ବିନା ମେଡିକାଲ ଚେକପ୍ କରି କିପରି ଜାଣିବେ ଗର୍ଭରେ ପୁଅ ଅଛି ନା ଝିଅ-ପୁଅ ହବାର 5-ଟି ଲକ୍ଷ୍ୟଣ ଦେଖି ଜାଣନ୍ତୁ

0

ଏଇ ସଂସାର ର ନିୟମ ହେଉଛି ପୁଅ ଝିଅ ପରସ୍ପରକୁ ବିବାହ କରିବେ ଏବଂ ନିଜ ନିଜର ବଂଶ ରକ୍ଷା କରିବେ ତଥା ମଣିଷ ସମାଜ କୁ ବଜାଇ ରଖିବେ। ତେବେ ବିବାହ ପରେ ସବୁ ଦମ୍ପତି ତାନେ ଆଶା କରିଥାନ୍ତି ନିଜ ନିଜର ଏକ ପିଲା କରିବା ପାଇଁ। ବହୁତ ଜଣ କୁହନ୍ତି କି ଆମକୁ ଝିଅ ଦରକାର ନାହିଁ ପୁଅ ଦରକାର। ତେବେ ଆଗ କାଳ ରେ ତ ଘରେ ଘରେ ଲୋକ ମାନେ କହୁଥିଲେ ଆମର ବଂଶ ରକ୍ଷା ପାଇଁ ପୁଅ ଟିଏ ଦରକାର ଝିଅ ଦରକାର ନାହିଁ।


ଯଦି ଏକ ଝିଅ ଟିଏ ହେଉଥିଲା ତେବେ ସେହି ଛୁଆ ଟିକୁ ଜନ୍ମ ହେବା ମାତ୍ରେ ହିଁ ତାକୁ ମାରିଦେଉଥିଲେ କିମ୍ବା ପିଲା ଟି କୁ ସେହି ଡାକ୍ତରଖାନା ରେ ହିଁ ଛାଡି ପଳେଇଆସୁଥିଲେ। ସରକାର ଏକ ନିୟମ ବାହାର କରିଲେ କି କେହି ବି ଗର୍ଭବତୀ ସମୟ ରେ ପିଲା ର ଲିଙ୍ଗ ନିରୁପଣ କରିପାରିବେନି। ଏହା ହେଉଛି ଏକ ଆଇନଗତ ଅପରାଧ। ତେବେ ଆମେ ଆଜି ଆପଣ ମାନଙ୍କୁ କହିବୁ କେଉଁ ପରି ଭାବରେ ଆପଣ ମାନେ ବିନା ଅଲ୍ଟ୍ରାସାଉଣ୍ଡ ରେ ଜାଣିପାରିବେ କି ପେଟ ରେ ଥିବା ପିଲାଟି ପୁଅ ନା ଝିଅ।


ଯଦି ଆପଣ ଙ୍କୁ ପ୍ରଗ୍ନେନ୍ସି ଟାଇମ୍ ନିଦ କମ୍ ହେଉଛି ଠିକ୍ ଭାବରେ ନିଦ ହେଉନି, ତେବେ ଆପଣ ଙ୍କ ର ପୁଅ ଟିଏ ହେବ। ଯଦି ଆପଣଙ୍କୁ ଠିକ୍ ଭାବରେ ନିଦ ହେଉଛି ଏବଂ ଦିନ ରେ ମଧ୍ୟ ଶୋଇବାକୁ ଇଚ୍ଛା ହେଉଛି କିମ୍ବା ଅଧିକ ଶୋଇବାକୁ ଇଚ୍ଛା ହେଉଛି ତେବେ ଆପଣ ମାନେ ଜାଣିପାରିବେ ସେହି ପିଲାଟି ଏକ ଝିଅ ହେବ। ଆପଣଙ୍କୁ ଯଦି ଅଧିକ ମାତ୍ରାରେ ଅଳସୁଆ ଲାଗୁଛି ବା କୌଣସି କାମ କରିବାକୁ ଇଚ୍ଛା ହେଉନି କି କୌଣସି କାମ ରେ ମନ ଲାଗୁନି ତେବେ ଆପଣ ଙ୍କ ର ଝିଅ ଟିଏ ହେବ। ଯଦି ଆପଣ ମାନଙ୍କୁ ପ୍ରଗ୍ନେନ୍ସି ଟାଇମ୍ ରେ ଭଲ ଲାଗୁଛି ବା ସବୁ କାମ କରିବାକୁ ଭଲ ଲାଗୁଛି ଏବଂ ଆପଣ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛନ୍ତି, ତେବେ ଆପଣ ମାନଙ୍କ ର ପୁଅ ଟିଏ ହେବ। ପେଟ ର ସାଇଜ୍ ରୁ ମଧ୍ୟ ଦେଖି କହିହେବ ପୁଅ ହେବ ନା ଝିଅ ହେବ। ଯଦି ଆପଣ ମାନଙ୍କ ର ବଡ ପେଟ ଟିଏ ହୋଇଛି ତେବେ ଆପଣ ମାନଙ୍କ ର ଝିଅ ଟିଏ ହେବ,ଯଦି ଛୋଟ ପେଟ ଟିଏ ହୋଇଛି ତେବେ ଆପଣ ମାନଙ୍କ ପୁଅ ଟିଏ ହେବ।


ଯଦି ଆପଣ ମାନେ ପ୍ରେଗ୍ନେନ୍ସି ସମୟ ରେ ଅଧିକ ସମୟ ବାମ କଢ ମାଡି ଶୋଉଛନ୍ତି ତେବେ ଆପଣ ମାନଙ୍କ ର ପୁଅ ଟିଏ ହେବ, ଯଦି ଆପଣ ମାନେ ଡାହାଣ କଢ ମାଡି ଶୋଉଛନ୍ତି ତେବେ ଆପଣ ଙ୍କ ର ଝିଅ ଟିଏ ହେବ। ନାକ ର ସାଇଜ୍ ରୁ ମଧ୍ୟ ଜାଣିହୁଏ କି ପିଲା ଟି ପୁଅ ହେବ ନା ଝିଅ। ଯଦି ଜଣେ ଗର୍ଭବତୀ ମହିଳା ଙ୍କ ର ନାକ ପୂର୍ବଠାରୁ ମୋଟା ହୋଇଯାଇଛି ତେବେ ତାଙ୍କ ର ପୁଅ ହେବ। ଆଉ ଯଦି ନାକ ରେ କୈାଣସି ପରିବର୍ତ୍ତନ ନାହିଁ ଏବଂ ନାକ ପୂର୍ବ ପରି ପୁରା ସେମ୍ ଅଛି ତେବେ ଝିଅ ହେବ। ଆଉ ଯଦି ଜଣେ ଗର୍ଭବତୀ ମହିଳା ଙ୍କ ର ନାଭି ବାହାରକୁ ବାହାରିଛି ତେବେ ତାଙ୍କର ପୁଅ ଟିଏ ହେବ ଆଉ ଯଦି ନାଭି ଟି ଭିତର କୁ ଅଛି ତେବେ ତାଙ୍କ ର ଝିଅ ଟିଏ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।