ଦେଖନ୍ତୁ ଅଦ୍ଭୁତ ଭିଡିଓ ଅଣ୍ଡା ଭିତରୁ ବାହାରୁଛନ୍ତି ଛୁଆ ନାଗସାପ ପୁରା ଭିଡିଓ ନଦେଖିଲେ ଆପଣ ବିଶ୍ୱାସ କରିପାରିବେନି

0

ଏହି ସଂସାର ରେ ସମସ୍ତ ପ୍ରାଣୀ ଭିନ୍ନ ଏବଂ ସ୍ୱତନ୍ତ୍ର ଅଟନ୍ତି କିନ୍ତୁ ସମସ୍ତ ସଜୀବ ପ୍ରାଣୀ ଙ୍କର ପ୍ରଜନନ କ୍ଷମତା ରହିଛି ।ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ଯଦିଓ ସବୁ ପ୍ରାଣୀ ଙ୍କ ପାଖରେ ପ୍ରଜନନ କ୍ଷମତା ରହିଛି ଅର୍ଥାତ ନିଜେ ଅନ୍ୟ ଏକ ପ୍ରାଣୀ କୁ ସୃଷ୍ଟି କରିପାରିବା ର କ୍ଷମତା ରହିଛି ତଥାପି ଏହାର ପ୍ରଣାଳୀ ଓ ପ୍ରକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ ।

କିଏ ୧୦ ମାସ ଗର୍ଭ ଧାରଣ କରି ଜନ୍ମ ଦେଇଥାଏ ତ କିଏ ପୁଣି ୬ ମାସ ରେ । କେହି କେହି ପ୍ରାଣୀ ନିଜ ଶରୀର ମଧ୍ୟରେ ଅନ୍ୟ ଏକ ଜୀବକୁ ସୃଷ୍ଟି କରିଥାନ୍ତି ତ ପୁଣି କେହି କେହି ଶରୀର ବାହାରେ ଆଉ ଏକ ପ୍ରାଣୀକୁ ଜନ୍ମ ଦେଇଥାଏ।ତେବେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି , ଭଗବାନ ଶିବଙ୍କର ପ୍ରିୟ ନାଗ ସାପ କିପରି ଭାବରେ ତାର ପିଲାକୁ ଜନ୍ମ ଦେଇଥାଏ ବୋଲି।

ନିଶ୍ଚିତ ଭାବରେ ଆପଣ ଜାଣିନଥିବେ କାରଣ ଏହି ନାଗ ସାପ ବହୁତ ବିଷଧର ହୋଇଥାନ୍ତି ଏବଂ ଏମାନଙ୍କ ର ବିଷ ଏତେ ଭୟଙ୍କର ଯେ ଜଣେ ବ୍ୟକ୍ତି ଙ୍କୁ ଥରେ ଦଂଶନ କରିଦେଲେ ତାର ବଂଚିବା ମୁସ୍କିଲ ହୋଇଯାଏ। ତେଣୁ ଏହି ଭୟରେ ତାଙ୍କର ପାଖକୁ କେହି ଯାଆନ୍ତି ନାହିଁ କିମ୍ବା ତାଙ୍କର ପ୍ରଜନନ ପ୍ରକ୍ରିୟା ବିଷୟରେ କେହି ଜାଣନ୍ତି ନାହିଁ। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଂକୁ ନାଗ ସାପ ର ଛୁଆ କିପରି ଜନ୍ମ ନେଇଥାଏ ତା ବିଷୟରେ ଜଣେଇବୁ ।

ଉଲ୍ଲେଖଯୋଗ୍ୟ ଯେ, ମଣିଷ ପରି ନାଗ ସାପ ନିଜ ଗର୍ଭ ରେ ନାଗ ଛୁଆ କୁ ଜନ୍ମ ଦେଇନଥାଏ । ପ୍ରଥମେ ସେ ଅଣ୍ଡା ଦେଇଥାଏ ଏବଂ ତାହାର ଅଣ୍ଡା କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଏ। ପରେ ନାଗ ସାପ ଆସି ସେହି ଅଣ୍ଡା ମାନଙ୍କ ରେ ନିଜର ଶରୀରରେ ଥିବା ଏକ ହରମୋନ କୁ ଛାଡ଼ିଥାଏ। ଏବଂ ସେହି ହରମୋନ ର ପ୍ରଭାବରେ ନାଗ ସାପର ଅଣ୍ଡା ମଧ୍ୟରେ ନାଗ ଛୁଆ ଜନ୍ମ ନେଇଥାଏ। ଅଣ୍ଡା ମଧ୍ୟରେ ନାଗ ଛୁଆର ସମ୍ପୂର୍ଣ୍ଣ ବିକାଶ ହେବା ପରେ ସେଥିରୁ ନାଗ ଛୁଆ ନିଜେ ଧୀରେ ଧୀରେ ବାହାର କୁ ଆସିଥାଏ ।

ତେବେ ବାହାରକୁ ଆସିବା ପରେ ସେମାନ ଙ୍କୁ ଗୋଟିଏ ବା ଦୁଇ ଦିନ ପାଇଁ ଏହି ପରିବେଶ ସହ ନିଜକୁ ଖାପ କୁଆଇବାକୁ ସେମିତି ଛାଡି ଦିଆଯାଇଥାଏ। ପରେ ସେମାନ ଙ୍କୁ ଏକ ପାତ୍ରରେ ଭର୍ତ୍ତି କରି ଏକ ଖୋଲା ପୋଖରୀ ରେ ଛାଡି ଦିଆଯାଇ ଥାଏ। ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହିରଖୁଚୁ ଯେ, ନାଗ ସାପର ଏହି ସମସ୍ତ ପ୍ରକ୍ରିୟା କୁ ବନ ବିଭାଗ ଦ୍ଵାରା ରେକର୍ଡ କରାଯାଇ ସୋସିଆଲ ମିଡ଼ିଆ ରେ ସେୟାର କରାଯାଇ ଥିଲା ।ତେବେ ଏହିପରି ଭାବରେ ନିଜର ବଂଶ ବୃଦ୍ଧି କରିଥାନ୍ତି ନାଗସାପ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।