3 ଦିନ ଗୋଟେ ମୁଠା ଖାଇ ଦିଅନ୍ତୁ ଏହି ଜିନିଷ, ପୁରା ଜୀବନ ସୁଗାର, କୋଲେଷ୍ଟ୍ରଲ, ମୋଟା ପଣ, ଅନିଦ୍ରା ଓ ହୃଦୟ ରୋଗ କେବେବି ହେବ ନାହିଁ

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ ।

ତେବେ ବର୍ତ୍ତମାନ ଆପଣ ମାନେ ଦେଖୁଥିବେ କି ଲୋକ ମାନଙ୍କ ପାଖରେ ଭିନ୍ନ ଭିନ୍ନ ରୋଗ ଦେଖିବାକୁ ମିଳୁଛି ।ତେବେ ଯଦି ଆମେ ଆଜି କାଳ ର କଥା କହିବା ତ ସେତେବେଳେ ଲୋକମାନ ଙ୍କୁ ଏହିପରି ସବୁ ରୋଗ ହେଉନଥିଲା। ସେମାନେ ବେଶ ସୁସ୍ଥ ଓ ସବଳ ରହିଥିଲେ ।ବର୍ତ୍ତମାନ ର ସମସ୍ତ ଖାଦ୍ୟପେୟ ରେ ଆମେ ବଧେ ଅନେକ ରାସାୟନିକ ପଦାର୍ଥ ର ବ୍ୟବହାର କରୁଛନ୍ତି ତେଣୁ ଭିନ୍ନ ଭିନ୍ନ ରୋଗ ସବୁ ଦେଖାଯାଉଛି।
ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏମିତି ଏକ ଆୟୁର୍ବେଦିକ ପଦାର୍ଥ ବିଷୟରେ ଜଣେଇବୁ ଯାହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଦୁର୍ବଳ ଲାଗିବ ନାହିଁ , ହୃଦଘାତ , କ୍ରଲେଷ୍ଟିର, ଡାଇବେଟିସ ଆଦି ମାରାତ୍ମକ ରୋଗ ଭଲ ହୋଇଯିବ ଏବଂ ଆଉ କେବେବି ଏହିଭଳି ରୋଗ କେବେ ବି ହେବନି।ତେବେ ଆସନ୍ତୁ ଜାଣିବା ସେହି ଆୟୁର୍ବେଦ ଜିନିଷ ଟି କଣ ଏବଂ କିପରି ଭାବରେ ତାହାର ବ୍ୟବହାର କରିବେ ତା ବିଷୟରେ ଜାଣିବା।

ବନ୍ଧୁଗଣ ସେହି ଜିନିଷ ଟି ହେଉଛି ଆପଣ ଏକ ପରିବା ଭାବରେ ବ୍ୟବହାର କରୁଥିବା କଖାରୁ ର ମଞ୍ଜି ।ଏବେ ଆପଣଙ୍କ ମନକୁ ନିଶ୍ଚୟ ଏକ ପ୍ରଶ୍ନ ଆସୁଥିବ କି ଏହି ସାଧାରଣ କଖାରୁ ମଞ୍ଜି କିପରି ଭାବରେ ଏତେ ବଡ଼ ବଡ଼ ମାରାତ୍ମକ ରୋଗ କୁ ଭଲ କରିପାରିବ ।କିନ୍ତୁ ଏହା ସତ୍ୟ ଅଟେ ବନ୍ଧୁଗଣ ଏହି କଖାରୁ ମଞ୍ଜି ରେ ଭରପୁର ପରିମାଣ ରେ ମ୍ୟାଗ୍ନେସିୟମ , କ୍ୟାଲସିୟମ ଏବଂ ପୋଷକ ତତ୍ୱ ରହିଥାଏ ଯାହାକି ଆମ ଶରୀର ପାଇଁ ବହୁତ ଉପକାରୀ ତଥା ଲାଭବାନ ଅଟେ।
ତେବେ ଏହି କଖାରୁ ମଞ୍ଜି କୁ ଆପଣ ରାତିରେ ଶୋଇବା ସମୟରେ ପାଣିରେ ଭିଯାଇ ଦିଅନ୍ତୁ ଏବଂ ସକାଳେ ଉଠିବା ପରେ ଖାଲି ପେଟରେ ଏଥିରୁ ମୁଠାଏ ସେବନ କରନ୍ତୁ। ଏହାକୁ ନିୟମିତ ଭାବରେ ୨୧ ଦିନ ସେବନ କରିବା ଦ୍ୱାରା ଆପଣ ଶରୀରରେ ଡାଇବେଟିସ , କ୍ରଲେଷ୍ଟର , ପେଟ ରୋଗ , ଅନିଦ୍ରା ରୋଗ ଆଦି ରୋଗ ମୂଳ ରୁ ଭଲ ହୋଇଯାଇଥାଏ ।ଏବଂ ଭବିଷ୍ୟତରେ ମଧ୍ୟ ଆଉ ହେବାର ସମ୍ଭାବନା ନଥାଏ। ଖାଲି ଏତିକି ନୁହେଁ ଯଦି ଆପଣ ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଏହି କଖାରୁ ମଞ୍ଜିରୁ ମୁଠାଏ ସେବନ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।