ଦେଖନ୍ତୁ ଭାଇରଲ ଭିଡ଼ିଓ ଟି ଜଙ୍ଗଲ ଭିତରେ ରୋମାନ୍ସ କରିବା ପଡିଲା ମହଙ୍ଗା ଭିଡିଓ ଟି ଦେଖିଲେ କହିବେ ଛିଃ ଛିଃ

0

ଏହି ଅତ୍ୟାଧୁନିକ ଯୁଗ ର ଶିକାର ହୋଇ ରେ ଛାତ୍ରଛାତ୍ରୀ ମାନେ ଆଉ ପାଠ ପଢା ରେ ଧ୍ୟାନ ନଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି ।ଖାଲି ଏତିକି ନୁହେଁ ଏମାନେ ପ୍ରେମ ରେ ପଡି ଏକ ପ୍ରକାର ର ଅନ୍ଧ ପାଲଟି ଯାଉଛନ୍ତି ।ଯାହା ଫଳରେ ଏହି ଯୁବ ପିଢୀ ଙ୍କୁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି । ଏମାନେ ନିଜର ଜୀବନ ର ବିକାଶ କରିବାର କଥା ନ ଭାବି ଓଲଟା ନିଜ ଜୀବନକୁ ଏକ ପ୍ରକାରର ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଆଜି ଆମେ ଆପଣଙ୍କୁ ଏମିତି ଏକ ତ୍ରୀପାକ୍ଷୀ ପ୍ରେମ ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଅପଣଙ୍କୁ ହସ ଲାଗିବ ଓ ଲଜ୍ୟା ମଧ୍ୟ ।

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।

ତେବେ ଏହି କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଏକ ଅତ୍ୟାଧୁନିକ ପ୍ରେମୀ ଯୁଗଳ ଙ୍କ ରାହାସଲୀଳା ଭାଇରଲ ହେବାରେ ଲାଗିଛି । ସୂଚନା ଅନୁସାରେ ଜଣାଯାଇଛି ଯେ , ଏକ ନିଛାଟିଆ ଜଙ୍ଗଲ ର ଏକ ପାର୍ଶ୍ୱ ରେ ଜଣେ ଯୁବତୀ ଜଣେ ଯୁବକ ଙ୍କ ସହ ପ୍ରେମ ଲୀଳା ରେ ଲିପ୍ତ ଥିବାର । କିନ୍ତୁ ସେମାନେ ଭୁଲି ଯାଇଥିଲେ କି ସେ ଜଙ୍ଗଲ ଟି ଏକ ସର୍ବସାଧାରଣ ସ୍ଥାନ ଅଟେ ଆଉ ନିଜର ପ୍ରେମାନନ୍ଦ ରେ ଭରି ରହିଥିଲେ ଉଭୟ ଯୁବକ ଏବଂ ଯୁବତୀ ଦୁହେଁ । ତେବେ ତାଙ୍କର ଏହି କାରନାମା କୁ ଦେଖି ସେଠାକାର କିଛି ବ୍ୟକ୍ତି ସେହି ପ୍ରେମୀ ଯୁଗଳ ଙ୍କୁ ଠାବ କରିଥିଲେ ଏବଂ ସେମାନ ଙ୍କର ଭିଡ଼ିଓ ବନେଇଥିଲେ ଯାହା କି ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଛି ।

ସେହି ଭାଇରଲ ଭିଡ଼ିଓ ରେ ଜଣାଯାଇଛି ଯେ , ସେହି ପ୍ରେମୀ ଯୁଗଳ ଙ୍କର ଭିଡ଼ିଓ କରିଥିବା ବ୍ୟକ୍ତି ମାନେ ସେମାନଙ୍କୁ ନିଜର ଘର ର ଠିକଣା ମାଗିବା ସହ ଉଭୟଙ୍କ ଫୋଟ ଉଠେଇ ତାହାକୁ ଉଭୟଙ୍କ ର ବାପା – ମା ଙ୍କ ପାଖକୁ ପଠେଇବାର ଧମକ ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ତାଙ୍କୁ ବିଭିନ୍ନ ପ୍ରକାର ର ଅଶୀଳ ଭାଷାରେ ମଧ୍ୟ ଗାଳି ଦେଉଛନ୍ତି । ତେବେ ସେମାନଙ୍କ କହିବା ଅନୁସାରେ ଏପରି ଭାବରେ କରିବା ଦ୍ବାରା ଆଗାମୀ ପିଢୀ ର ଯୁବ ଯୁବତୀ ମାନେ ଆଉ ଏହି ପରି କାର୍ଯ୍ୟ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଆଉ ଏପରି ଭୁଲ କାମ କରବେ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।