ଶୁଣନ୍ତୁ ଭାଇରାଲ ଅଡିଓ । ଏହି ଭାଇରାଲ ଅଡିଓ କୁ ନେଇ ଏବେ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଚିନ୍ତା, କଣ ସତରେ…….

0

ସରକାର ଦେଶ ର ରାଜ୍ୟ ରେ ଲୋକ ମାନଙ୍କ ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି, ଆଉ ତା ପାଇଁ ସେ ଅନେକ ପଇସା ମଧ୍ୟ ଖର୍ଚ୍ଚ କରୁଛନ୍ତି। ତେବେ ଲୋକ ମାନେ କିଭଳି ଖୁସି ରେ ରହିବେ ତାଙ୍କ ରହିବା ରେ ଖାଇବା ରେ ଯେମିତି କୌଣସି ସମସ୍ୟା ନ ହୁଏ,ତା ପ୍ରତି ଦୃଷ୍ଟି ମଧ୍ୟ ଦେଉଛନ୍ତି। ତେବେ ସରକାର ଏହାର ଅନୁଧ୍ୟାନ କରିବା ପାଇଁ ପ୍ରତେକ ରାଜ୍ୟ ରେ ପ୍ରତେକ ଗାଁ ରେ ଆଉ ପ୍ରତେକ ସହର ରେ ଅନେକ ନେତା ମନ୍ତ୍ରୀ ମାନେ ରହିଛନ୍ତି,ଆଉ ଯାହା ପାଇଁ ସେମାନ ଙ୍କୁ ଅନେକ ଟଙ୍କା ଦିଅ ଯାଉଛି।ତେବେ ମନ୍ତ୍ରୀ ମାନଙ୍କ କାର୍ଯ୍ୟ ଲୋକଙ୍କ ଭଲ ମନ୍ଦ ବୁଝିବା ,ସେମାନଙ୍କ ସୁବିଧା ଅସୁବିଧା ରେ ସାଥ ଦେବା।


ହେଲେ ଆଜିର ମନ୍ତ୍ରୀ ମାନେ କେବଳ ନିଜର କଥା ଚିନ୍ତା କରୁଛନ୍ତି,ନିଜେ କେମିତି ଭଲ ରେ ରହିବେ ଆଉ ନିଜେ କେମିତି ପଇସା ରୋଜଗାର କରବେ। ତେବେ ସରକାର ଲୋକ ଙ୍କ କାର୍ଯ୍ୟ ପାଇଁ ପଇସା ଦେଉଛନ୍ତି କିନ୍ତୁ ଏହି ମନ୍ତ୍ରୀ ମାନେ ସେହି ପଇସା ରୁ ଅଧେ ନିଜେ ନେଇ ଯାଉଛନ୍ତି, ଯାହା ଦ୍ୱାରା ଅନେକ ଲୋକ୍ ବହୁତ ଅସୁବିଧା ରେ ସମୁଖୀନ ହେଉଛନ୍ତି। ଆଉ ଏହା ଅଧିକ ବଢ଼ିବା ରେ ଲାଗିଛି,ସମସ୍ତେ ଜାଣି ମଧ୍ୟ ଏହା ଅଜଣା ଭାବେ ରେ ରହୁଛନ୍ତି। ତେବେ ମନ୍ତ୍ରୀ ମାନେ ଦରମା ପାଇବା ସତ୍ଵ୍ ଲୋକ ଙ୍କ ପଇସା ରୁ ମାରି ଖାଉଛନ୍ତି,ଯାହା କରିବା ଅନୁଚିତ। ତେବେ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି ,ତେବେ ଆସନ୍ତୁ ଜାଣିବା ସେହି ଘଟଣା ଟି କଣ।

କିଛି ଦିନ ତଳେ ବିଜେଡି ରେ ଜଣେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଯିଏ କି ବାଲେଶ୍ୱର ରୁ ନିଲମ୍ବିତ ହୋଇ ଥିଲେ,ତେବେ ତାଙ୍କର କିଛି ଭାଇରଲ ଓଡିଓ ସାମ୍ନା କୁ ଆସିଛି। ତେବେ ଏହା ପାଇଁ ବାଲେଶ୍ୱର ରେ ହୋଇ ଥିବା ସଭା ରେ ନିଜର ଇସ୍ତଫା ଗ୍ରହଣ କରିଛନ୍ତି ଜୀବନ।ତେବେ ଦୁଇ ଦିନ ତଳେ ତାଙ୍କୁ ଦଳ ରୁ ବାହାର କରି ଦିଆ ଯାଇ ଥିଲା,ତେବେ ଜାଣନ୍ତୁ ଜୀବନ ଏହି ଅଡିଓ ରେ କଣ କଥାବାର୍ତ୍ତା କରୁଛନ୍ତି।ସେ କହିଛନ୍ତି ବାଲେଶ୍ଵରରେ ବିଜେଡ଼ି ର ପ୍ରାର୍ଥୀ ହୋଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ ଏବଂ ରବି ଜେନା ସ୍ୱରୂପ ଦାସଙ୍କୁ ଟିକେଟ ପ୍ରଦାନରେ ସାହାଯ୍ୟ କରିଥିଲେ ।


ପରେ ତାଙ୍କ ଯୋଜନା ଅନୁସାରେ ସ୍ୱରୂପ ଟିକଟ ଫେରାଇ ଦେବେ ଏବଂ ରବୀନ୍ଦ୍ର ଲଢ଼ିବେ,ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କଲେ। ରବୀନ୍ଦ୍ର ଙ୍କ ପରିବାରରୁ କାହାକୁ ଟିକେଟ ଦିଆଯାଉ ବୋଲି କହିଲେ।ହେଲେ ଯଦି ଟିକଟ ବଦଳିବ, ତେବେ ମୁଁ କାହିଁକି ଲଢିବି ନାହିଁ ବୋଲି ଭାଇରାଲ ଅଡିଓରେ ଜୀବନ ନିଜ କର୍ମୀଙ୍କୁ କହିଥିବା ଶୁଣିବାକୁ ମିଳୁଛି। ଏଥିସହ ସେ କହିଛନ୍ତି, ଯଦି ଏପରି ହୁଏ ତେବେ ବାଲେଶ୍ୱରରେ ଆଉ ଶାନ୍ତି ରହିବ ନାହିଁ ।ତେବେ ଏହା ପରେ ସେ କହିଛନ୍ତୁ କି ମୋ ଦଳ ଲୋକ ବିଜେପି କୁ ଭୋଟ ଦେବେ। ତେବେ ତାଙ୍କର ଏହି ଅଡିଓ ସବୁ ଆଡେ ପୁରା ଭାଇରଲ ହୋଇ ଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।