ କ’ଣ ସବୁ ପ୍ରଭାବ ପଡିପାରେ ଧନୁ ରାଶି ଓ ମୀନ ରାଶି ନିଶ୍ଚୟ ଦେଖନ୍ତୁ

0

ସବୁ ମଣିଷର ଜୀବନରେ ଅନେକ ପ୍ରକାର ଅସୁଵିଧା ଆସି ଥାଏ,ଆଉ ସେହି ସମସ୍ୟା ବା ସେହି ଅସୁବିଧାର ସମାଧାନ କୌଣସି ଜାଗା ରେ ନଥାଏ,ସେତେବେଳେ ଜଣେ ମଣିଷ ବାହୁତ୍ ଚିନ୍ତିତ ହୋଇ ଉଠେ ,ଆଉ ଏହାର ସମାଧାନ ପାଇଁ ବାଟ ଖୋଜି ବୁଲେ।ତେବେ ଏହା ଦ୍ୱାରା ତାର ଜାତକ ପ୍ରସ୍ତୁତ ହୋଇ ଥାଏ। ଆଉ ଏହି ଜାତକ୍ ରେ ସେ ତାର ଜୀବନ ର ସମସ୍ତ ଘଟଣା କୁ ଲିପିବଧ୍ କରି ରଖା ଯାଏ,ତେବେ ଏହି ଜାତକ ଦ୍ୱାରା ଗୋଟେ ମଣିଷ ର ରାଶି ଦେଖା ଯାଏ, ସାରା ସଂସାର ରେ ୧୨ ଟି ରାଶି ରହିଛି ।

ତେବେ ସେହି ୧୨ ଟି ରାଶି ପ୍ରେତେକ ଲୋକ ଙ୍କର ହୋଇ ଥାଏ। ତେବେ ସେହି ରାଶି ମାନଂକର କେତେବେଳେ ଶୁଭ ସମୟ ରହିଛି ଆଉ କେତେବେଳେ ଅଶୁଭ ସମୟ ରହିଛି । ତେବେ ଆଜି ଆମେ ସେହିପରି କିଛି ତଥ୍ୟ ଜାଣିବା ଅଳ୍ପ କିଛି ରାଶି ମାନଙ୍କ ସମ୍ପର୍କ ରେ।ତେବେ ଆସନ୍ତୁ ଜାଣିବା ତଥ୍ୟ ଗୁଡିକ କଣ କଣ।ତେବେ ଆଜି ଧନୁ ଠାରୁ ମୀନ ଯାଏ ରାଶି ମାନଂକର ବ୍ରୁହସ୍ପତି ଚଲନ ସମପର୍କ୍ ରେ ଜାଣିବା। ତେବେ ବୃହସ୍ପତି ଯେଉଁ ରାଶି ମାନଂକର ରେ ଚଳନ ହୁଅନ୍ତି ପାଖା ପାଖି ୧ ବର୍ଷ ଯାଏ ରହିବେ।


*ତେବେ ବ୍ରୁହସ୍ପତି ୨୦ /୧୧/୨୦୨୦ ରୁ ୨୦/୧୧/୨୦୨୧ ଯାଏ ମକର ରାଶି ରେ ରହିବେ।

*ତେବେ ଦେଖିବାକୁ ଗଲେ ୨୦/୧୧/୨୦୨୧ ଯାଏ ରହିବେ,ତେବେ ୫ଏପ୍ରିଲ୍ ରୁ ୧୪ ସେପ୍ଟେମ୍ବର ଯାଏ କୁମ୍ଭ ରାଶି କୁ ଗତି କରିବେ।


* ପୁଣି ୧୪ ସେପ୍ଟେମ୍ବର ରୁ ମକର ରାସିକୁ ଫେରିବେ। ତେବେ ଏହି ଯଉ ବୃହସ୍ପତି ଚଳନ ଧନୁ ରାଶି ରୁ ମୀନ ରାଶି ଯାଏ ରହିଛି। ଏହା ସମଗ୍ର ସଂସାର ପାଇଁ ୧୨ ଟି ରାଶି ଉପରେ ଏକ ପ୍ରକାର ପ୍ରଭାବ ପଡିବ।

*ବୃହସ୍ପତି ମକର ରାଶି ର ଉତ୍ତରସାଳ ନକ୍ଷେତ୍ର ୬ ଜାନୁଆରୀ ୨୦୨୧ ଯାଏ ରହିବେ।

* ତେବେ ପୁଣି ୪ ମାର୍ଚ୍ଚ ୨୦୨୧ ରୁ ରହିବେ। ତେବେ ପୁଣି ୪ ମାର୍ଚ୍ଚ ରୁ ୨୦ନଭେମ୍ବର ଯାଏ ଧନୀଷ୍ଟା ନକ୍ଷତ୍ରରେ ରହିବେ।


ଦେବ ଗୁରୁ ବ୍ରୁହସ୍ପତି ହେଉଛନ୍ତି ଦେବତା ମାନଂକର ଗୁରୁ,ତେବେ କୁହନ୍ତୁ ଯେ ଗୁରୁ ସବୁବେଳେ ଶୁଭ। ତେବେ ବୃହସ୍ପତି ଯେଉଁ ରାଶି ମାନଂକର ରେ ଚଳନ ହୁଏ। ସେହି ରାଶି ଗୁଡିକ ରେ ଅନେକ ଶୁଭ ଫଳ ମିଳି ଥାଏ, ବ୍ରୁହସ୍ପତି ବହୁତ ଶୁଭ ହୋଇ ଥାନ୍ତି। ତେବେ ବିଚାର୍ କରିଲେ।ବୃହସ୍ପତି ହେଉଛନ୍ତି ଅର୍ଥକାରି ଗ୍ରହ । ଏହା ଦ୍ୱାରା ମାନ ସମ୍ମାନ ବୃଦ୍ଧି ହେବ,ସମାଜରେ ଉନତି ହେବ। ଆଉ ନିଜର ସ୍ଥିତି କୁ ମଜବୁତ କରିବ। ଆଉ ବ୍ରୁହସ୍ପତି ଙ୍କ ଦ୍ୱାରା ଜଣେ ମହିଳା ସୁପୁତ୍ର ବା ସୁକନ୍ୟା କୁ ଜନ୍ମ ଦେଇ ଥାଏ।

ତେବେ ବ୍ରୁହସ୍ପତି ସୁନା କୁ ପରିଲିଖିତ କରି ଥାନ୍ତି। ବୃହସ୍ପତି ରହିଲେ ଜଣେ ବ୍ୟକ୍ତି ସୁନା କିଣି ଥାଏ,ତେବେ ସମସ୍ତେ ଖୁସି ଖୋଜନ୍ତି , ଧନ ଖୋଜନ୍ତି । ତେବେ ଏହି ସବୁ ବୃହସ୍ପତି ଦ୍ୱାରା ହୋଇ ଥାଏ, ତେବେ ଧନୁ ରାଶି ରୁ କୁମ୍ଭ ରାଶି ରେ ଚଳନ ହେବେ,ଏହି ରାସି ଗୁଡିକ ପାଇଁ ବହୁତ ଶୁଭ ରହିଛି। ବହୁତ ଅର୍ଥକରି ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।