ପୁରୀରେ ହେଉଛି ଯୁବତୀଙ୍କ ଅନଲାଇନ ସେ-କ୍ସ ଧନ୍ଦା, ୨୫୦ଟଙ୍କାରେ ଭିଡିଓ କଲ୍, ୫୦୦ରେ ଅଧା ଡ୍ରେସ ଆଉ ତାପରେ…

0

ଏହି ସମାଜ ରେ ବେଳେ ବେଳେ ଏମିତି ସବୁ ଘଟଣା ଘଟେ, ଯାହା ଘଟିବ ବୋଲି ଆପଣ କେବେ ଭାବି ନଥିବେ,ଆଉ ଏହା ପାଇଁ ଅନେକ ଲୋକ ବହୁତ ଅସୁବିଧା ରେ ସମୁଖୀନ ହୁଅନ୍ତି। ଆଉ ଏହା ପାଇଁ ଅନେକ କିଛି କ୍ଷତି ମଧ୍ୟ ହୋଇ ଥାଏ। ତେବେ ଏହି ସବୁ ଏବେ ସମାଜ ରେ ପ୍ରେତେକ ଦିନ ଦେଖିବାକୁ ମିଳୁଛି ବା ଶୁଣିବାକୁ ମିଳୁଛି। ଏହା ସମାଜ ରେ ଏତେ ବଢ଼ି ଗଲାଣି ଯେ ଏହାର ଯେତେ ସମାଧାନ କରିଲେ ମଧ୍ୟ କିଛି ପରିବର୍ତ୍ତନ ହେଉ ନାହିଁ ବା ଏହି ଭଳି କାର୍ଯ୍ୟ ବନ୍ଦ ହେଉ ନାହିଁ। ଏ ମଣିଷ ସମାଜ ଧୀରେ ଧୀରେ ବହୁତ ତଳକୁ ଖସି ଯାଉଛି।


ସମାଜରେ ଲୋକ ମାନେ ନିଜର ଇଚ୍ଛା ପୂରଣ କରିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ପୁରୁଷ ମାନେ ନାରୀ ମାନଙ୍କ ଶରୀର ପ୍ରତି ଲୋଭ ରଖି ତାଙ୍କ ସହ ଖରାପ ବ୍ୟବହାର କରୁଛନ୍ତି କିନ୍ତୁ ଏହି ନାରୀ ମାନେ ମଧ୍ୟ ତାଙ୍କ ସହ ତାଳ ଦେଇ ପଇସା ରୋଜଗାର କରିବା ଚିନ୍ତା ରେ ସେମାନେ ମଧ୍ୟ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତୁତ ହେଇ ଯାଉଛନ୍ତି। ଶିକ୍ଷିତ ସମାଜ ରେ ମଣିଷ ମାନେ ଅଶିକ୍ଷିତ ଭଳି କାର୍ଯ୍ୟ କରୁଛନ୍ତି,ଆଉ ଯାହା ପାଇଁ ପୁରା ସମାଜ ନଷ୍ଟ ହେଉଛି। ତେବେ ଆପଣ ମାନେ ଜାଣି ଥିବେ ଏବେ ଲୋକ ଙ୍କୁ ଅନଲାଇନ ମଧ୍ୟମ୍ ରେ ଠକେଇ ଚାଲିଛି,ତେବେ ସେହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ପୁରୀ ଘଟିଛି ଏହି ଘଟଣା। ଜଣେ ବଙ୍ଗିୟ ଯୁବତୀ ଜଣକ ଭିଡିଓ କଲ ମାଧ୍ୟମ ରେ ଉଲଗ୍ନ ହୋଇ ଅନେକ ପଇସା ରୋଜଗାର କରୁଥିଲେ। ତେବେ ସେ ୨୫୦ ଟଙ୍କା ରୁ ଆରମ୍ଭ କରି ୫୦୦୦ ପର୍ଯ୍ୟନ୍ତ ଟଙ୍କା ଲୁଟି ଛନ୍ତି। ତେବେ ସେ ଜଣେ ଯୁବକ ଙ୍କୁ ଭିଡିଓ କଲ ମାଧ୍ୟମ ରେ ନିଜର ଉଲଗ୍ନ ଅବସ୍ଥା କୁ ଦେଖାଉଛନ୍ତି। ତେବେ ଯେତେ ଅଧିକ ପଇସା ସେ ସେତେ ଅଧିକ ଉଲଗ୍ନ ହେବେ। ତେବେ ରହି ଯୁବତୀ ଜଣକ ପଶ୍ଚିମବଙ୍ଗ୍ ର।


ତେବେ ଏହି ଯୁବତୀ ଜଣକ ପୁରୀ ର ଜଣେ ଯୁବକ ଙ୍କୁ ଫେସବୁକ ରେ ପସନ୍ଦ କରି ନିଜ ଜାଲ ରେ ଫସାଇ ଥିଲେ।ତେବେ ଧୀରେ ଧୀରେ ସେ ଯୁବକ ଙ୍କ ସହ କଥା ହୋଇ ଥିଲେ ,ଆଉ ତାଙ୍କ ଠିକଣା ନେଇ ଥିଲେ। ତା ପରେ ସେ ୨୫୦ ଟଙ୍କା ଡିପୋଜିଟ୍ କରିଲା ପରେ ଧୀରେ ଧୀରେ ଠକେଇ ଆରମ୍ଭ କରିଲେ।ତେବେ ଏହି ପରି ଭାବେ ସେ କରି ଚାଲିଲେ। ଯେତେ ଟଙ୍କା ଦେବେ ସେ ଉଲଗ୍ନ ହୋଇ ଯିବେ।ତେବେ ସେହି ଯୁବତି ଜଣକ ପଇସା ପାଇବା ପରେ ସେହି ଯୁବକ ଙ୍କ ଆଇଡ଼ି କୁ ବନ୍ଦ କରି ଦେଇ ଥିଲେ। ତେବେ ଏହି ଭଳି କାର୍ଯ୍ୟ ସମାଜ ପାଇଁ ବହୁତ କ୍ଷତି କାରକ । ଯାହା ଦ୍ୱାରା ପୁରା ସମାଜ ଉପରେ ଏହାର ପ୍ରଭାବ ପଡିବ ଏବଂ ଆଗାମୀ ପିଢ଼ି ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡିବ। ତେବେ ଏଭଳି କାର୍ଯ୍ୟ କରିବା ଅନୁଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।