ବିବାହର ତିନି ମାସ ପର୍ଯ୍ୟନ୍ତ ସ୍ତ୍ରୀ ସହ ସମ୍ବନ୍ଧ ବନେଇ ନପାରିବାରୁ ସ୍ତ୍ରୀ କରିଲା ଏପରି କାମ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

0

ଆମ ଦେଶ ରେ ଅନେକ ପରମ୍ପରା ଅନେକ ନିୟମ ରହିଛି ,ଆଉ ସମସ୍ତ ପରମ୍ପରା ଓ ନିୟମ ବହୁତ ସୁନ୍ଦର ହୋଇ ଥାଏ, ଆଉ ଏହି ସବୁ ପରମ୍ପରା ପାଇଁ ଆମ ଦେଶ ସବୁ ସ୍ଥାନ ରେ ପ୍ରସିଦ୍ଧ।ତେବେ ସେହି ପରମ୍ପରା ମଧ୍ୟ ରୁ ବିବାହ ହେଉଛି ସବୁଠୁ ସୁନ୍ଦର ପରମ୍ପରା । ତେବେ ବିବାହ କରିବା ସବୁ ପୁଅ ଓ ଝିଅ ଙ୍କର ଗୋଟେ ସ୍ବପ୍ନ ଥାଏ , ଇଚ୍ଛା ଥାଏ , ଗୋଟେ ଖୁସି ଥାଏ। ବିବାହ ପରେ ଗୋଟେ ପୁଅ ଝିଅ ସ୍ୱାମୀ ଓ ସ୍ତ୍ରୀ ହେଇ ଯାନ୍ତି। ତେବେ ଦୁଇ ଜଣ ଗୋଟେ ପବିତ୍ର ବନ୍ଧନରେ ଯୋଡି ହୋଇ ଯାନ୍ତି,ଦୁଇ ଜଣ ଙ୍କ ମଧ୍ୟ ରେ ବିଶ୍ୱାସ ଓ ଭଲ ପାଇବା ରହି ଥାଏ।


ତେବେ ଏହି ବିବାହ ସମୟ ରେ ବେଳେ ବେଳେ ଏମିତି ଘଟଣା ଘଟି ଯାଏ, ଯାହା ଆମେ କେବେ ଭାବି ନ ଥିବା, ଆଉ ସେହି ଘଟଣା ପାଇଁ ଆମେ ବହୁତ ଅସୁବିଧା ରେ ସମୁଖୀନ ହୋଇ ଥାଉ। ହେଲେ ବେଳେ ବେଳେ ତାଙ୍କ ଜୀବନ ରେ ଏମିତି ସବୁ ଘଟଣା ଘଟି ଯାଏ, ଆଉ ଜୀବନ ସାରା ପୁଅ ଓ ଝିଅ ଏହି ତ୍ରୁଟି ପାଇଁ ବହୁତ ଅସୁଵିଧା ରେ ସମୁଖୀନ ହୁଅନ୍ତି। ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ।ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଆସନ୍ତୁ ଜାଣିବା ଘଟଣା ଟି କଣ।


ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି ଦେଖିବାକୁ ମିଳିଛି ରାଜସ୍ଥାନ ରେ । ତେବେ ସେହି ଠାରେ ଗୋଟେ ଝିଅ କନ୍ୟା ବେଶ ରେ ସବୁ ଲୋକ ଙ୍କୁ ଠକି ସୁନା ଗହଣା , ପଇସା ଆଦି ଲୁଟି ନେଉ ଥିଲା। ଏହି ଝିଅ ଟି ପ୍ରଥମେ ଲୋକ ଙ୍କୁ ନିଜ୍ ପ୍ରେମ ରେ ପକାଉ ଥିଲା ,ତା ପରେ ତାକୁ ବିବାହ କାରି ତାଠୁ ଅନେକ ପଇସା ଗହଣା ଲୁଟି ନେଉ ଥିଲା। ତେବେ ସେଠାରେ ଜଣେ ବାସିନ୍ଦା ମୁକେଶ ପୁତ୍ର ଓ ଶାନ୍ତି ଲତା ସାଥିଆ ଜଣେ ଦଲାଲ ଙ୍କ ମାଧ୍ୟମ ରେ ୫ ଲକ୍ଷ୍ୟ ଟଙ୍କା ନେଇ ଥିଲା, ତା ପରେ ସେ ବିବାହ୍ କରିବାକୁ ରାଜି ହୋଇ ଥିଲା। ତେବେ ସୀମା ମୁକେଶ ସେଥି ପାଇଁ ତାଙ୍କ ସହ ତିନି ମାସ ରହି ଥିଲେ,ଆଉ ସେ ତାଙ୍କର ସବୁ ସ୍ତ୍ରୀ ର ଧର୍ମ ପାଳନ କରୁ ଥିଲେ। ହେଲେ ଏହି ତିନି ମାସ ଭିତରେ ତାଙ୍କ ଭିତରେ କୌଣସି ସମ୍ପର୍କ ରହି ନଥିଲା,ତେବେ ସେ ଏହି ତିନି ମାସ ଭିତରେ ପାଞ୍ଚ ଥର ତାଙ୍କ ଘରକୁ ଆସିଥିଲେ ।

ତେବେ ତାଙ୍କ ସ୍ୱାମୀ ସ୍ତ୍ରୀ ନିଖୋଜ ଭାବିକି ଖୋଜିବା କୁ ଲାଗି ଗଲେ,କିନ୍ତୁ ପରେ ଜାଣିଲେ ଯେ ତାଙ୍କ ସ୍ତ୍ରୀ ଟି ନକଲି ବୋଲି,ଆଉ ସେ ଜଣେ ଚୋର ବୋଲି।ତେବେ ତାଙ୍କର ୫ ଜଣ ର ଗୋଟେ ଗେଙ୍ଗ୍ ରହିଛି,ଆଉ ସେମାନେ ଏମିତି ଅନେକ ଲୋକଙ୍କ କୁ ଠକି ପଇସା ଓ ଗହଣା ଲୁଟି ନେଇଛନ୍ତି। ତେବେ ଏହି ମାମଲା ପାଇଁ ସେମାନେ ଉଦୟପୁର ଥାନା ରେ ଅଭିଯୋଗ କରି ଥିଲେ।  ତେବେ ଏଭଳି କାର୍ଯ୍ୟ ସମାଜ ପାଇଁ ବହୁତ କ୍ଷତିଜନକ । ଲୋକଙ୍କୁ ଠକି ପଇସା ନେବା ଗୋଟେ ଅପରାଧ । ଆଉ ଏହା କରିବା ଦ୍ୱାରା ଲୋକ ଙ୍କ ମନ ରେ ବିଶ୍ୱାସ ଦୂର ହୋଇ ଯିବ।ଆଉ ଡର ସୃଷ୍ଟି ହେବ।ତେବେ ଏହି ଏଭଳି କାର୍ଯ୍ୟ କରିବା ଉଚିତ ନୁହଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।