ଆଧାର କାର୍ଡ ରେ କେଉଁ ମୋବାଇଲ୍ ନମ୍ବର ହୋଇଛି ଲିଙ୍କ୍ ? କେମିତି ଜାଣିବେ . ଜାଣିବା ପାଇଁ ପୋଷ୍ଟଟି ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ…..

0

ଏବେ ପୁରା ଦେଶ ରେ ଲୋକ ଙ୍କ ପରିଚୟ୍ ପାଇଁ ଅନେକ ପ୍ରକାର କାର୍ଡ ର ବ୍ୟବହାର ହେଉଛି। ଲୋକ ମାନେ ଯେମିତି ଏହି ଦେଶ ରେ ନାଗରିକ ର ପରିଚୟ ପାଇ ପାରିବେ। ତାକୁ ନେଇ ସବୁ ପ୍ରକାର ବ୍ୟବସ୍ଥା ରହିଛି। ତେବେ ସରକାର ଲୋକ ମାନଂକୁ ନିଜର ପରିଚୟ୍ ପ୍ରଦାନ ପାଇଁ ଅନେକ ପ୍ରକାର କାର୍ଡ ର ବ୍ୟବସ୍ଥା କରିଛନ୍ତି। ତେବେ ଏହି କାର୍ଡ କୁ ଦେଖାଇଲା ପରେ ଆପଣ ଜଣେ ଏହି ଦେଶ ର ନଗରିଗ ବା ଆପଣ ଙ୍କୁ ମିଲିବାର୍ ଥିବା ସମସ୍ତ ସୁବିଧା ମିଳିବ । ତେଣୁ ପରିଚୟ୍ କାର୍ଡ ରହିବା ନିହାତି ଆବଶ୍ୟକ ହୋଇ ପଡିଛି। ତେଣୁ ପ୍ରେତେକ୍ ଲୋକ ଙ୍କ ପାଖରେ ଏହି କାର୍ଡ ରହିବ ଦରକାର । ପିଲା ଠାରୁ ବୁଢା ଯାଏ ସମସ୍ତଙ୍କ ପାଖରେ ଏହା ରହିବା ଦରକାର । ଦେଲେ ଯାଇ ଆପଣ ଙ୍କ ସୁବିଧା ଓ କାମ ହୋଇ ପାରିବ ।


ତେବେ ଆଗରୁ ଲୋକ ମାନଙ୍କ ପାଇଁ ସରକାର କେବଳ ଭୋଟ ପରିଚୟ୍ ପାତ୍ର ର ବ୍ୟବସ୍ଥା କରି ଥିଲେ। କିନ୍ତୁ ଏବେ ଅନେକ ପ୍ରକାର୍ କାର୍ଡ ର ବ୍ୟବସ୍ଥା ରହିଛି । ଆଧାର କାର୍ଡ , ପାନ କାର୍ଡ , ଆଦି ଅନେକ ପ୍ରକାର୍ କାର୍ଡ ରହିଛି। ତେବେ ଏହି କାର୍ଡ କୁ ଦେଖାଇ ଆପଣ ସବୁ ପ୍ରକାର ସୁବିଧା ପାଇ ପାରିବେ । ଏହା ଲୋକ ଙ୍କୁ ଅନେକ ଅସୁବିଧା ରୁ ରକ୍ଷା କରିବ । ଆଉ ଆପଣଙ୍କ ଯେଉଁ କାମ ହେଇ ପାରୁ ନଥିବ ଏହାକୁ ଦେଖାଇ ଆପଣ କରାଇ ପାରିବେ,ଆଉ ଏହି କାର୍ଡରେ ବିଜୁଳି ବିଲ , ଗ୍ୟାସ ବିଲ , ଆଦି ଅନେକ ବିଲ ଭରି ପାରିବେ,ଆଉ ତା ସହ ବ୍ୟାଙ୍କ ରେ ଖାତା ଖୋଲିବା ପାଇ ଏହା ନିହାତି ଆବଶ୍ୟକ ହୋଇ ଥାଏ।ଯେଉଁ ବ୍ୟକ୍ତି ପାଖରେ ଏହି ସବୁ କାର୍ଡ ନ୍ ଥିବେ । ତେବେ ଆଜି ଆମେ ଆଧାର କାର୍ଡରେ କେମିତି ଆପଣ ନିଜର ମୋବାଇଲ ନମ୍ବର କୁ ଲିଙ୍କ କରି ପାରବେ ଆଉ ଅଧାର କାର୍ଡ ରେ ଥିବା ସମସ୍ତ ତଥ୍ୟ ଠିକ ଅଛି କି ନାହିଁ କେମିତି ଜାଣିବେ , ସେ ସମ୍ପର୍କ ରେ ଜାଣିବା ।


ତେବେ ଆପଣ ଯଦି ଆଧାର ଉପଭୋକ୍ତା ହୋଇ ଥିବେ। ତେବେ ଆଧାର କାର୍ଡ ରେ ସମସ୍ତ ତଥ୍ୟ ଠିକ ଥିବା ନିହାତି ଆବଶ୍ୟକ।ଯାହା ଦ୍ୱାରା ଏହା ଆପଣ ଙ୍କୁ ଅସୁବିଧା ରୁ ବଞ୍ଚାଇବ । ନହେଲେ ଆପଣ ଅନେକ ଅସୁବିଧା ରେ ପଡି ପାରଅନ୍ତି। ତେବେ ଆପଣ ଯଦି ଆପଣ ଙ୍କ ଆଧାର କୁ ଆପଡେଟ କରିବାକୁ ଚାଁହାନ୍ତି। ତାହାଲେ ପ୍ରଥମେ ଇଉଆଇଡ଼ିଏ ର ୱେବସାଇଟ୍ କୁ ଯାଇ ଏହା ଅପଡେ଼ଟ କରି ପାରିବେ।ତେବେ ଆପଣ ଯଦି ଜାଣିବାକୁ ଚାଁହୁଚନ୍ତି କି ଆପଣ ଙ୍କ ର କେଉଁ ମୋବାଇଲ ନମ୍ବର ରେ ଏହା ଲିଙ୍କ ରହିଛି ।


ତାହାଲେ ଅପଡେଟ ସମୟ ରେ ଆପଣ ଙ୍କ ମୋବାଇଲ କୁ ଏକ ଓଟିପି ନମ୍ବର ଆସିବ ଆଉ ଯଦି ଆପଣ ଙ୍କ ମୋବାଇଲ ନମ୍ବର ସଠିକ ଥିବ ତାହାଲେ ଏହି ନମ୍ବର ଆସିବ ।ନହେଲେ ଏହା ଆସିବ ନାହିଁ।ଆଉ ଯଦି ଆପଣ ଙ୍କ ନମ୍ବର ଠିକ ଥିବ ତାହାଲେ ଅପଡେଟ ପ୍ରକ୍ରିୟା ଆଗକୁ ବଢିବ । ନହେଲେ ଏହା ଭୁଲ ଅଛି ବୋଲି ମେସେଜ ଆସିବ । ତେବେ ଏହି ଭଳି ଭାବେ ଆପଣ ଭୁଲ ତଥ୍ୟ କୁ ଠିକ କରି ପାରବେ ଆଉ ନିଜର ମୋବାଇଲ ନମ୍ବର କୁ ମଧ୍ୟ ଲିଙ୍କ କରି ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।