ମାଳିକା ର ବଡ ଭବିଷ୍ୟବାଣୀ ! ମିଳିଗଲେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ” ଅ ” ରେ ପଡିବ ନାମ, ଜାଣନ୍ତୁ କିଏ ହେବ ପ୍ରଧାନମନ୍ତ୍ରୀ……

0

ଆମେ ମାନେ ଜାଣିଚୁ କି ସମାଜ ରେ ଘଟୁଥିବା ପ୍ରତେକ ଘଟଣା ଗୁଡିକ ଆଗରୁ ପଣ୍ଡିତ ମାନେ , ମହାପୁରୁଷ ମାନେ ଲେଖି ରଖି ଥିଲେ,ତେବେ ଯାହା କୁ ସମସ୍ତେ ମାଳିକା ବଚନ ବୋଲି କୁହନ୍ତି। ତେବେ ସେଥିରେ ଯାହା ଯାହା ଲେଖା ହୋଇଛି ସେ ସବୁ ସତ ହୋଇ ଚାଲିଛି। ତେଣୁ ଅନେକ ଲୋକ ଏହାକୁ ମାନି ଆସୁଛନ୍ତି,ତେବେ ଏହା ସତ ହେବ ବୋଲି ଅନେକ ଲୋକ ଙ୍କ ର ବିଶ୍ୱାସ ରହିଥାଏ। ତେବେ ଏହା ସତ ମଧ୍ୟ ସେଥିରେ ଯାହା ଯାହା ଲେଖା ହୋଇ ରହିଛି

ସେ ସବୁ ଗୋଟେ ଗୋଟେ କରି ସତ ହେବାରେ ଲାଗିଛି। ତେବେ ଏହି ସବୁ ଲେଖନୀ କେତେ ଯାଏ ସତ ହେବ , ଏହା କେହି ଜାଣି ନାହାନ୍ତି କିନ୍ତୁ ସେହି ମାଲିକ ରେ ପ୍ରତିଟି ଶବ୍ଦ ସତ ହେବାରେ ଲାଗିଛି। ଆଉ ଏହି ସବୁ କଥା ମଣିଷ ର ଜୀବନ ଉପରେ ଲେଖା ହୋଇଛି। ପ୍ରତେକ ମଣିଷ ର କିପରି ଆଚାର ବ୍ୟବହାର ରହିବ ତା ସବୁ ସେହି ମାଳିକାରେ ଲିପିବଧ ହୋଇ ରହିଛି,ଯାହା ଧୀରେ ଧୀରେ ସବୁ ସତ ହେଉଛି।


ତେବେ ଏହି ମାଲିକ ଦ୍ୱାରା ଭବିଷ୍ୟତର କଣ କଣ ଘଟଣା ଘଟିବ। ତାର ସମ୍ପୂର୍ଣ ତଥ୍ୟ ଏଥିରେ ରହିଛି,ମାଳିକା ହେଉଛି ବହୁତ ବର୍ଷ ର ପୁରୁଣା ବହି,ଯାହାକୁ ବହୁତ ଜ୍ଞାନୀ ଗୁଣି ଲୋକ ମାନେ ଲେଖି ଭବିଷ୍ଯତ ବିଚାର କରି ଲେଖି ଛନ୍ତି। ତେବେ ଆଗକୁ ମଧ୍ୟ କଣ ଘଟିବ ,ସେଥିରେ ମଧ୍ୟ ଏହାର ବର୍ଣନା ରହିଛି ହେଲେ ଅନେକ ଲୋକ ଏହାକୁ ବିଶ୍ୱାସ କରୁ ନାହଁନ୍ତି ଆଉ ଏହା ସବୁ ମିଛ ବୋଲି ଭାବୁଛନ୍ତି।

ତେବେ ସେ କଳି ଯୁଗ ର ଘଟୁ ଥିବା ସମସ୍ତ ଘଟଣା କୁ ବର୍ଣ୍ଣନା କରିଛନ୍ତି ,ଆଉ ସମସ୍ତଙ୍କୁ ସତର୍କ ରହିବା କୁ କହିଛନ୍ତି। ତେବେ ଯେତେବେଳେ କଳି ଯୁଗରେ ପାପ ର ଭାର ବଢ଼ି ଯିବ , ସେତେବେଳେ ଏହି ଯୁଗ ଶେଷ ହେବ। ଆଉ ଏହି ଯୁଗ ରେ ଲୋକ ମାନେ ଅତି ନିଷ୍ଠୁର ହୋଇ ଯିବେ। ସେମାନେ ମଣିଷ ମାନିବେ ନାହିଁ , ଆଉ ସବୁେବେଳ ପାପ ଆଡକୁ ଗତି କରିବେ।ଯାହା ଦ୍ୱାରା ସେମାନେ ତଳକୁ ଖସି ଯିବେ । ତେବେ ଏମିତି ଅନେକ କଥା କହିଛନ୍ତି,ତା ସହ ସେ ଏକ ଭବିଷ୍ୟତ ବାଣୀ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ତଥ୍ଯ ଟି କଣ।


ତେବେ ମାଲିକ ର ଏହା ସୂଚାଇ ଦିଆ ଯାଇଛି ଯେ,ଲୋକ ମାନଂକୁ ଡରି ବାକୁ ମନା କରା ଯାଇଛି କାରଣ ଦେଶରେ କୁ ଶାସନ ଦୂର ହେବ,ସୁ ଶାସନ ଆରମ୍ଭ ହେବ। ତେବେ ଏହି କଥା କୁ ଅନେକ ଲୋକ ବିଶ୍ବସ କରିବେ ନାହିଁ କିନ୍ତୁ ଯେଉଁ ମାନେ ବିଶ୍ବସ କରିବା କଥା ସେମାନେ ଏହାକୁ ଭଲ ଭାବେ ବୁଝି ପାରିବେ। ତେବେ ମାଳିକା ରେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା ସୁଚାଇ ଦେଇ ଛନ୍ତି, ତେବେ ତାଙ୍କ ନାମ ‘ଅ’ ଅକ୍ଷର ରୁ ଆରମ୍ଭ ହେବ ।ଆଉ ତାଙ୍କ ପାଇଁ ଦେଶ ରେ ଅନେକ ଉନ୍ନତି ହେବ। ତେବେ ଯାହା ଦ୍ୱାରା ଆଗାମୀ ଭବିଷ୍ୟତ ପ୍ରତିଫଳିତ ହେବ।ଆଉ ଯାହା ସବୁ ସମାଜ୍ ରେ ଅନ୍ୟାୟ ହେଉଛି ତା ଦୂର ହେବ,ଏହା ସହ ପୁରୁଷ ରାଜୁତି ଲୋପ ପାଇବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।