ପରିସ୍ଥିତିରେ ପଡି ଗୋଟିଏ କୁକୁରକୁ ବିବାହ କଲେ ଏହି ସୁନ୍ଦରୀ ଯୁବତୀ ଆଉ ଚତୁର୍ଥୀ ରାତିରେ ଯାହା ଘଟିଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ଦେଶରେ ବେଳେ ବେଳେ ଏମତି ସବୁ ଘଟଣା ଦେଖିବାକୁ ମିଳେ , ଯାହା ଆଗରୁ କେବେ ଦେଖିବାକୁ ମିଳି ନଥାଏ, ତେବେ ଏହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ। ତେବେ ଅନେକ ଘଟଣା ଦେଖିବା କୁ ମିଳିଛି ଆମ ଦେଶରେ, ତେବେ ବେଳେ ବେଳେ ଏମିତି ଘଟଣା ଦେଖିବାକୁ ମିଳେ , ଯାହା ନୂଆ ଦେଖିବାକୁ ମିଳେ। ତେବେ ଆମ ଦେଶ ରେ ଅନେକ ରାଜ୍ୟ ରହିଛି,ତେବେ ସେହି ରାଜ୍ୟ ଗୁଡିକରେ ନୀତି ନିୟମ , ଵିଧି ସବୁ ଅଲଗା ଅଲଗା ହୋଇଥାଏ ଯାହା ଦେଖିବାକୁ ଓ ଶୁଣିବାକୁ ମଧ୍ୟ ସୁନ୍ଦର ହୋଇ ଥାଏ।


ତେବେ ବେଳେ ବେଳେ ଏମିତି ନୀତି ନିୟମ ଦେଖିବାକୁ ମିଳେ , ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ।ସେତେବେଳେ ଲୋକ ଅଶିକ୍ଷିତ ଥିଲେ ତେଣୁ ଏଭଳି କାର୍ଯ୍ୟ କରୁ ଥିଲେ । ହେଲେ ଏବେ ମଧ୍ୟ ମଣିଷ ସେ ଭଳି କାର୍ଯ୍ୟ କରୁଛି। ତେବେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ କେବେ ଭାବି ନଥିବେ କି ଶୁଣି ନଥିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ହେଉଛି ରାଜସ୍ଥାନ ର ଏକ ସୁଦୂର ଗ୍ରାମରେ । ସେଠାରେ ଗୋଟେ ୧୮ ବର୍ଷିୟ ଝିଅ ସହ ଏକ କୁକୁର ର ବିବାହ କରା ଯାଇଛି, ଏହା ସତ ରେ ଆଶ୍ଚର୍ଯ୍ୟଜନକ ଘଟଣା। ତେବେ ସୂଚନା ଅନୁଯାୟୀ ସେହି ଝିଅ ଟି ଜାତକରେ ମଙ୍ଗଳ ଦୋଷ ରହିଛି, ସେହି ଝିଅ ଟି ଯାହା କୁ ବିବାହ କରିବ ତାର ସ୍ୱାମୀ କମ ଦିନରେ ମରିଯିବ,ତେବେ ଏହି ଦୋଷ ଖଣ୍ଡନ ପାଇଁ ଏମିତି ରୀତି ରହିଛି। ତେବେ ସେହି ଝିଅ ଟି ର ନାମ ମଙ୍ଗିଲି ମୁଣ୍ଡା ଆଉ ସେହି କୁକୁର ଟି ହେଉଛି ତାଙ୍କର ଗୃହପାଳିତ କୁକୁର,ତେବେ ସେହି କୁକୁର ର ନାମ ସେରୁ ।


ଏହି ବାହାଘର ରେ ପ୍ରଥମେ ସେହି ଝିଅ ଟି ରାଜି ନଥିଲା,ହେଲେ ସେ ଜାଣି ଥିଲା ଯେ ତା ବାପା ଗାଁ ଲୋକଙ୍କ କଥା ଶୁଣିବେ,ତେଣୁ ସେ ବାଧ୍ୟ ହୋଇ ରାଜି ହେଲା। ତେବେ କୁକୁର କୁ ବିବାହ କରିବା ଦ୍ୱାରା ସବୁ ଦୋଷ କୁକୁର ଉପରକୁ ଚାଲି ଯିବ ଏବଂ ପରେ ସେହି ଝିଅ ଟି ଅନ୍ୟ ଗୋଟେ ପୁଅ କୁ ବିବାହ କରି ପାରିବ ଏବଂ ସୁଖରେ ରହିବ।ଏସବୁ କେବଳ ଗୋଟେ ଵିଧି ରହିଛି। ହେଲେ କୁକୁର ସହ କୌଣସି ସଂପର୍କ ରହିବ ନାହିଁ।  ତେବେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଆମ ଦେଶରେ ଦେଖିବାକୁ ମିଳୁଛି। ଲୋକ ମାନଙ୍କ ଭିତରେ ଏବେ ବି ଅନ୍ଧ ବିଶ୍ୱାସ ଭରି ରହିଛି ଯାହା ପାଇଁ ଅନେକ ଦୁର୍ଘଟଣା ଘଟି ଥାଏ। ତେବେ ଏଭଳି କାର୍ଯ୍ୟ କରିବା ଉଚିତ ନୁହଁ,ଏହା ସମାଜ ଉପରେ ଖରାପ ପ୍ରଭାବ ପଡିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।