ଆପଣଙ୍କ ହାତରେ ଅଛି କି ଏଭଳି ଚିହ୍ନ , ତେବେ ଏହା ପଛର ଏହି ଖାସ୍ କଥା ଜାଣି ଖୁସି ହେବେ

0

ଆମେ ମାନେ ଆମର ଅତୀତ ସମ୍ବନ୍ଧ ରେ ଅର୍ଥାତ୍ ଆମର ପୂର୍ବ ଜନ୍ମ ସମ୍ପର୍କରେ କିଛି ବି ଜାଣିନେ। କୁହାଯାଏ କି ପୂର୍ବ ଜନ୍ମ ରେ ଯଦି ଆମେ ପୁର୍ଣ୍ଣ କର୍ମ କରିଥିବା ତେବେ ଭଗବାନ ଆମକୁ ମଣିଷ ଜନ୍ମ ଦେଇଥାନ୍ତି। ପୂର୍ବ ଜନ୍ମ ରେ କରିଥିବା କର୍ମ ଅନୁସାରେ ହିଁ ଆମେ ଏଇ ଜନ୍ମ ରେ ବିଭିନ୍ନ ରୂପ ନେଇ ଜନ୍ମ ନେଇଥାଉ। ଏକ ପିଲା ଯେତେବେଳେ ପ୍ରଥମେ ଜନ୍ମ ହୁଏ ସେତେବେଳେ ତାର ଘର ଲୋକ ତାର ଏକ ଜାତକ ତିଆରି କରିଥାନ୍ତି। ତାର ଜନ୍ମ ସମୟ ର ସମସ୍ତ ବିବରଣୀ ଜଣେ ଜ୍ୟୋତିଷ ଙ୍କୁ ଦେଇ ଏହି ଜାତକ ପ୍ରସ୍ତୁତ କରିଥାନ୍ତି। ସେହି ଜ୍ୟୋତିଷ ଜଣକ ତାଙ୍କୁ ସେତେବେଳେ ତାଙ୍କ ପିଲା ର ଭବିଷ୍ୟତ ସମ୍ପର୍କରେ ମଧ୍ୟ କହିଥାନ୍ତି।


ଆମ ମାନଙ୍କ ଜୀବନ ରେ ଯଦି କିଛି ଅସୁବିଧା ଦେଖାଦିଏ, ସେତେବେଳେ ଆମେ ମାନେ ଭାବିଥାଉ କି ହୁଏତ ଆମ ଯୁଗ ରେ କିଛି ଖରାପ ଚାଲିଛି ସେଥିପାଇଁ ଏପରି ହେଉଛି। ସେଥିପାଇଁ ଆମେ ଆମର ଜାତକ ନେଇ ଜ୍ୟୋତିଷ ଙ୍କୁ ଦେଖାଇଥାଉ ସେ ଜାତକ କଣ ହୋଇଛି କଣ ନାହିଁ କହିଥାନ୍ତି। ସେ ସେତେବେଳେ ଆମ ର ହାତ ର ରେଖା ଅର୍ଥାତ୍ ପାପୁଲି କୁ ମଧ୍ୟ ଦେଖାଇବାକୁ କହିଥାନ୍ତି। ସେ ଆମର ପାପୁଲି ର ରେଖା କୁ ଦେଖି ମଧ୍ୟ ଅନେକ କିଛି ଜାଣିପାରନ୍ତି ଏବଂ ଆମକୁ କହିଥାନ୍ତି। ଶାସ୍ତ୍ର ଅନୁଯାୟୀ ଆମ ହାତ ର ରେଖା ରେ ଆମର ଭବିଷ୍ୟତ ଲେଖାଯାଇଥାଏ। ହାତର ରେଖାକୁ ଦେଖିଲେ ଆମର ଭବିଷ୍ୟତ ଏବଂ ଅତୀତ ସହିତ ଯୋଡିତ ମହତ୍ତ୍ୱ ପୂର୍ଣ୍ଣ କଥା ସମ୍ପର୍କରେ ଜାଣିହୁଏ।


ଜ୍ୟୋତିଷ ଶାସ୍ତ୍ର କିନ୍ତୁ ଆମ ର ଶାସ୍ତ୍ର ଠାରୁ କିଛି ଅଲଗା କଥା କହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବଳ ହାତ ର ରେଖା ନୁହେଁ ଆମର ମଥା ର ରେଖା ଏବଂ ପାପୁଲି ମଧ୍ୟ ଆମ ଭବିଷ୍ୟତ କୁ କହିଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ସେହିପରି କେତେକ ରୋଚକ ରେଖା ସମ୍ପର୍କରେ କହିବୁ। ଯାହାକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ‘ମଣିବନ୍ଧ ରେଖା’ ବୋଲି କୁହାଯାଏ। ଆପଣ ମାନେ ଦେଖିଲେ ଜାଣିଲେ ପାରିବେ କି, ସମସ୍ତ ଙ୍କ ହାତରେ ଅର୍ଥାତ୍ କଚଟି ରେ ମଣିବନ୍ଧ ପରି କେତେକ ରେଖା ଥିବ। କଚଟି ରେ ଥିବା ସେହି ମଣିବନ୍ଧ ରେଖା ମଣିଷ ର ବୟସ ସୀମା ସମ୍ପର୍କରେ ଜ୍ଞାନ ଦେଇଥାଏ। କଚଟି ରେ ଏହି ରେଖା ର ସ୍ଥିତି ଅଲଗା ଅଲଗା ହୋଇଥାଏ। ହାତରେ ଏହି ରେଖା ଅତି ବେଶୀ ରେ 4 ଟି ଏବଂ ଅତି କମ୍ ରେ ଗୋଟିଏ ଥାଏ।


ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଙ୍କ ହାତରେ ଏହି ରେଖା 4 ଟି ଥାଏ ସେହି ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ ଏବଂ ସେହି ବ୍ୟକ୍ତି ଅଧିକ ଦିନ ବଞ୍ଚିଥାନ୍ତି। ଯେଉଁ ବ୍ୟକ୍ତି ମାନଙ୍କ କଚଟି ରେ ଏହି ରେଖା ର ସଂଖ୍ୟା 3ଟି ଥାଏ ସେମାନେ ୭୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଯେଉଁ ବ୍ୟକ୍ତି ମାନଙ୍କ ହାତରେ ଏହି ରେଖା ର ସଂଖ୍ୟା 2 ଟି ଥାଏ ଯେଉ ବ୍ୟକ୍ତି ମାନଙ୍କ ହାତରେ ଏହି ରେଖା 2 ଟି ଥାଏ ସେମାନେ ୫୦ ରୁ ୫୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଯେଉଁ ବ୍ୟକ୍ତି ମାନଙ୍କ ହାତରେ ଗୋଟିଏ ରେଖା ଥାଏ ସେମାନେ ଅଳ୍ପ ଦିନ ବଞ୍ଚିଥାନ୍ତି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।