ନଡିଆ ତେଲ ସହ ମିଶାଇ ଲଗାନ୍ତୁ କେବଳ ଗୋଟିଏ ସପ୍ତାହ ଭିତରେ ପତଳା ହୋଇପାରିବେ । ଘରେ ପ୍ରସ୍ତୁତ କରନ୍ତୁ ଏହି ସହଜିଆ ଉପାୟ

0

ଆଜିର ସମାଜରେ ସମସ୍ତ ଲୋକମନେ ମୋଟା ପଣକୁ ଦୂର କରିବା ପାଇ ଅନେକ ଚେଷ୍ଟା କରିଥାନ୍ତି ଏବଂ ଏହି ସମସ୍ୟା ପ୍ରୟତଃ ଅଧିକାଶଂ ଲୋକମାନଙ୍କ ଠାରେ ଦେଖାଯାଏ । ଏହି ମୋଟା ପଣକୁ ଦୂର କରିବା ପାଇ ଅନେକ ଲୋକମାନେ ଡାଇଟ , ମର୍ନିଙ୍ଗ ୱାର୍କ ,ଏକ୍ସ୍ରାସାଇଜ ଏପରି ଅନେକ ପ୍ରଚେଷ୍ଟା କରିଥାନ୍ତି । ଯାହା ଦ୍ୱାରା ସେମାନଙ୍କୁ ସେମିତି ଖାସ ରେଜଲ୍ଟ ମିଳିନାହିଁ ଏବଂ ମୋଟା ପଣ ମଧ୍ୟ ଦୂର ହୋଇ ନାହିଁ ।


ସେଥିପାଇ ଆଜିର ଯେଉଁ ଘରୋଇ ଉପଚାର ରହିଛି ତାହାକୁ ବ୍ୟବହାର କରିବା ସହିତ ପ୍ରତ୍ୟେକ ଦିନ ମର୍ନିଙ୍ଗ ୱାର୍କ କରିବା ସହିତ ଏକ୍ସ୍ରାସାଇଜ କରନ୍ତୁ ଯାହା ଆପଣଙ୍କର ମୋଟାପଣ ସମ୍ପୂର୍ଣ୍ଣ ଭାବରେ ଦୂର ହେବ । ଆସନ୍ତୁ ଜାଣିବା ଘରୋଇ ଉପକରଣ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ସେହି ପେଷ୍ଟ ବିଷୟରେ ଯାହା ଆପଣଙ୍କର ମୋଟା ପଣକୁ ଦୂର କରିବ ।


ନମ୍ୱର – 1 ଭ୍ୟାସଲିନ – ପ୍ରଥମେ ଆପଣଙ୍କ ଗୋଟିଏ ବାଉଲ ନିଅନ୍ତୁ ଏବଂ ଏକ ଚାମଚ ଭ୍ୟାସଲିନ ନେଇ ସେଥିରେ ଭ୍ୟାପରୁବ ଅଧା ଚାମଚ ମିଶାନ୍ତୁ । ଏହା ଆମ ପେଟର ମୋଟା ପଣକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । କାରଣ ଏହାକୁ ଲଗାଇବା ଦ୍ୱାରା ପେଟରେ ଅଧିକ ଝାଳ ବାହାରିଥାଏ ଯାହା ଆପଣଙ୍କର ମୋଟା ପଣକୁ ଦୂର କରିଥାଏ ।

ନମ୍ୱର – 2 ସୋରିଷତେଲ – ପୂର୍ବରୁ ରଖାଯାଇଥିବା ବାଉଲରେ ଏକ ଚାମଚ ସୋରିଷ ତେଲ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ମିଶ୍ରଣ କରନ୍ତୁ । ସୋରିଷ ତେଲ ଆମ ସ୍କିନକୁ ପ୍ରଟେକ୍ଟ କରିଥାଏ , ସ୍କିନକୁ ସ୍ମଥ ମଧ୍ୟ କରାଇଥାଏ ଏବଂ ଆମ ସ୍କିନକୁ ସମସ୍ତ ସାଇଟ ଇଫେକ୍ଟରୁ ଦୂରେଇ ରଖିଥାଏ । ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଷୟରେ ।


ପ୍ରସ୍ତୁତ କରାଯାଇଥିବା ପେଷ୍ଟକୁ ଏକ ଆଙ୍ଗୁଳି ସାହାର୍ଯ୍ୟରେ ନେଇ ଆପଣଙ୍କର ଶରୀରର ଯେଉଁ ସ୍ଥାନରେ ମୋଟା ପଣ ରହିଥାଏ ତାହାକୁ ଏପରି ଲଗାନ୍ତୁ । ଏହି ରେମିଡିକୁ ଲଗାଇ ସାରିବା ପରେ ଏକ ପଲିଥିନ ସାହାର୍ଯ୍ୟରେ ଘୋଡେଇ ଦିଅନ୍ତୁ ଯାହା ଫଳରେ ଏହା ଦ୍ୱାରା ଆମ ଶରୀରରୁ ଝାଳ ନିର୍ଗତ ହୋଇଥାଏ । ଏହା ଦ୍ୱାରା ଶରୀରରୁ ମୋଟା ପଣ ଧୀରେ ଧୀରେ ଦୂର ହୋଇଥାଏ । ଏହାକୁ ରାତିରେ ଶୋଇବା ପୂର୍ବରୁ ବ୍ୟବହାର କରନ୍ତୁ ଏବଂ ସକାଳୁ ଉଠିବା ପରେ ଉଷମ ପାଣଇରେ ଧୋଇ ଦିଅନ୍ତୁ ।

ଏହାକୁ ମଧ୍ୟ ସକାଳେ ମର୍ନିଙ୍ଗ ୱାର୍କ କରିବା ସମୟରେ ବ୍ୟବହାର କରିପାରିବେ ଏବଂ ବହୁତ ଶୀର୍ଘ ଆପଣଙ୍କ ଶରୀରର ମୋଟା ପଣକୁ ଦୂର କରାଇବ । ଏହି ରେମିଡିକୁ ସମସ୍ତ ପୁଅ ଝିଅ ବ୍ୟବହାର କରି ପାରିବେ ଏବଂ ନିଜର ଶରୀରର ମୋଟା ପଣ ଦୂର କରି ପାରିବେ । ଏହି ରେମିଡି ପ୍ରସ୍ତୁତ କରିବା ପାଇ ଘରେ ସମସ୍ତ ଜିନିଷ ସହଜରେ ପାଇ ପାରିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।