ମୁଖ୍ୟମନ୍ତ୍ରୀଙ୍କ ବୋହୁ ହେଇ ମଧ୍ୟ ଏହି ଅଭିନେତ୍ରୀଙ୍କର ପୁଅକୁ ସ୍କୁଲ ଛାଡିବା ପାଇଁ ଯାଆନ୍ତି ଚାଲି ଚାଲି ତିଳେ ହେଲେ ମନର ନାହିଁ ଗର୍ବ

0

ଜଣେ ବ୍ୟକ୍ତି ଏକ ଲକ୍ଷ୍ୟ ରଖି ସବୁବେଳେ ଆଗକୁ ବଢିଥାଏ। କେଉଁ ପରି ନିଜ ଲକ୍ଷ୍ୟ କୁ ସେ ହାସଲ କରିବ,ସେହି ଲକ୍ଷ୍ୟ ହିଁ ହୋଇଥାଏ ସେହି ବ୍ୟକ୍ତି ଟି ର ଉଇନିଙ୍ଗ୍ ପଏଣ୍ଟ। ଅନେକ ଲୋକ ଙ୍କ ର ଅନେକ ଆଶା ଥାଏ କି ସେମାନେ ନିଜ ଜୀବନ ରେ ଯାଇ ସେହି ଆଶା କୁ ପୂରଣ କରିବା ପାଇଁ ଚେଷ୍ଟା କରନ୍ତି। ଗୋଟେ ଲୋକ ର ସେହି ଆଶା ଟି ତାର ଏବିଲିଟି ଉପରେ ଡିପେଣ୍ଡ କରିପାରେ କିମ୍ବା ତାର ରୂଚି ଉପରେ।

ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ଭବିଷ୍ୟତ ନିଜ ରୂଚି କୁ ନେଇ ଗଢିବା କୁ ଚାହାଁନ୍ତି ଅର୍ଥାତ୍ ଯେଉଁ ମାନଙ୍କ ର ଡ୍ୟାନ୍ସ ପ୍ରତି ରୂଚି ଥାଏ ସେମାନେ ଚାହାଁନ୍ତି କି ସେମାନେ ଆଗକୁ ଯାଇ ଏକ ବଡ ଡ୍ୟାନ୍ସର୍ ହେବା ପାଇଁ, ଯାହାର ଗୀତ ପ୍ରତି ରୂଚି ଥିବ ସେ ଚାହେଁ ଆଗକୁ ଯାଇ ଏକ ଭଲ ସିଙ୍ଗର୍ ହେବା ପାଇଁ। ସେହିପରି ଯାହାର ଅଭିନୟ ପ୍ରତି ରୂଚି ଥାଏ ସେ ଚାହେଁ ଭବିଷ୍ୟତ ରେ ଏକ ଭଲ ଆକ୍ଟର କି ଆକ୍ଟ୍ରେସ୍ ଟି ଏ ହେବା ପାଇଁ।


ତେବେ ଆମେ ମାନେ ଦେଖିଥିବା ବଲିଉଡ୍ ରେ ଏପରି ଅନେକ ଆକ୍ଟର ଏବଂ ଆକ୍ଟ୍ରସ୍ ଅଛନ୍ତି ଯେଉଁମାନେ କି 2,4 ଟା ଫିଲ୍ମକରିଦେଲେ, ଟିକେ ସୁନ୍ଦର ହୋଇଥିଲେ କିମ୍ବା ଟିକେ ପଇସା ଥିଲେ ସେମାନେ ବହୁତ ଗର୍ବ କରନ୍ତି ନିଜର ନିଜର ଷ୍ଟାଟସ୍ କୁ ନେଇ। ବହୁତ ଇଗୋ, ବହୁତ ଆଟିଟ୍ୟୁଡ୍ ମଧ୍ୟ ଦେଖାଇଥାନ୍ତି କିନ୍ତୁ ସବୁ ଆକ୍ଟର କିମ୍ବା ଆକ୍ଟ୍ରେସ୍ ମାନେ ସେହିପରି ନୁହନ୍ତି। ଏପରି ବି ଅଛନ୍ତି ଯେଉଁମାନଙ୍କ ପାଖରେ ଖୁବ୍ ଟଙ୍କା ପଇସା,ଭଲ ନାମ ଥିଲେ ମଧ୍ୟ ସେମାନେ ନିଜ ନିଜର ଷ୍ଟାଟସ୍ କୁ ନେଇ ଟିକେ ବି ଗର୍ବ କରନ୍ତିନି। ଆମେ ଆଜି ଆପଣ ମାନଙ୍କୁ ସେହିପରି ଜଣେ ଆକ୍ଟ୍ରେସ୍ ଙ୍କ ସମ୍ପର୍କରେ କହିବୁ ଯାହାଙ୍କ ର କି ନିଜର ଷ୍ଟାଟସ୍ କୁ ନେଇ ଟିକେ ବି ଗର୍ବ, ଅହଙ୍କାର କିଛି ନାହିଁ।


ସେହି ଅଭିନେତ୍ରୀ ଜଣକ ନିଜର ବିବାହ ପରେ ଅଭିନୟ ଜଗତ ଠାରୁ ଦୂରେଇ ଯାଇଛନ୍ତି। ନିଜର ଫ୍ୟାମେଲି ତଥା ନିଜ ପିଲା ଙ୍କୁ ସମୟ ଦେଉଛନ୍ତି। ସେ ହେଉଛନ୍ତି ଜେନେଲିୟା ଡିସୁଜା,ସିଏ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ମଧ୍ୟ ସବୁବେଳେ ଲାଇମଲାଇଟ୍ ରେ ରହିଥାନ୍ତି। ସେ 2012 ମସିହାରେ ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ଙ୍କୁ ବିବାହ କରିଛନ୍ତି।


2003 ମସିହାରେ ତୁଝେ ମେରି କସମ୍ ଫିଲ୍ମ ମାଧ୍ୟମ ରେ ବଲିଉଡ୍ କୁ ଏଣ୍ଟ୍ରି ମାରିଥିଲେ ଜେନେଲିୟା ଡିସୁଜା। ସେ ଆଜି ବି ବହୁତ ସୁନ୍ଦର ଓ ହଟ୍ ଅଛନ୍ତି। ରିତେଶ ଦେଶମୁଖ ଙ୍କ ବାପା ବିଲାସରାୱେ ଦେଶମୁଖ ମହାରାଷ୍ଟ୍ର ର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ,ଏବେ କିନ୍ତୁ ସେ ଆଉ ଦୁନିଆରେ ନାହାନ୍ତି। ତାଙ୍କ ଶ୍ୱଶୁର ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ସ୍ୱାମୀ ଜଣେ ବଡ ଅଭିନେତା,ସେ ନିଜେ ବି ଜଣେ ବଡ ଅଭିନେତ୍ରୀ କିନ୍ତୁ ତାଙ୍କ ପାଖରେ ଟିକେ ବି ଗର୍ବ ଅହଙ୍କାର ବୋଲି କିଛି ବି ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।