ମାତ୍ର 2 ମିନିଟ ରେ ଘରୋଇ ଉପଚାର ମାଧ୍ୟମରେ ମୁହଁରେ ଥିବା ସମସ୍ତ ଚୁଟି କୁ ଗାଏବ କରନ୍ତୁ 100% ଗ୍ୟାରେଣ୍ଟି

0

ମହିଳା ମାନଙ୍କ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗ ହେଲା ତାଙ୍କର ମୁହଁ। ତେବେ ମୁହଁ ର ସୁନ୍ଦରତା ଯଦି କିଛି ପରିମାଣରେ ଖରାପ ଦିଶେ ତେବେ ତାଙ୍କର ମୁହଁ ଗ୍ଲେଜ ନଷ୍ଟ ହୋଇଯାଏ। ଆପଣ ନିଜେ ହୁଅନ୍ତୁ ବା ଏମିତି କେତେକ ମହିଳାଙ୍କୁ ଦେଖିଥିବେ ମୁହଁରେ କେତେକ ସମୟରେ ଛୋଟ ଛୋଟ ବାଳ ଚାଲିଆସେ। ଯାହାକୁ ଇଂରାଜୀ ରେ unwanted hair ବୋଲି କୁହନ୍ତି। ସେଥିପାଇଁ ମୁହଁ ରେ ଫେସିଆଲ କରିବାକୁ ପଡେ। ଆଉ ଏଥିପାଇଁ ମାର୍କେଟ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡେ ମହିଳା ମାନଙ୍କୁ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା କୁ ମହିଳା ମାନେ ନିଜ ଘରେ ପ୍ରସ୍ତୁତ କରି ପାରିବେ ମାତ୍ର ଅଳ୍ପ ଟଙ୍କା ଖର୍ଚ୍ଚ ବିନିମୟରେ। ତେବେ ଏହି ଉପାୟ କୁ ଆପଣ ନିଜେ ଘରେ ଏବଂ ସୁରକ୍ଷିତ ଭାବରେ ନିଜ ମୁହଁରେ ପ୍ରୟୋଗ କରି ପାରିବେ। ତାହା ସହିତ ଏହା କୌଣସି ସାଇଟ ଇଫେକ୍ଟ ମଧ୍ୟ ପକାଇବ ନାହିଁ ଆପଣଙ୍କ ମୁହଁରେ। unwanted hair କିଛି ସମୟ ଭିତରେ ଗାଏବ ହୋଇଯିବ। ଆପଣ ନିଜେ ଦେଖିବେ ଏହାର ପ୍ରଭାବ ମାତ୍ର କିଛି କ୍ଷଣ ମଧ୍ୟରେ। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରାଯାଏ ଏବଂ ବ୍ୟବହାର ମଧ୍ୟ କରିବାକୁ ହୁଏ ସବୁ କିଛି ତଥ୍ୟ।


ଆପଣଙ୍କୁ ଏହି ଉପଚାର ପ୍ରସ୍ତୁତି କରିବାକୁ ହେଲେ ଆପଣ ପ୍ରଥମେ କିଛି କଫି ଦାନା ଆଣିବାକୁ ହେବ। ଏହା ସହିତ ଲେମ୍ବୁ ରସ ମିଶାଇ ଦେବାକୁ ପଡିବ। ଆପଣ ଯେତିକି ପରିମାଣରେ କଫି ଦାନା ନେବେ ସେହି ପରିମାଣର କମ ଲେମ୍ବୁ ରସ ଆବଶ୍ୟକ ପଡିବ। ତା ପରେ ଆପଣ କିଛି ଚିନି ଦାନା କୁ ଗୁଣ୍ଡ କରି ଆଣି ଏହି ମିଶ୍ରଣ ରେ ମିଶାଇ ଦେବେ। ଏହା ପରେ ଆପଣଙ୍କୁ ଏଥିରେ ଏକ ଚାମଚ ବେସନ ମିଶାଇ ଦେବାକୁ ହେବ। ବେସନ ମୁହଁ ର ଚିକ୍କଣ ବଢ଼ାଇ ଥାଏ। ତେବେ ଆପଣ ଚାହିଁଲେ ମଧ୍ୟ ବେସନ ବଦଳରେ ଚାଉଳ ଗୁଣ୍ଡ ମଧ୍ୟ ମିଶାଇ ପାରିବେ ଏହି ମିଶ୍ରଣ ରେ। ତେବେ ଏହି ମିଶ୍ରଣ କୁ ଭଲ ଭାବରେ ମିଶାଇ ଦେବା କୁ ପଡିବ।

ଏହି ପ୍ରସ୍ତୁତ ମିଶ୍ରଣ କୁ ଆପଣ ନିଜ ମୁହଁ ରେ ନେଇ ଏବେ ଲଗାଇ ପାରିବେ। ଆପଣଙ୍କ ମୁହଁ ର ପ୍ରତେକ ଅଂଶ କୁ ଭଲ ଭାବରେ ଏଥିରେ ଲେପନ କରି ଦିଅନ୍ତୁ। ଏହି ପରି କରିବା ପରେ ଆପଣ ପ୍ରାୟ ଦଶ ମିନିଟ ପର୍ଯ୍ୟନ୍ତ ଏହାକୁ ଛାଡି ଦେବେ। ଆଉ ଏହା ପରେ ଆପଣ ଏକ କଟନ କପଡ଼ା ଆଣି ନିଜ ଲଗାଇଥିବା ସ୍ଥାନ ଗୁଡିକରେ ଏହି କପଡା ନେଇ ଉଠାଇ ଦିଅନ୍ତୁ ଆଉ ଦେଖିବେ ଆପଣଙ୍କ ମୁହଁରେ ଥିବା unwanted hair ଆପେ ଆପେ କପଡା ରେ ଲାଗି ଆସିବ। ଆଉ ଏପରି କରି ଆପଣ ମୁହଁ ଧୋଇଦେଲେ ଆପଣଙ୍କ ମୁହଁ ଅତ୍ୟନ୍ତ ସୁନ୍ଦର ଏବଂ ଗ୍ଲେଜିଙ୍ଗ କରିବାର ଦେଖାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।