ଦେଖନ୍ତୁ ଭିଡିଓ – ଖେଳୁଥିଲେ ନାଗ ନାଗୁଣୀ – ତେବେ ନାଗୁଣୀ ବାହାର କରିଦେଲା ନାଗମଣୀ ତାପରେ ଜଣେ ଯୁବକ ଯାହା କଲେ…

0

ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆମର ସୋସିଆଲ ମିଡ଼ିଆ ନିର୍ବାହ କରିଥାଏ । କେବଳ ସୋସିଆଲ ମିଡ଼ିଆ ଦ୍ବାରା ଆମେ ଆମ ଚତୁରପର୍ଶ୍ଵ ରେ କଣ ସବୁ ହେଉଛି କଣ ନାହିଁ ତା ବିଷୟରେ ଜାଣିପାରିଥାଉ। ଏହା ଆମର ଦ୍ୱିନ୍ୟଦିନ ଜୀଵନ କୁ ବଂଚିବା ରେ ବହୁତ ସହଜ କରଦେଇଥାଏ।

କେବେ କେବେ ସୋସିଆଲ ମିଡ଼ିଆ ରେ କିଛି ଏପରି କଥା ସାମ୍ନା କୁ ଆସିଥାଏ ଯାହା ଆପଣ ଆଗକୁ କେବେ ବି ଦେଖି ନଥିବେ କି ଜାଣି ନଥିବେ।
ତେବେ ବନ୍ଧୁଗଣ, ଆପଣ ମାନେ ନାଗ ନାଗୁଣି ଏବଂ ନାଗମଣି କଥା ଫିଲ୍ମ କିମ୍ବା କାହାଣୀ ରେ ନିଶ୍ଚିତ ଭାବରେ ଶୁଣିଥିବେ ।କିନ୍ତୁ ଆମେ ଆଜି ଆପଣଂକୁ ନାଗ ନାଗୁଣି ର ଏକ ସତ୍ୟ ଘଟଣା ବିଷୟରେ ଜଣେଇବୁ ଯାହା ଆପଣ ଆଗରୁ କେବେ ଜାଣିନଥିବେ।

 

ତେବେ ଘଟଣା ଟି ନାଗପୁର ର ଏକ ବୁଦା ମୂଳରେ ଦେଖିବାକୁ ମିଳିଥିଲା ।ଯେଉଁଥିରେ ଜଣେ ଯୁବକ ସେହି ବୁଦା ମୂଳ ଦେଇ ଯାଉଥିଲା ଆଉ ହଠାତ ସେହି ବୁଦା ମୂଳରେ ଏକ ଉଜ୍ଜ୍ୱଳ ରଶ୍ମି ଦେଖାଗଲା। ଯୁବକ ଜଣଙ୍କ ଯେତେବେଳେ ପାଖକୁ ଯାଇ ଦେଖିଲା ସେ ଚକିତ ହୋଇଗଲା।

ତେବେ ନାଗପୁର ର କସ୍ତୁରବା ଗ୍ରାମର ଜଣେ ଯୁବକ ରାତିରେ ଯାଉଥିଲା ସେତେବେଳେ ଏକ ବୁଦା ମୂଳରୁ ଉଜ୍ଜ୍ୱଳ ରଶ୍ମି ଦେଖାଗଲା ।ଯୁବଜ ଜଣଙ୍କ ଯାଇ ଦେଖିଲା କି ଜଣେ ନାଗ ଓ ନାଗୁଣି ଖେଳୁଥିଲେ ଏବଂ ତା ପାଖରେ ଏକ ଅତି ଉଜ୍ଜ୍ୱଳ ରଶ୍ମି ଥିଲା ।ଆଉ ଯୁବକ ଟି ତାହାର ଏକ ଭିଡ଼ିଓ ବନେଇଥିଲା।ତେବେ ମୋବାଇଲ ଅନ ହେବା ଦେଖି ନାଗ ନାଗୁଣି ଲୁଚିଗଲେ।ଆଉ ଯୁବକ ଜଣଙ୍କ ଡର ରେ ଗାଁ ଆଡ଼କୁ ପଳେଇ ଆସିଲା ।

ତେବେ ସେହି ଭିଡ଼ିଓ କୁ ସେ, ଗ୍ରାମ ର ସମସ୍ତ ବ୍ୟକ୍ତି ଙ୍କୁ ଦେଖାଇଲା ।ଏହା ଦେଖିବା ପରେ ଗ୍ରାମର ଜଣେ ବରିଷ୍ଠ ଲୋକ କହିଥିଲେ କି ସେମାନେ ଇଚ୍ଛାଧାରୀ ନାଗ ନାଗୁଣି ଥିଲେ। ଏବଂ ତାଙ୍କ ପାଖରେ ଥିବା ଏହି ଉଜ୍ଜ୍ୱଳ ରଶ୍ମି ଟି ନାଗମଣି ଥିଲା। ତେବେ କୁହାଯାଏ କି ଯେଉଁ ନାଗ ନାଗୁଣି ଙ୍କ ପାଖରେ ନାଗମଣି ରହିଥାଏ ସେମାନେ ବହୁତ ଶକ୍ତି ଶାଳୀ ହୋଇଥାନ୍ତି। କୁହାଯାଏ ଯାଉଛି କି ଏହି ଜାତି ର ନାଗ ନାଗୁଣି ମାନେ ପୂର୍ବରୁ ଦେଖିବା କୁ ମିଳୁଥିଲେ। କିନ୍ତୁ ବର୍ତ୍ତମାନ ଏମାନେ କୁଆଡେ ଉଭେଇ ଗଲେନି । ଏମାନଙ୍କ ର ଜାତି ଶେଷ ହେବାକୁ ଲାଗିଲାଣି।

ଏପରି ମଧ୍ୟ କୁହାଯାଏ ଯେ, ଯେଉଁ ନାଗ ସାପ ଙ୍କର ପାଖ ରେ ଏହି ନାଗମଣି ରହିଥାଏ ସେମାନେ ଭଗବାନ ଶିବ ଙ୍କର ପ୍ରିୟ ହୋଇଥାନ୍ତି ।ଏହି ସାପ ଗୁଡିକ କେବେବି ମରି ନଥାନ୍ତି। ତେବେ ଯୁବକ ଜଣଙ୍କ ଏହି ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ପରେ ତାଙ୍କର ଏହି ଭିଡ଼ିଓ ରେ ବହୁତ ଲୋକ ଅନେକ ମତ ଦେବା ସହ ଲାଇକ କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।